Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ଅଙ୍ଗାରବନ୍ଧରେ ଅନୁଷ୍ଠିତ ହେବାକୁ ଯାଉଛି ୧୫୮ ତମ ମାଘମେଳା ଉତ୍ସବ - Jagrat Bharat News

ଅଙ୍ଗାରବନ୍ଧରେ ଅନୁଷ୍ଠିତ ହେବାକୁ ଯାଉଛି ୧୫୮ ତମ ମାଘମେଳା ଉତ୍ସବ

ଅଙ୍ଗାରବନ୍ଧରେ ଅନୁଷ୍ଠିତ ହେବାକୁ ଯାଉଛି ୧୫୮ ତମ ମାଘମେଳା ଉତ୍ସବ

ଜେ ବି ଏନ୍,୨୦.୦୨.୨୦୨୧,(ରିପୋର୍ଟ ସୁବ୍ରତ ସାମଲ) ଅନୁଗୋଳ : ଅନୁଗୋଳ ବ୍ଲକ ଅଙ୍ଗାରବନ୍ଧରେ ଅନୁଷ୍ଠିତ ହେବାକୁ ଯାଉଛି ମାଘ ମେଳା ଉତ୍ସବ।ଉପ-ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ , ଉପଖଣ୍ଡ ସ୍ତରୀୟ ସମସ୍ତ ଅଧିକାରୀ , ଅଙ୍ଗାରବନ୍ଧ ମହିମା ଟୁଙ୍ଗିର ସମ୍ପାଦକ ଏବଂ ଅଙ୍ଗାରବନ୍ଧ ସରପଞ୍ଚ , ଗ୍ରାମର ଗ୍ରାମବାସୀ ମାନଙ୍କୁ ନେଇ ଏକ ଯୌଥ ବୈଠକ କରାଯାଇ ଅଙ୍ଗାରବନ୍ଧ ଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ୧୫୮ ତମ ମାଘ ମେଳା ଯାତ୍ରା ସୂଚାରୁରୂପେ ପରିଚାଳନା ନିମନ୍ତେ ଆଲୋଚନା କରାଯାଇଥିଲା। ଉପସ୍ଥିତ ଥିବା ସମସ୍ତ ସଭ୍ୟଙ୍କ ଦ୍ଵାରା କରାଯାଇଥିବା ସ୍ବାକ୍ଷର ସଲଗ୍ନ କରାଯାଇଛି। ଉପରୋକ୍ତ ବୈଠକର ପ୍ରାରମ୍ଭରେ ଉପ ଜିଲ୍ଲାପାଳ , ଅନୁଗୋଳ ମହୋଦୟ , ସଭାରେ ଉପସ୍ଥିତ ଥିବା ସମସ୍ତ ଅଧିକାରୀ ଓ ବ୍ୟକ୍ତି ବିଶେଷଙ୍କୁ ସ୍ବାଗତ ଜଣାଇବା ସହ ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ଉକ୍ତ ବୈଠକରେ ଉପସ୍ଥିତ ଥିବା ଅଙ୍ଗାରବନ୍ଧ ମହିମା ଟୁଙ୍ଗି ର ସମ୍ପାଦକ ତାଙ୍କର ଦାବୀଗୁଡିକ ଉପସ୍ଥାପନ କରିବା ନିମନ୍ତେ ଜଣାଇଥିଲେ । ଏହି ମର୍ମରେ ଉପସ୍ଥିତ ଥିବା ଅଙ୍ଗାରବନ୍ଧ ମହିମା ଟୁଙ୍ଗିର ସମ୍ପାଦକ ପ୍ରକାଶ କରିଥିଲେ ଯେ ଚଳିତ ବର୍ଷ ଫେବ୍ରୁଆରୀ ୨୫ , ୨୬ ଓ ୨୭ତାରିଖ ତିନି ଦିନ ଧରି ମହିମା ଯାତ୍ରା ଅଙ୍ଗାରବନ୍ଧ ମହିମା ଟୁଙ୍ଗି ରେ ଅନୁଷ୍ଠିତ ହେବାକୁ ଯାଉଅଛି ଓ ପ୍ରତି ବର୍ଷ ଅନୁଯାଇ ଏହି ବର୍ଷ କୋଭିଡ-୧୯ ରହିଥିବାରୁ ଚଳିତ ବର୍ଷ କମ ଯାତ୍ରୀ ଆସିବାର ଅନୁମେୟ କରାଯାଏ । ପ୍ରାୟତଃ ବାହାର ଜିଲ୍ଲାରୁ ଆସୁଥିବା ଯାତ୍ରୀ ମାନେ ଏହି ମନ୍ଦିରରେ ରାତ୍ରିଯାପନ କରିଥାନ୍ତି ତେଣୁ ଏଥି ନିମନ୍ତେ ସ୍ବାସ୍ଥ୍ୟ ସେବା , ଆଇନ୍ ଶୃଙ୍ଖଳା ବ୍ୟବସ୍ଥା , ପାନୀୟ ଜଳ ଯୋଗାଣ , ବିଦ୍ୟୁତ ସେବା , ପରିମଳ ବ୍ୟବସ୍ଥା , ଅଗ୍ନି ନିରୋଧକ ବ୍ୟବସ୍ଥା , ରାସ୍ତା ମରାମତି ଇତ୍ୟାଦି ଯୋଗାଇ ଦେବା ନିମନ୍ତେ ଅନୁରୋଧ କରିଥିଲେ । ବର୍ତ୍ତମାନ ଅଙ୍ଗାରବନ୍ଧ ମହିମା ମନ୍ଦିର ଓଡିଶାରେ ଦ୍ବିତୀୟ ମହିମା ମନ୍ଦିର ହିସାବରେ ଗଣତି ହେଉଅଛି | ମହିମା ମନ୍ଦିରର ଅନ୍ୟ ସଭ୍ୟ ମାନେ ପ୍ରକାଶ କରିଥିଲେ ଯେ ଯେହେତୁ ଦର୍ଶନାର୍ଥୀ ଆସୁଛନ୍ତି ତେଣୁ ପ୍ରଶାସନ ତରଫରୁ ସହଯୋଗ ଯୋଗାଇ ଦିଆଗଲେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଯାତ୍ରା ସୁରୁଖୁରୁରେ କରାଯାଇପାରିବ ବୋଲି ପ୍ରକାଶ କରିଥିଲେ । ଉପ-ଜିଲ୍ଲାପାଳ ପ୍ରକାଶ କରିଥିଲେ ଯେ ଚଳିତ ବର୍ଷ ବିଶ୍ଵ ମହାମାରୀ କରୋନା ରୋଗ ବର୍ତ୍ତମାନ ଜିଲ୍ଲାରେ ନିୟନ୍ତ୍ରଣାଧୀନ ରହିଛି ମାତ୍ର ରୋଗ ସଂପୂର୍ଣ୍ଣ ରୂପରେ ଦୂରୀଭୂତ ହୋଇନାହିଁ , ତେଣୁ ଏହାକୁ ଦୃଷ୍ଟିରେ ରଖୀ ଚଳିତ ବର୍ଷ ମେଳାର ଆୟୋଜନ କଟକଣା ମଧ୍ୟରେ ସମ୍ପୂର୍ଣ୍ଣ କରାଯିବା ନିମନ୍ତେ ସ୍ଥିରୀକୃତ କରାଗଲା ଓ ୫୦୦ ରୁ ଅଧିକ ଯାତ୍ରୀ ମନ୍ଦିର ବେଢା ଭିତରେ ଓ ମନ୍ଦିର ବାହାରେ ଏକତ୍ରୀକରଣ କୋଭିଡ – ୧୯ ନିୟମ ଅନୁଯାୟୀ ନକରିବା ନିମନ୍ତେ କର୍ମକର୍ତ୍ତାଙ୍କୁ ଜଣାଇଦିଆଯାଇଛି । ଉକ୍ତ ବିଷୟକୁ ଅନୁଧ୍ୟାନ କରାଯାଇ ନିମ୍ନ ମତେ ନିଷ୍ପତି ଗ୍ରହଣ ମଧ୍ୟ କରାଯାଇଛି।

