Author: jagratbharatnews

ଶ୍ରୀ ଶ୍ରୀ ମଉଡମଣୀ ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ମୀନାବଜାରର ପ୍ରତିଷ୍ଠା ଦିବସ

ଶ୍ରୀ ଶ୍ରୀ ମଉଡମଣୀ ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ମୀନାବଜାରର ପ୍ରତିଷ୍ଠା ଦିବସ ଢେଙ୍କାନାଳ , ୨୪।୨ : ଶ୍ରୀ ଶ୍ରୀ ମଉଡମଣୀ ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ , ମୀନାବଜାରର ବାର୍ଷିକ ପ୍ରତିଷ୍ଠା ଦିବସ ଅଦ୍ୟ ଯଥା ରୀତିନୀତି ଅନୁଯାୟୀ ପାଳନ ହୋଇଯାଇଛି…

ଜିଲ୍ଲା ଉନ୍ନୟନ ସମନ୍ଵୟ ଓ ପର୍ଯ୍ୟ।ଲୋଚନା କମିଟି ” ଦିଶା ” ବୈଠକ ଅନୁଷ୍ଠିତ ସ୍ବାସ୍ଥ୍ୟ ଏବଂ ଶିକ୍ଷା ଉପରେ ସାଂସଦଙ୍କ ଗୁରୁତ୍ୱାରୋପ

ଜିଲ୍ଲା ଉନ୍ନୟନ ସମନ୍ଵୟ ଓ ପର୍ଯ୍ୟ।ଲୋଚନା କମିଟି ” ଦିଶା ” ବୈଠକ ଅନୁଷ୍ଠିତ ସ୍ବାସ୍ଥ୍ୟ ଏବଂ ଶିକ୍ଷା ଉପରେ ସାଂସଦଙ୍କ ଗୁରୁତ୍ୱାରୋପ ଢେଙ୍କାନାଳ ତା ୨୪.୦୨.୨୦୨୩ ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଉନ୍ନୟନ ସମନ୍ଵୟ…

୨୪ତମ ଅଷ୍ଟପ୍ରହର ନାମ ଯଜ୍ଞ

୨୪ତମ ଅଷ୍ଟପ୍ରହର ନାମ ଯଜ୍ଞ ଢେଙ୍କାନାଳ , ୨୪।୨ : ଢେଙ୍କାନାଳ ସହର ବାଜିଚୌକସ୍ଥିତ ଜୟଗୋପାଳ ସାହିର ମଠ ପ୍ରାଙ୍ଗଣରେ ୨୪ତମ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି । ଗତ ୨୩ ତାରିଖ ଦିନ କୁଞ୍ଜସ୍ଥାପନ , କଳସଯାତ୍ରା , ଅଧିବାସ…

ନାବାର୍ଡ ପକ୍ଷରୁ ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

ନାବାର୍ଡ ପକ୍ଷରୁ ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ ଜଗତସିଂହପୁର ତା =24/2/23 ନାବାର୍ଡ ପକ୍ଷରୁ ବିରିଡି ବ୍ଲକ ଅନ୍ତର୍ଗତ ପୂରଣ ଗ୍ରାମପଞ୍ଚାୟତ କାର୍ଯ୍ୟଳୟ ପରିସରରେ ଏକ ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ନାବାର୍ଡ C.G.M ସି ଉଦୟଭାସ୍କର ମୁଖ୍ୟଅତିଥି…

ମନ୍ମଥ ଧଳ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଯୋଗଦେବେ ମହା ମହୀମ ରାଜ୍ୟପାଳଙ୍କ ସମେତ ବହୁ ମନ୍ତ୍ରୀ, ବିଧାୟକ ଓ ଏମ ପୀ

ମନ୍ମଥ ଧଳ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଯୋଗଦେବେ ମହା ମହୀମ ରାଜ୍ୟପାଳଙ୍କ ସମେତ ବହୁ ମନ୍ତ୍ରୀ, ବିଧାୟକ ଓ ଏମ ପୀ ବିଷୟ ____ ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରିପଟା ପଞ୍ଚାୟତ ଜଗନ୍ନାଥ ମନ୍ଦିର ନିକଟ ଲକ୍ଷ୍ମୀ…

ମାର୍ଚ୍ଚ ୧ରେ ଭାରତ ଆସିବେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ

ମାର୍ଚ୍ଚ ୧ରେ ଭାରତ ଆସିବେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗଦେବେ। ଭାରତ ସହ ଆମେରିକାର ଦୃଢ ସହଭାଗିତାକୁ ନିଶ୍ଚିତ କରିବାକୁ ସେ ବରିଷ୍ଠ ଭାରତୀୟ ଅଧିକାରୀଙ୍କୁ…

ଆଜିଠୁ କଂଗ୍ରେସର ମହାଅଧିବେଶନ

ରାୟପୁର: ଆଜିଠୁ କଂଗ୍ରେସର ମହାଅଧିବେଶନ । ଛତିଶଗଡ଼ ରାୟପୁରରେ ଆୟୋଜିତ ହେଉଥିବା ଏହି ଅଧିବେଶନରେ ସାମିଲ ହେବେ ୧୮୨୫ରୁ ଅଧିକ ନିର୍ବାଚିତ କର୍ମକର୍ତ୍ତାଙ୍କ ସହ ପ୍ରାୟ ୧୫ ହଜାର ପ୍ରତିନିଧି । ସମାବେଶରେ ଯୋଗଦେବେ ସମସ୍ତ ପିସିସି ସଭାପତି, ପିସିସି କମିଟି…

ଇଣ୍ଟରନ୍ୟାସନାଲ ଲେବର ଅର୍ଗାନାଇଜେସନର ଏକ୍ସଟ୍ରନାଲ ଅଡିଟର ଭାବେ ମନୋନିତ

ଓଡିଆ ପୁଅ ତଥା ଭାରତର ମୁଖ୍ୟ ମହାଲେଖାକା ନିୟନ୍ତ୍ରକ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ମିଳିଛି ଆନ୍ତର୍ଜାତୀୟ ଦାୟିତ୍ବ। ସେ ଆନ୍ତର୍ଜାତୀୟ ଶ୍ରମିକ ସଂସ୍ଥା ବା ଇଣ୍ଟରନ୍ୟାସନାଲ ଲେବର ଅର୍ଗାନାଇଜେସନର ଏକ୍ସଟ୍ରନାଲ ଅଡିଟର ଭାବେ ମନୋନିତ ହୋଇଛନ୍ତି। ଏହି ପଦବୀ ପାଇଁ ତାଙ୍କୁ…

ଜିଲ୍ଲାରେ ଅଧିନିୟମ ଧାରା ୩୦ ଏବେ ବଳବତ୍ତର

କଟକ ଜିଲା ପୋଲିସ ଆରକ୍ଷୀ ଅଧୀକ୍ଷକଙ୍କ ଆଦେଶନାମା ଅନୁଯାୟୀ ପୋଲିସ ଅଧିନିୟମ ଧାରା ୩୦ ଗତ ୧୭ ତାରିଖଠାରୁ ଆସନ୍ତା ମେ’ ୧୮ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଜିଲା ପୋଲିସ ଆରକ୍ଷୀ ଅଧୀକ୍ଷକଙ୍କ ଆଦେଶନାମା ଅନୁଯାୟୀ, ସାଲେପୁର, ନିଶ୍ଚିନ୍ତକୋଇଲି, ନେମାଳ,…

ପୁଟିନ ଅଣୁ ଅସ୍ତ୍ର ର ଦେଲେ ଧମକ

ୟୁକ୍ରେନ ଯୁଦ୍ଧକୁ ଏକବର୍ଷ ପୂରଣ ହୋଇଥିବାବେଳେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୂନର୍ବାର ପରମାଣୁ ଅସ୍ତ୍ର ପ୍ରୟୋଗର ଧମକ ଦେଇଛନ୍ତି। ଆମେରିକା ସହିତ ହୋଇଥିବା ପରମାଣୁ ଅସ୍ତ୍ର ରାଜିନାମାକୁ ରୁଷ୍ ବାତିଲ କରିବାର ଦିନକ ପରେ ପୁଟିନ ଏହି ଧମକ ଦେଇଛନ୍ତି।…