କେନ୍ଦ୍ରୀୟ ବିଦ୍ୟାଳୟ ଢେଙ୍କାନାଳରେ ନୂତନ ଅଧ୍ୟକ୍ଷ ଯୋଗଦାନ ଓ ନୂତନ ଅଧ୍ୟକ୍ଷ ଜିଲ୍ଲାପାଳଙ୍କୁ ସାକ୍ଷାତ
କେନ୍ଦ୍ରୀୟ ବିଦ୍ୟାଳୟ ଢେଙ୍କାନାଳରେ ନୂତନ ଅଧ୍ୟକ୍ଷ ଯୋଗଦାନ ଓ ନୂତନ ଅଧ୍ୟକ୍ଷ ଜିଲ୍ଲାପାଳଙ୍କୁ ସାକ୍ଷାତ। ଢେଙ୍କାନାଳ ୪/୯:ଆଜି 04/09/2023 ସୋମବାର ପୂର୍ବାହ୍ନରେ ଶ୍ରୀ ଶିଶିର କୁମାର ଦାସ, କେନ୍ଦ୍ରୀୟ ବିଦ୍ୟାଳୟ, ଢେଙ୍କାନାଳର ନୂତନ ଅଧ୍ୟକ୍ଷ ରୂପେ ଯୋଗଦାନ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…
