Author: jagratbharatnews

ଯାଜପୁର ଜିଲ୍ଲାରେ ନୂତନ ଜିଲ୍ଲାପାଳଙ୍କ ଯୋଗଦାନ୍

ଯାଜପୁର ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଡଃ ଶୁଭଙ୍କର ମହାପାତ୍ର ଯୋଗଦେଇଥିବା ପ୍ରକାଶ। ସେ ପୃର୍ବରୁ ରାଉରକେଲା ମ୍ୟୁନିସିପାଲ କର୍ପୋରେସନର ଅଧ୍ୟକ୍ଷ, ରାଉରକେଲା ଏଡିଏମ୍, ରାଉରକେଲା ଉନ୍ନୟନ ପ୍ରାଧିକରଣର ସମ୍ପାଦକ ଓ ରାଉରକେଲା ସ୍କାର୍ଟ ସିଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ…

କଂଗ୍ରେସ ପ୍ରଭାରୀଙ୍କୁ ମଟର ସାଇକେଲ ଶୋଭାଯାତ୍ରାରେ ସ୍ଵାଗତ: ଓଡିଶା ର ଅସ୍ମିତା କୁ ନେଇ କଲେ ପ୍ରଶ୍ନ କଲେ :ଅଜୟ କୁମାର

ବାଲିଗୁଡା ,(ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ସଭାଗୃହ ଠାରୁ ସ୍ଵାଗତ କରିବା ସହ ଇଣ୍ଡିଆନ ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ…

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

ବାଲିଗୁଡା, (ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ମହୋତ୍ସବ ବାଲିଗୁଡା ସ୍ଥିତ ମିନିଷ୍ଟାଡିୟମ ଠାରେ ମହାସମାରୋହରେ ପାଳନ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷରେ ସ୍ଥାନୀୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ…

ନୂଆହତା ପଞ୍ଚାୟତରେ ବୁଲିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ଅର୍ପଣ ରଥର ।

ରଥ କୁ ବନ୍ଦାପନା କରି ନିଜ ନିଜର ଭକ୍ତି ଅର୍ଘ୍ୟ ଗୁଆ ଚାଉଳ ପଠାଇଲେ ଭକ୍ତବୃନ୍ଦ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହତା ପଞ୍ଚାୟତ ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ଅର୍ପଣ ରଥ ଭ୍ରମଣ ଆରମ୍ଭ ହୋଇଛି। ଏହିପରି ରଥ ଅନୁଗୋଳ…

ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନିସପେକ୍ଟର

ତାଳଚେର ଟ୍ରାଫିକ ଇନିସପେକ୍ଟର ଜିତେନ୍ଦ୍ର ବେହେରା ଙ୍କ ପାଖରୁ ନଗଦ ଏଗାର ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ। ଇନିସପେକ୍ଟର ଜିତେନ୍ଦ୍ର ତାଳଚେର ରୁ ଅସ୍ତରଙ୍ଗ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଟିମ୍ ଜିତେନ୍ଦ୍ରଙ୍କ ଗାଡ଼ିରେ ଚଢାଉ…

ବ୍ରହ୍ମପୁର ୱାର୍ଡ ନମ୍ବର ୧୦ଅର୍ପଣ ରଥ ପରିକ୍ରମା ।

ଜାଗ୍ରତ ଭାରତ ନ୍ୟୁଜ, ବ୍ରହ୍ମପୁର. ରାଜ୍ୟର ବିଭିନ୍ନ ସହର ଭଳି ବ୍ରହ୍ମପୁରରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଅର୍ପଣ ରଥ ସହରର ବିଭିନ୍ନ ୱାର୍ଡ଼ରେ ପରିକ୍ରମା କରୁଛି । ସେହିପରି ବ୍ରହ୍ମପୁର ୱାର୍ଡ ନମ୍ବର ୧୦…

ବାଲିଗୁଡା ଗାୟତ୍ରୀ ଶକ୍ତି ପୀଠର ନୂତନ କର୍ମକର୍ତ୍ତା ନିର୍ବାଚନ

ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଗାୟତ୍ରୀ ଶକ୍ତି ପୀଠର ନୂତନ କମିଟି ଗଠନ କରି କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି l ଏଥିରେ ସର୍ବସମ୍ମତି କ୍ରମେ ମୁଖ୍ୟ ଟ୍ରଷ୍ଟି ଭାବେ ଅନନ୍ତ ଚରଣ ପୃଷ୍ଟି, କାର୍ଯ୍ୟାଳୟ ପ୍ରହାରୀ ଭାବେ…

5t ଅଧକ୍ଷ ଭି.କେ ପାଣ୍ଡିଆନ ଙ୍କ ବାଣପୁର ପଲଟନ ପଡିଆରେ ଏକ ବିଶାଳ ଜନସଭା

5T ଅଧକ୍ଷ ଶ୍ରୀ ଭି.କେ ପାଣ୍ଡିଆନ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର N.A.C ଗ୍ରସ୍ତ କରି ପ୍ରଥମେ ମା ଭଗବତୀ ଙ୍କ ଦର୍ଶନ ଲାଭ କରିବା ସହ ଭଗବତୀ ମନ୍ଦିରର ଉନ୍ନତି ତଦାରଖ କରିଥିଲେ |ତାପରେ ବାଣପୁର ପଲଟନ ପଡିଆ ଠାରେ…

କେଗାଁ ଠାରେ ୧୯ ବାଟାଲିୟନ ସି ଆରପିଏଫ ପକ୍ଷରୁ ଜନକଲ୍ୟାଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୋଳାମୁଣ୍ଡା ତା ୧୦/୦୧ /୨୩/ଦୈନିକ, କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କେଗାଁ ଠାରେ ୧୯ ସି ଆର ପି ଏଫ ବାଟାଲିୟନ ପକ୍ଷରୁ ଜନକଲ୍ୟାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମନୋଜ କୁମାର କମଣ୍ଡେଣ୍ଡ…

ଗୋଲାମୁଣ୍ଡା ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ।

ଗୋଲାମୁଣ୍ଡା,୦୮/୦୧ ସୋମବାର ଦିନ ଗୋଲାମୁଣ୍ଡା ବ୍ଲକ ସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଏବଂ ଅତିରିକ୍ତ ଉପ ଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରବାନଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ…