Author: jagratbharatnews

ରୁଷିଆର ବୈଦେଶିକ ମନ୍ତ୍ରୀ ଆସିବେ ଭାରତ

ମସ୍କୋ,୨୩ ।୨: ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭରୋଭ ଆସନ୍ତା ମାସର ଆରମ୍ଭରେ ଭାରତ ଯାତ୍ରାରେ ଆସିବେ । ତାଙ୍କର ଏହି ୩ ଦିନିଆ ଭାରତ ଗସ୍ତ ସମୟରେ ସେ ୧ ଓ ୨ ମାର୍ଚ୍ଚରେ ନୂଆଦିଲ୍ଲୀରେ ଆୟୋଜିତ ଜି୨୦ ବୈଦେଶିକ…

ଏମ୍ ସି ଡି ମେୟର ସେଲି ଓବରଏ

ଦୀଲ୍ଲୀର ପୂର୍ବ ପଟେଲ ନଗର ୱାର୍ଡରୁ ପ୍ରଥମ ଥର କାଉନ୍‌ସିଲର ହୋଇଥିବା ଆମ୍ ଆଦମୀ ପାର୍ଟି (ଏଏପି) ପ୍ରାର୍ଥୀ ଶେଲୀ ଓବରଏ ଦିଲ୍ଲୀର ମ୍ୟୁନିସିପାଲ କର୍ପୋରେସନ୍ (MCD) ର ମେୟର ନିର୍ବାଚନରେ ​​ଜିତିଛନ୍ତି। ଆପ୍ କାଉନ୍‌ସିଲର୍‌ମାନେ ସେମାନଙ୍କ ଦଳର ପ୍ରାର୍ଥୀ ଶେଲୀ…

ନାମ ଲେଖାଇବାର ସର୍ବନିମ୍ନ ବୟସ ୬ବର୍ଷ

ନୁଆଦିଲ୍ଲୀ : ଶିଶୁମାନଙ୍କର ପ୍ରଥମ ଶ୍ରେଣୀରେ ନାମ ଲେଖାଇବାର ସର୍ବନିମ୍ନ ବୟସ ୬ବର୍ଷ ଧାର୍ଯ୍ୟ କରାଯାଇଛି। ଏପରି ନିୟମକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ନୂଆ କରି…

ବିଶ୍ବଭୂଷଣ ହରିଚନ୍ଦନଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲେ ଜଗମୋହନ

ହାଇଦ୍ରାବାଦ: ଶେଷରେ ଆନ୍ଧ୍ର ପ୍ରଦେଶରୁ ବିଦାୟ ନେଇଛନ୍ତି ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ନିକଟରେ ତାଙ୍କର ଛତିଶଗଡକୁ ବଦଳି ହୋଇଥିବାରୁ ସେ ଆନ୍ଧପ୍ରଦେଶ ରାଜଭବନ ଛାଡିଛନ୍ତି। ସେଥିପାଇଁ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏବଂ ତାଙ୍କ ଧର୍ମପତ୍ନୀ ଉଭୟ ରାଜ୍ୟପାଳ…

ଦୁଇ ଯୁବ ଆଇଏଏସ୍‌ଙ୍କ ମଧ୍ୟରେ ପଡ଼ିବ ହାତଗଣ୍ଠି

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଦୁଇ ଯୁବ ଆଇଏଏସ୍‌ଙ୍କ ମଧ୍ୟରେ ପଡ଼ିବ ହାତଗଣ୍ଠି । ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସହ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ବାହାଘର ପାଇଁ ରବିବାର ନିର୍ବନ୍ଧ ସମ୍ପନ୍ନ ହୋଇଛି । ସମ୍ବଲପୁର ଜିଲ୍ଲାପାଳଙ୍କ ଆବାସିକ କାର୍ୟ୍ୟାଳୟରେ…

ପରୀକ୍ଷା ମୂଳକ ଭାବେ ଚାଲିଲା ଯାତ୍ରୀବାହୀ ଟ୍ରେନ

ଅନୁଗୋଳ – ଦୀର୍ଘ ବର୍ଷ ପରେ ଚାଲିଲା ଅନୁଗୁଳ-ଡୁବୁରି ଯାତ୍ରୀବାହୀ ଟ୍ରେନ । ପରୀକ୍ଷା ମୂଳକଭାବେ ଶୁଭାରମ୍ଭ କଲେ ଇଷ୍ଟ କୋଷ୍ଟ ରେଳ ନିର୍ବାହୀ ନିର୍ଦେଶକ। ଭାରତ ସରକାରଙ୍କ ରେଳ ବିକାଶ ନିଗମର ଆର୍ଥିକ ସହାୟତା ଓ ସହଯୋଗରେ ଏ ଅଞ୍ଚଳରେ…

୭ଟି ଜିଲ୍ଲାର ୮ଟି ସହରାଞ୍ଚଳରେ ନୂଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବ

ଭୁବନେଶ୍ୱର – ରାଜ୍ୟର ୭ଟି ଜିଲ୍ଲାର ୮ଟି ସହରାଞ୍ଚଳରେ ନୂଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବ । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାଜପୁର ଜିଲ୍ଲାର ଯାଜପୁର ସହର…

ମହିମା ଧର୍ମର ଖ୍ୟାତି ରକ୍ଷା ନିମନ୍ତେ ସହମତି ଭିଭିରେ ନୀତିକାନ୍ତି କରିବା ପାଇଁ ଉଭୟ ବକ୍କଳଧାରୀ ଏବଂ କୌପୁନାଧାରୀ ସନ୍ୟାସୀମାନଙ୍କୁ ନିବେଦନ

ମହିମା ଧର୍ମର ଖ୍ୟାତି ରକ୍ଷା ନିମନ୍ତେ ସହମତି ଭିଭିରେ ନୀତିକାନ୍ତି କରିବା ପାଇଁ ଉଭୟ ବକ୍କଳଧାରୀ ଏବଂ କୌପୁନାଧାରୀ ସନ୍ୟାସୀମାନଙ୍କୁ ନିବେଦନ ଢେଙ୍କାନାଳ , ତା , ୨୨ , ୦୨.୨୦୨୩ ଗତ ୨୨. ୧୧.୨୦୨୨ ତାରିଖ ଦିନ ମହିମାଗାଦି ,…

ଜିଲ୍ଲା ପରିଷଦ ସମୀକ୍ଷା ବୈଠକ ଅନୁଷ୍ଠିତ

ଜିଲ୍ଲା ପରିଷଦ ସମୀକ୍ଷା ବୈଠକ ଅନୁଷ୍ଠିତ ଢେଙ୍କାନାଳ , ତା . ୨୨ , ୦୨ , ୨୦୨୩– ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମୀକ୍ଷା…

ଭୀମ ନଗରୀ ଥାନ ର ବାର୍ଷିକ ସମ୍ମିଳନୀ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଭୀମ ନଗରୀ ଥାନ ର ବାର୍ଷିକ ସମ୍ମିଳନୀ ଥାନ ସଭାପତି ଗୋବର୍ଦ୍ଧନ ନାୟକ ଙ୍କ ଅଧ୍ୟକ୍ଷତାରେ ଫେବୃଆରୀ ମାସ ବାଇଶି ତାରିଖ ଅପରାହ୍ନ ରେ ଝାରଦାଗ୍ରାମର ପୁର୍ଣ୍ଣଚନ୍ଦ୍ର ମହାନ୍ତି ଙ୍କ ବାସଭବନ ରେ…