ପିଟିସି ପଡିଆ ଠାରେ ଜିଲ୍ଲା ସ୍ତରୀୟ ୭୭ ତମ ସ୍ଵାଧୀନତା ଦିବସ ପାଳନ
ତାରିଖ – ୧୫/୦୮/୨୦୨୩
ଅନୁଗୋଳ ପିଟିସି ପଡିଆ ଠାରେ ସକାଳ ୯ ଘଟିକା ୧୫ ମିନିଟ୍ ସମୟରେ ଓଡିଶାର ମାନ୍ୟବର ଶିଳ୍ପ, ସୁକ୍ଷ୍ମ, କ୍ଷୁଦ୍ର, ମାଧ୍ୟମ ଉଦ୍ୟାୋଗ, ଶକ୍ତି ମନ୍ତ୍ରୀ ପ୍ରତାପ କେସରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା କୁ ଉତ୍ତୋଳନ କରିଥିଲେ। ତାପରେ ପ୍ୟାରେଡ ହୋଇଥିଲା। ହୋଇ ଯାଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ସହ ମାର୍ଚପାଷ୍ଟରେ
ଶ୍ରେଷ୍ଟ ବିବେଚିତ ଦଳ କୁ ପୁରସ୍କାର ପ୍ରଦାନ କରାଯାଇଥିଲା।




