Author: jagratbharatnews

ରୋଗୀଙ୍କ ଖାଦ୍ୟ ଅନୁଦାନରେ ୩୦% ବୃଦ୍ଧି

ରୋଗୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଉଦ୍ଦେଶ୍ୟରେ ସରକାରୀ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହେଉଥିବା ଇନଡୋର ରୋଗୀଙ୍କ ପାଇଁ ଦିଆଯାଉଥିବା ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।…

ସଚିବସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ସଚିବମାନେ ଯୋଗ ଦେଇଥିଲେ। ଚଳିତ ମାସରେ ‘ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ’ ସମୀକ୍ଷା…

୧୨୮ ଲିଟର ଦେଶୀ ମଦ ଜବତ – ତିନି ଗିରଫ

୧୨୮ ଲିଟର ଦେଶୀ ମଦ ଜବତ – ତିନି ଗିରଫ ଢେ଼ଙ୍କାନାଳ – ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ ଥାନା ପକ୍ଷରୁ ଚଢାଉ କରାଯାଇ ଆଜି ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି। ସୂଚନା ମୁତାବକ ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ…

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୭ ତମ ସ୍ବାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୭ ତମ ସ୍ବାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୭ ତମ ସ୍ବାଧୀନତା ଦିବସ ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଖେଳ…

ଶିକ୍ଷକଙ୍କ ବାଡ଼ିରେ ଫଳିଛି ଜାପାନୀ ମିୟା ଜାତୀୟ ଆମ୍ବ ଓ ଔଷଧୀୟ ବୃକ୍ଷ !

ଶିକ୍ଷକଙ୍କ ବାଡ଼ିରେ ଫଳିଛି ଜାପାନୀ ମିୟା ଜାତୀୟ ଆମ୍ବ ଓ ଔଷଧୀୟ ବୃକ୍ଷ ! ଜୁନାଗଡ଼, ସରକାରଙ୍କ ନଜରନାହିଁ ଅଭଲି ଚାଷୀଙ୍କ ଉପରେ, ସେ ଜଣେ ଶିକ୍ଷକ ହେଲେବି ଜଣେ ଚାଷୀ, ଆଟୀଗାଁ ପଞ୍ଚାୟତ ଅନ୍ତର୍ଗତ କାନ୍ଦୁଲଗୁଡା ଗ୍ରାମରେ ଜଣେ ଶିକ୍ଷକ…

ଜିଲ୍ଲା ସ୍ତରୀୟ କୃଷି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ କୃଷି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ଢେଙ୍କାନାଳ : ୦୩ /୦୮ – ଆଜି ପୂର୍ବାହ୍ନରେ ଢେଙ୍କାନାଳ ସଦର ବ୍ଲକ ସ୍ଥିତ ସଦେଇବରେଣୀ କଳାକୃତି ଗ୍ରାମର ସଭାଗୃହରେ ଜିଲ୍ଲାସ୍ତରୀୟ କୃଷି ବିଭାଗର ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ…

ବଅଁରପାଳ ବି.ଇ.ଓ କଂ ଅବସର ଗ୍ରହଣ ଓ ନୂତନ ବି.ଇ.ଓ. ଙ୍କ ଯୋଗଦାନ

ବଅଁରପାଳ ବି.ଇ.ଓ ଙ୍କ ଅବସର ଗ୍ରହଣ ଓ ନୂତନ ବି.ଇ.ଓ. ଙ୍କ ଯୋଗଦାନ ___________ ବଅଁରପାଳ ତା୦୨.୦୮.ବଅଁରପାଳ ବ୍ଲକ ର ଗୋଷ୍ଠି ଶିଖ୍ୟା ଅଧିକାରୀ ଦେବାନଂଦ ଖୁଣ୍ଟିଆ ଜୁଲାଇ୩୧ ତାରିଖ ଦିନ ଅବସର ଗ୍ରହଣ କରଛନ୍ତି..ଏହି ଅବସରରେ ଜିଲା ଶିଖ୍ୟା ଅଧିକାରୀ,ଅନୁଗୋଳ…

ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର କପିଳାସ ସରକାରୀ ଉଚ୍ଚ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ବାସିଲ୍ କୁଲୁ ଙ୍କ ବଦଳି ହୋଇଥିବାରୁ ସେ ମହାଶୟଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟିତ୍ରୀ ମନୋସିନୀସାହୁ ଙ୍କ ଅଧ୍ୟକ୍ଷତାରେ…

ଅନୁଗୋଳ ଜିଲ୍ଲା ସମେତ ସାରା ରାଜ୍ୟରେ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ, ଅନୁଗୋଳରେ ସ୍କୁଲ କଲେଜ ବନ୍ଦ ଘୋଷଣା କଲେ ଜିଲ୍ଲାପାଳ

ଦୁଇ ଦିନ ଧରି ଅନୁଗୋଳ ଜିଲ୍ଲା ସମେତ ସାରା ରାଜ୍ୟରେ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ଯାଇଛି। ରାଜ୍ୟର ବହୁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ବ୍ରିଜ ଉପର ଦେଇ ପାଣି ଯାଉଥିବା ବେଳେ ଅତ୍ୟଧିକ ବର୍ଷା…

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଅଧା ଡାକ୍ତର ପଦବୀ ଖାଲି : ଅଧା ଚିକିତ୍ସିତ ରୋଗୀ ଫେରି ଯାଉଛନ୍ତି

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଅଧା ଡାକ୍ତର ପଦବୀ ଖାଲି : ଅଧା ଚିକିତ୍ସିତ ରୋଗୀ ଫେରି ଯାଉଛନ୍ତି। କେନ୍ଦୁଝର ଜିଲ୍ଲା ତମାମ ଡାକ୍ତର ଅଭାବରୁ ସ୍ବାସ୍ଥ୍ୟ ସେବା ବିଗିଡ଼ି ଯିବାରେ ଲାଗିଛି। ଜିଲ୍ଲାରେ ଥିବା ୩୫୯ ଡାକ୍ତର ପଦବୀରୁ ୧୫୨ ଡାକ୍ତର ନାହାନ୍ତି।…

You missed