Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ଗତ ୨୪ ଘଣ୍ଟାରେ ୩୫ ଲକ୍ଷରୁ ଅଧିକ ଟୀକା ପ୍ରଦାନ ସହ ଭାରତର ସାମୂହିକ ଟୀକାକରଣ ୧୦ କୋଟି ଛୁଇଁଲା - Jagrat Bharat News

ଗତ ୨୪ ଘଣ୍ଟାରେ ୩୫ ଲକ୍ଷରୁ ଅଧିକ ଟୀକା ପ୍ରଦାନ ସହ ଭାରତର ସାମୂହିକ ଟୀକାକରଣ ୧୦ କୋଟି ଛୁଇଁଲା

ଗତ ୨୪ ଘଣ୍ଟାରେ ୩୫ ଲକ୍ଷରୁ ଅଧିକ ଟୀକା ପ୍ରଦାନ ସହ ଭାରତର ସାମୂହିକ ଟୀକାକରଣ ୧୦ କୋଟି ଛୁଇଁଲା : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ 

 

ଜେ ବି ଏନ, ୧୧୨/୦୪/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ଦେଶରେ ସାମୂହିକ କୋଭିଡ- ୧୯ ଟୀକାକରଣ ରବିବାର ୧୦ କୋଟି ଟପିଛି ।

 

ରବିବାର ସକାଳ ୭ଟା ପର୍ଯ୍ୟନ୍ତ ୧୫,୧୭,୯୬୩ ସେସନରେ ୧୦,୧୫,୯୫,୧୪୭ ଟୀକା ଡୋଜ ପ୍ରଦାନ କରାଯାଇଛି । ଏଥିରେ ୯୦,୦୪,୦୬୩ ଏଚସିଡବ୍ଲୁ ପ୍ରଥମ ଡୋଜ ଓ ୫୫,୦୮,୨୮୯ ଏଚସିଡବ୍ଲୁ ଦ୍ୱିତୀୟ ଡୋଜ, ୯୯,୫୩,୬୧୫ ଏଫଏଲଡବ୍ଲୁ (ପ୍ରଥମ ଡୋଜ), ୪୭,୫୯,୨୦୯ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ), ୬୦ ବର୍ଷରୁ ଅଧିକ ୩,୯୬,୫୧,୬୩୦ ପ୍ରଥମ ଡୋଜ ହିତାଧିକାରୀ ଓ ୧୮୦୦୨୦୬ ଦ୍ୱିତୀୟ ଡୋଜ ହିତାଧିକାରୀ ଓ ୪୫ରୁ ୬୦ ବର୍ଷ ବୟସ୍କ ୩୦୨୭୬୬୫୩ (ପ୍ରଥମ ଡୋଜ) ଓ ୬୪୧୪୮୨ (ଦ୍ୱିତୀୟ ଡୋଜ) ହିତାଧିକାରୀ ସାମିଲ ଅଛନ୍ତି ।

 

ଦେଶର ଆଠଟି ରାଜ୍ୟରେ ସମୁଦାୟ ଡୋଜର ୬୦.୨୭% ପ୍ରଦାନ କରାଯାଇଛି ।

 

 

 

ଗତ ୨୪ ଘଣ୍ଟାରେ ୩୫ ଲକ୍ଷରୁ ଅଧିକ ଟୀକା ପ୍ରଦାନ କରାଯାଇଛି ।

 

ଟୀକାକରଣ ଅଭିଯାନର ୮୫ ଦିନରେ (ଏପ୍ରିଲ ୧୦,୨୦୨୧) ସୁଦ୍ଧା ୩୫,୧୯,୯୮୭ ଡୋଜ ପ୍ରଦାନ କରାଯାଇଛି । ଏଥିରେ ୩୧,୨୨,୧୦୯ ହିତାଧିକାରୀଙ୍କୁ ୪୨,୫୫୩ ସେସନରେ ପ୍ରଥମ ଡୋଜ ଓ ୩,୯୭,୮୭୮ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ ଟୀକା ପ୍ରଦାନ କରାଯାଇଛି ।

 

ସାରା ବିଶ୍ୱରେ ଦିଆ ଯାଇଥିବା ଦୈନିକ ଡୋଜ ଅନୁଯାୟୀ ଭାରତ ହାରାହାରି ୩୮,୩୪,୫୭୪ ସହ ପ୍ରଥମ ସ୍ଥାନରେ ରହିଛି ।

 

 

 

ନିମ୍ନ ଗ୍ରାଫରେ ଭାରତ ଓ ବିଦେଶରେ ଦିଆଯାଇଥିବା ହାରାହାରି ଦୈନିକ ଡୋଜର ତୁଳନାତ୍ମକ ଚିତ୍ର ପ୍ରଦାନ କରାଯାଇଛି ।

 

 

 

ଭାରତର ଦୈନିକ ମାମଲା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧,୫୨,୮୭୯ ନୂଆ ମାମଲା ପଞ୍ଜିକୃତ ହୋଇଛି ।

 

ମହାରାଷ୍ଟ୍ର, ଛତିଶଗଡ, ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ତାମିଲନାଡୁ, ଗୁଜୁରାଟ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି ୧୦ଟି ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ବଢିଛି । ଏହି ୧୦ଟି ରାଜ୍ୟରେ ୮୦.୯୨% ନୂଆ ମାମଲା ପଞ୍ଜିକୃତ ହୋଇଛି ।

 

ମହାରାଷ୍ଟ୍ରରେ ସର୍ବାଧିକ ୫୫,୪୧୧ ନୂଆ ମାମଲା ପଞ୍ଜିକୃତ ହୋଇଛି । ଛତିଶଗଡରେ ୧୪,୦୯୮ ଓ ଉତ୍ତର ପ୍ରଦେଶରେ ୧୨,୭୪୮ ନୂଆ ମାମଲା ପଞ୍ଜିକୃତ ହୋଇଛି ।

 

 

 

୧୬ଟି ରାଜ୍ୟରେ ଦୈନିକ ସଂକ୍ରମଣର ବର୍ଦ୍ଧିଷ୍ଣୁ ହାର ପ୍ରଦର୍ଶିତ ହୋଇଛି ।

 

 

 

 

 

 

 

 

 

ଭାରତ ସମୁଦାୟ ସକ୍ରିୟ ମାମଲା ସଂଖ୍ୟା ୧୧, ୦୮, ୦୮୭ରେ ପହଞ୍ଚିଛି । ଦେଶର ସମୁଦାୟ ସକ୍ରିୟ ମାମଲାର ଏହା ୮.୨୯% । ଗତ ୨୪ ଘଣ୍ଟାରେ ସମୁଦାୟ ସକ୍ରିୟ ମାମଲାରୁ ୬୧,୪୫୬ ମାମଲା ହ୍ରାସ ପାଇଛି ।

 

୧୧, ୦୮, ୦୮୭ , ୮.୨୯% ୬୧,୪୫୬ ୨୪ ୭୦.୮୨% ୪୮.୫୭%

 

ଭାରତର ସମୁଦାୟ ସକ୍ରିୟ ମାମଲାର ୭୦.୮୨% ମହାରାଷ୍ଟ୍ର, ଛତିଶଗଡ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ ଓ କେରଳରେ ପଞ୍ଜିକୃତ ହୋଇଛି । ଦେଶର ସମୁଦାୟ ସକ୍ରିୟ ମାମଲାର ୪୮.୫୭% କେବଳ ମହାରାଷ୍ଟ୍ରରେ ପଞ୍ଜିକୃତ ହୋଇଛି ।

 

ନିମ୍ନ ଗ୍ରାଫରେ ଭାରତର ସକ୍ରିୟ ମାମଲାର ତଥ୍ୟ ପ୍ରଦାନ କରାଯାଇଛି ।

 

 

 

ଭାରତର ସମୁଦାୟ ସୁସ୍ଥ ସଂଖ୍ୟା ଆଜି ସୁଦ୍ଧା ୧,୨୦,୮୧, ୪୪୩ ରହିଛି । ଜାତୀୟ ସୁସ୍ଥତା ହାର ୯୦.୪୪% ରହିଛି ।

 

ଗତ ୨୪ ଘଣ୍ଟାରେ ୯୦,୫୮୪ ସୁସ୍ଥ ହୋଇଥିବା ପଞ୍ଜିକୃତ ହୋଇଛି ।

 

ଦୈନିକ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୮୩୯ ମୃତ୍ୟୁ ପଞ୍ଜିକୃତ ହୋଇଛି ।

 

୧୦ଟି ରାଜ୍ୟରେ ୮୬.୪୧% ନୂଆ କୋଭିଡ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୩୦୯ ମୃତ୍ୟୁ ହୋଇଛି । ଏହାପଛକୁ ଛତିଶଗଡରେ ୧୨୩ ଦୈନିକ ମୃତ୍ୟୁ ହୋଇଛି ।

 

 

 

ଗତ ୨୪ ଘଣ୍ଟାରେ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କୋଭିଡ- ୧୯ ମୃତ୍ୟୁ ହୋଇନାହିଁ । ସେଗୁଡିକ ହେଲା ଦାମନ ଓ ଦିଉ, ଦାଦ୍ରା ଓ ନଗରହାବେଳି, ନାଗାଲାଣ୍ଡ, ତ୍ରିପୁରା, ମେଘାଳୟ, ସିକିମ, ମିଜୋରମ, ମଣିପୁର, ଲାକ୍ଷାଦ୍ୱୀପ, ଆଣ୍ଡାମାନ ଓ ନିକୋବର ଆଇଲାଣ୍ଡ ଓ ଅରୁଣାଚଳ ପ୍ରଦେଶ ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech