ବାର୍ଷିକ କ୍ରୀଡା ଉତ୍ସବ ପାଳିତ
ବାର୍ଷିକ କ୍ରୀଡା ଉତ୍ସବ ପାଳିତ ଅଦ୍ଯ ତା ୧୭.୦୧.୨୦୨୨ ରିଖ ମଙ୍ଗଳବାର ରେ ଢେଙ୍କାନାଳ ପୈ।ରାଞ୍ଚଳର ୧ନମ୍ବର ୱ।ର୍ଡରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।। ଏହି ଉତ୍ସବ ରେ…
ବାର୍ଷିକ କ୍ରୀଡା ଉତ୍ସବ ପାଳିତ ଅଦ୍ଯ ତା ୧୭.୦୧.୨୦୨୨ ରିଖ ମଙ୍ଗଳବାର ରେ ଢେଙ୍କାନାଳ ପୈ।ରାଞ୍ଚଳର ୧ନମ୍ବର ୱ।ର୍ଡରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।। ଏହି ଉତ୍ସବ ରେ…
ଘୁମରା ତୃତୀୟ ସାଂସ୍କୃତିକ ସଂଧ୍ୟା ରେ ପ୍ରବଳ, ଜନସମାଗମ କଳାହାଣ୍ଡି ର ଲୋକ କଳା, ସାହିତ୍ୟ, ଭାସ୍କର୍ଯ୍ୟ, ସ୍ଥାପତ୍ୟ ବିଶ୍ୱସ୍ତରୀୟ, ସଂସ୍କୃତି ର ମହାମିଳନ ହେଉଛି କଳାହାଣ୍ଡି ଉତ୍ସବ ଘୁମୁରା । ଏ ମାଟି ମୋତେ ଅନେକ କିଛି ଶିକ୍ଷା ଦେଇଛି,…
ସଡକ ସୁରକ୍ଷା ସପ୍ତାହ ଉଦଯାପନ ଦିବସ ଅବସରରେ ସାଇକେଲ ରାଲି ଢେଙ୍କାନାଳ , ତା ୧୭.୦୧.୨୦୨୩ ଗତ ୧୧ ତାରିଖରୁ ସଡକ ସୁରକ୍ଷା ସପ୍ତାହ ପାଳିତ ହେଉଅଛି । ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଆଜି ଉଦଯାପନ ଦିବସ ଅବସରରେ ଏକ…
(ବାଲିଘର ର ତେତିଶି ତମ ବାର୍ଷିକ ଉଛବ ଅନୁଷ୍ଠିତ ) ଜଗତସିଂହପୁର ତା =17/1/23 ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଓ ସାମାଜିକ ପ୍ରତିଷ୍ଠାନ ବାଲିଘରର ୩୩ତମ ବାର୍ଷିକ ଉତ୍ସବ ତିର୍ତ୍ତୋଲ ଥାନା ପଣ୍ଡୁଆ ପଞ୍ଚାୟତ ମୁଣ୍ଡିଦାସ୍ଥିତ ବାଲିଘର ମୁଖ୍ୟ…
(କର୍କଟ ରୋଗରେ ପୀଡିତ ପଞ୍ଚୁ ବେହେରା ଙ୍କୁ ସହାୟତା ର ହାତ ବଢ଼ାଇଲା ଖୋର୍ଦ୍ଧା ର ତ୍ରିଶକ୍ତି ଫାଉଣ୍ଡେସନ ) ଜଗତସିଂହପୁର ତା =16/1/23 ଜଗତସିଂହପୁର ବ୍ଲକ ଆଳିପିଙ୍ଗଳ ପଂଚାୟତ ସ୍ଥିତ ଚନ୍ଦ୍ରମଣି ପାଟଣା ଗ୍ରାମର ଦିନମଜୁରିଆ ପଞ୍ଚୁ ବେହେରା |…
ବିଶ୍ଵ କପ ହକି ଉପଲକ୍ଷେ ଢେଙ୍କାନାଳ ମିନି ମହୋତ୍ସବ ଏବଂ ପଲିଶ୍ରୀ ମେଳା ଅନୁଷ୍ଠିତ ହେବ ଢେଙ୍କାନାଳ ତା , ୧୬ /୦୧/୨୦୨୩ – ବିଶ୍ବ କପ ହକି ଉପଲକ୍ଷେ ଆସନ୍ତା ଜାନୁୟାରୀ ୨୭ , ୨୮ ଏବଂ ୨୯ ତାରିଖ…
ଗାଁ ରେ ଏବେବି ଚାଲିଛି ଚେଙ୍କ ଚିକିତ୍ସା | ସ୍ୱାଧୀନତା ର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳିଛି ଆଜାଦିକ ଅମୃତ ମହୋତ୍ସବ। ସେପଟେ କିନ୍ତୁ ଅନ୍ଧ ବିଶ୍ୱାସ ର ଅନ୍ଧ ଗଳିର ବଶବର୍ତ୍ତୀ ହୋଇ ପେଟରୋଗ ସହ ବିଭିନ୍ନ ରୋଗର…
ଛାତ୍ର ଛାତ୍ରୀଙ୍କ ଦ୍ବାରା ସଡକ ସୁରକ୍ଷା ସପ୍ତାହ ପାଳିତ। ରବିଶଙ୍କର ପ୍ରାଥମିକ ସ୍କୁଲରେ ଛାତ୍ର ଛାତ୍ରୀଙ୍କ ଦ୍ବାରା ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ଗୋଷ୍ଠି ଉନ୍ନୟନ ଅଧିକାରି ଉପସ୍ଥିତ ଥିଲେ। ସ୍କୁଲର…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ | ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପଂଚାୟତ ସମିତି କାର୍ଯ୍ୟଳୟ ଠାରେ ଜିଲ୍ଲାପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି|ଏହି ମିଳିତ ଅଭିଯୋଗ ଶୁଣାଣି ରେ ବିଭିନ୍ନ ବିଭାଗର…
ସଦର ବ୍ଲକ୍ କୃଷକ ସାଥ୍ମାନଙ୍କ ବୈଠକ ଢେଙ୍କାନାଳ , ତା.୧୬.୦୧.୨୦୨୩- ଅଦ୍ୟ ଢେଙ୍କାନାଳ ସହରସ୍ଥିତ ଶ୍ରୀ ଶ୍ରୀ ବଳରାମ ମନ୍ଦିର ପ୍ରାଙ୍ଗଣରେ ସଦର ବ୍ଲକ କୃଷକ ସାଥୀମାନଙ୍କର ଏକ ବୈଠକ ସଭାପତି ସନାତନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି…