ସାରନାଧର୍ମ କୋଡ ଲାଗୁ ପାଇଁ ଆଦିବାସୀଙ୍କ ଶୋଭାଯାତ୍ରା
ସାରନାଧର୍ମ କୋଡ ଲାଗୁ ପାଇଁ ଆଦିବାସୀଙ୍କ ଶୋଭାଯାତ୍ରା ଜେ. ବି. ଏନ୍ (୧୧/୦୧ /୨୦୨୧), ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାଠାରେ ଆଦିବାସୀମାନଙ୍କ ପକ୍ଷରୁ ଆଗାମୀ ଜନଗଣନାରେ ଧର୍ମ କୋଡ୍ ‘ସାରନାଧର୍ମ’ କୋଡ ଲାଗୁ କରିବା ଓ ଅନ୍ୟାନ୍ୟ ଦାବୀ ନେଇ ବ୍ଲକ…
