ଯୋଡାଠାରେ ବିଶ୍ଵ ସାମ୍ବାଦିକତା ସ୍ଵାଧୀନତା ଦିବସ ପାଳନ ହୋଇଯାଇଛି
ଯୋଡାଠାରେ ବିଶ୍ଵ ସାମ୍ବାଦିକତା ସ୍ଵାଧୀନତା ଦିବସ ପାଳନ ହୋଇଯାଇଛି । କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡା ପୌରପାଳିକା ଅନ୍ତର୍ଗତ ଯୋଡା ଟାଟାଟିସ୍କୋ ଇଷ୍ଟ ଭେଲି କ୍ଳବ୍ ଠାରେ ବିଶ୍ଵ ସାମ୍ବାଦିକତା ସ୍ଵାଧୀନତା ଦିବସ ଯୋଡା ପ୍ରେସ କ୍ଳବ୍ ପକ୍ଷରୁ ପାଳନ…