 

ସ୍ୱାସ୍ଥ୍ୟସେବା :

 

ଉପ-ଜିଲ୍ଲାପାଳ ଉପସ୍ଥିତ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଅନୁରୋଧ କରିଥିଲେ ଯେ ମହାମାରୀ କରୋନା ରୋଗ କୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା କୁ ଜଣାଇଦେଇଥିଲେ । ଉକ୍ତ ବିଷୟକୁ ଆଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରକାଶ କରିଥିଲେ ଯେ ୨୪ ଘଣ୍ଟିଆ ଏକ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ଖୋଲା ଯାଇ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ ଓ ସେଥିନିମନ୍ତେ ଏକ ଡାକ୍ତର ଟିମ୍ ସହିତ ଏକ ଆମ୍ବୁଲାନ୍ସ ସେଠାରେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସେବା ରେ ସହଯୋଗ କରିବେ ବୋଲି ପ୍ରକାଶ କରିଥିଲେ ।

ପାନୀୟ ଜଳ ଯୋଗାଣ ବ୍ୟବସ୍ଥା :

 

ଉପ-ଜିଲ୍ଲାପାଳ ଉପସ୍ଥିତ ଥିବା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଅଧିକାରୀ ଙ୍କୁ ଅନୁରୋଧ କରିଥିଲେ ଅଙ୍ଗାରବନ୍ଧ ମହିମା ଟୁଙ୍ଗି ଓ ଯାତ୍ରା ପଡିଆ ରେ ସ୍ୱଚ୍ଛ ଓ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରାଗଲେ, ଆସିବାକୁ ଥିବା ଯାତ୍ରୀଙ୍କର କୌଣସି ଅସୁବିଧା ହେବନାହିଁ। ଯେହେତୁ ଯାତ୍ରୀ ସମାଗମ ହେବାର ଅଛି ତେଣୁ ରାସ୍ତା ଓ ଯାତ୍ରା ପଡିଆ ରେ ବିଭିନ୍ନ ସ୍ଥାନରେ ବ୍ଲିଚିଙ୍ଗ ଯୋଗାଇଦିଆଯିବ ବୋଲି କଥା ଦେଇଥିଲେ।

( କାର୍ଯ୍ୟପନ୍ଥା : – ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଅଧିକାରୀ )

 

ବିଦ୍ୟୁତ ସେବା :

 

ଉପ-ଜିଲ୍ଲାପାଳ , ଅନୁଗୋଳ ନୀରବଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବା ନିମନ୍ତେ ଉପସ୍ଥିତ ଥିବା ଉପଖଣ୍ଡ ଅଧିକାରୀ ( ବିଦ୍ୟୁତ ) ସେସୁ , ଅନୁଗୋଳକୁ ଅନୁରୋଧ କରିଥିଲେ , ଏହି ମର୍ମରେ ବିଦ୍ୟୁତ ବିଭାଗର ଅଧିକାରୀ ପ୍ରକାଶ କରିଥିଲେ ଯେ ବିଦ୍ୟୁତ ବିଭାଗର କର୍ମଚାରୀ ମୁତୟନ କରାଯାଇ ନୀରବଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦିଆଯିବ । ଗ୍ରାମବାସୀଙ୍କ ଅନ୍ୟ ଏକ ପ୍ରଶ୍ନ ର ଉତ୍ତରରେ ପ୍ରକାଶ କରିଥିଲେ ଯେ ଯେହେତୁ ଯାତ୍ରା ପଡିଆରେ ବହୁତ ଦୋକାନ ପଡ଼ୁଅଛି ତେଣୁ ସରକାରଙ୍କ ନିୟମ ଅନୁଯାୟୀ ନିର୍ଦ୍ଧାରିତ ଅର୍ଥ ରାଶି ଜମା କରାଗଲେ ବିଦ୍ୟୁତ ସେବା ଯୋଗାଇଦିଆଯିବ। ଉପ-ଜିଲ୍ଲାପାଳ ସରପଞ୍ଚଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ନୀରବଛିନ୍ନ ବିଦ୍ୟୁତ ସେବା ନିମନ୍ତେ ଏକ ଜେନେରେଟର ବ୍ୟବସ୍ଥା କରିବେ ଓ ଯାତ୍ରା ପଡ଼ିଆରେ ଆଲୋକ ବ୍ୟବସ୍ଥା କରିବେ ।

 

( କାର୍ଯ୍ୟପନ୍ଥା : – ଉପଖଣ୍ଡ ଅଧିକାରୀ ( ବିଦ୍ୟୁତ ) ସେସୁ , ଅନୁଗୋଳ ସରପଞ୍ଚ , ଅଙ୍ଗାରବନ୍ଧ ଗ୍ରା.ପ. )

 

ପରିମଳ ବ୍ୟବସ୍ଥା :

 

ଉପ-ଜିଲ୍ଲାପାଳ , ଅନୁଗୋଳ ସରପଞ୍ଚ , ଅଙ୍ଗାରବନ୍ଧ ଗ୍ରା.ପ. ଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ଯେପରି ଯାତ୍ରା ପଡିଆ ପରିଷ୍କାର ପରିଚ୍ଛନ୍ନ ରଖାଯିବ ସେଥିପ୍ରତି ଦୃଷ୍ଟି ଦେବେ ଓ ଯେପରି ଦୋକାନୀ, ଯାତ୍ରୀ ପଲିଥିନ ବ୍ୟବହାର ନକରିବେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବେ। ଯାତ୍ରା ସମୟରେ ଅଳିଆ ଓ ଆବର୍ଜନା ପକାଇବା ନିମନ୍ତେ ଡଷ୍ଟବିନ, ବିଭିନ୍ନ ସ୍ଥାନ ମାନଙ୍କରେ ରଖିବା ନିମନ୍ତେ ଅନୁରୋଧ କରାଗଲା । ସରପଞ୍ଚ , ଅଙ୍ଗାରବନ୍ଧ ଗ୍ରା. ପ.ଙ୍କୁ ଅନୁରୋଧ କରାଗଲା ଯେ ମହିଳା ଯାତ୍ରୀଙ୍କ ନିମନ୍ତେ ଅସ୍ଥାୟୀ ଶୌଚାଳୟ ବିଭିନ୍ନ ଯାଗାରେ କରାଯିବା ନିମନ୍ତେ ସହମତି ପ୍ରଦାନ କରିଥିଲେ ।

( କାର୍ଯ୍ୟପନ୍ଥା : – ସରପଞ୍ଚ , ଅଙ୍ଗାରବନ୍ଧ ଗ୍ରା. ପ. )

 

ଅଗ୍ନି ନିରୋଧକ ବ୍ୟବସ୍ଥା :

 

ଉପଜିଲ୍ଲାପାଳ , ଅନୁଗୋଳ ଅଗ୍ନିଶମ ଅଧିକାରୀଙ୍କୁ ଅନୁରୋଧ କରିଥିଲେ କି କୌଣସି ପ୍ରକାରର ଅଗ୍ନି ବିପର୍ଯ୍ୟୟରୁ ରକ୍ଷା ନିମନ୍ତେ ଅଗ୍ନିଶମ କର୍ମଚାରୀଙ୍କ ସହିତ ଏକ ଦମକଳ ଗାଡି ସେଠାରେ ନିୟୋଜନ କରିବେ। ଉପସ୍ଥିତ ଥିବା ଅଗ୍ନିଶମ ଅଧିକାରୀ ସହମତି ପ୍ରଦାନ କରିଥିଲେ ଓ ଏକ ଅସ୍ଥାୟୀ ଗୃହ ଯୋଗାଇ ଦେବା ନିମନ୍ତେ ଅନୁରୋଧ କରିଥିଲେ । ଏହା ଉପରେ ଉପସ୍ଥିତ ମହିମା ମନ୍ଦିର ର କର୍ମକର୍ତ୍ତା ଅସ୍ଥାୟୀ ଗୃହ ଯୋଗାଇ ଦେବା ନିମନ୍ତେ ସହମତି ପ୍ରଦାନ କରିଥିଲେ |

( କାର୍ଯ୍ୟପନ୍ଥା : – ଅଗ୍ନିଶମ ଅଧିକାରୀ , ଅନୁଗୋଳ / ସରପଞ୍ଚ , ଅଙ୍ଗାରବନ୍ଧ ଗ୍ରା .ପ.)

 

ରାସ୍ତା ମରାମତି :

 

ଉପସ୍ଥିତ ଥିବା ମହିମା ମନ୍ଦିର ର କର୍ମକର୍ତ୍ତା ପ୍ରକାଶ କରିଥିଲେ ଯେ ମନ୍ଦିର ଓ ଯାତ୍ରା ପଡିଆ କୁ ରହିଥିବା ରାସ୍ତା କିଛି ପରିମାଣରେ ମରାମତି ଦରକାର ପଡିଅଛି ତେଣୁ ପୂର୍ତ୍ତ ବିଭାଗର ଅଧିକାରୀ ଙ୍କୁ ଅନୁରୋଧ କରାଯିବା ନିମନ୍ତେ ଉପଜିଲ୍ଲାପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଉପ-ଜିଲ୍ଲାପାଳ ପ୍ରକାଶ କରିଥିଲେ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ରାସ୍ତା ମରାମତି ନିମନ୍ତେ ଅନୁରୋଧ କରାଯିବ ଓ ସରପଞ୍ଚ, ଅଙ୍ଗାର ବନ୍ଧ ଗ୍ରା. ପ.ଙ୍କୁ ଜଣାଇଦିଆଯାଇଛି ଗ୍ରାମ ପଞ୍ଚାୟତ ଅର୍ଥ ରାଶିରୁ ଯାତ୍ରା ନିମନ୍ତେ ଖର୍ଚ୍ଚ କରିବା ସହିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇଦିଆଯିବ।

 

ଆଇନ ଶୃଙ୍ଖଳା ବ୍ୟବସ୍ଥା :

 

ଉପ-ଜିଲ୍ଲାପାଳ, ଅନୁଗୋଳ ଉପସ୍ଥିତ ଥିବା ଉପଖଣ୍ଡ ଆରକ୍ଷୀ ଅଧିକାରୀ, ଅନୁଗୋଳ ଓ ଭାରପ୍ରାପ୍ତ ଥାନା ଅଧିକାରୀ, ଅନୁଗୋଳ ଆଇନ ଶୃଙ୍ଖଳା ରକ୍ଷା ନିମନ୍ତେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିବା ନିମନ୍ତେ ଅନୁରୋଧ କରିଥିଲେ ଓ ଉପସ୍ଥିତ ଥିବା ଅଧିକାରୀ ସହମତି ପ୍ରଦାନ କରିଥିଲେ।

(କାର୍ଯ୍ୟପନ୍ଥା : ଉପଖଣ୍ଡ ଆରକ୍ଷୀ ଅଧିକାରୀ, ଅନୁଗୋଳ / ଭାରପ୍ରାପ୍ତ ଥାନା ଅଧିକାରୀ, ଅନୁଗୋଳ)ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଅନୁଗୋଳ ମହୋଦୟ ଉପସ୍ଥିତ ଥିବା ସମସ୍ତ ସଭ୍ୟ ଓ ଅଧିକାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech