Author: jagratbharatnews

ରାଜରାସ୍ତାରେ ଛାତ୍ରୀ ମୃତ ଘଟଣାକୁ ନେଇ ଉତ୍ତେଜନା, ଛାତ୍ର ଛାତ୍ରୀ କଲେ ରାସ୍ତା ଅବରୋଧ

ରାଜରାସ୍ତାରେ ଛାତ୍ରୀ ମୃତ ଘଟଣାକୁ ନେଇ ଉତ୍ତେଜନା, ଛାତ୍ର ଛାତ୍ରୀ କଲେ ରାସ୍ତା ଅବରୋଧ ଅନୁଗୋଳ/ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ପାଞ୍ଚଗଡ ବିଜୟ କୁମାର ହାଇସ୍କୁଲ ଛାତ୍ର ଛାତ୍ରୀ ମାନେ ଆଜି ରାଜରାସ୍ତାକୁ ଓହ୍ଲାଇ ରାସ୍ତା ଅବରୋଧ କରିଛନ୍ତି। ଆନ୍ଦୋଳନ…

ଆହତ ହାତୀ କୁ ଠାବ କଲେ ବନ ବିଭାଗ

ପୁଣି ଚର୍ଚ୍ଚାରେ ସାତକୋଶିଆ । ଦୁଇ ଦିନ ତଳେ ତରଭାରେ ଦୁଇଟି ହାତୀ ର ମୃତ୍ୟୁ ଘଟଣାର ଆସମୀ ଖୋଜା ଚାଲିଥିବା ଵେଳେ ଆଜି ଗୋଟିଏ ହାତୀ ଶାଵକ(3ବର୍ଷ) ଆହାତ ଅଵ୍ୟଵସ୍ଥା ରେ ଵୁଲୁଥିବା ଘଟଣା ଵନ ଵିଭାଗ ଯାଣିବାକୁ ପାଇଛି…

ବଡବିଲ ଥାନା ଅନ୍ତର୍ଗତରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ସନ୍ଦେହ ପୋଲିସର ତଦନ୍ତ ଜାରି

ବଡବିଲ ଥାନା ଅନ୍ତର୍ଗତରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ସନ୍ଦେହ ପୋଲିସର ତଦନ୍ତ ଜାରି। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ଥାନା ଅନ୍ତର୍ଗତ ବଡବିଲ ପୌରାଞ୍ଚଳ ୱାର୍ଡ ନମ୍ବର ପନ୍ଦର ଦାମୁହାଟିଂ ଭୂୟାଁ ସାହିରେ ହତ୍ୟାକାଣ୍ଡ ସନ୍ଦେହ ବଡବିଲ ପୋଲିସ୍…

ଜାତୀୟ କବି ବାଞ୍ଛାନିଧି ଦାସଙ୍କ ଜନ୍ମ ଶତବାର୍ଷିକୀ ପାଳିତ

ଜାତୀୟ କବି ବାଞ୍ଛାନିଧି ଦାସଙ୍କ ଜନ୍ମ ଶତବାର୍ଷିକୀ ପାଳିତ ବିଷୟ ___ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବାଇଶୀରିଆ ଠାରେ ଥିବା ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ଜାତୀୟ କବି ବାଞ୍ଛାନିଧି ଦାସଙ୍କ ଜନ୍ମ ଶତବାର୍ଷିକୀ କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ…

ଭାରତ ଅଭିମୁଖେ ଆମେରିକା ରାଷ୍ଟ୍ରପତି: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କରିବେ ଡିନର୍‌

ନୂଆଦିଲ୍ଲୀ,୮।୯: ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ରୁ ଅଧିକ ଦ୍ୱିପାକ୍ଷିକ ବୈଠକ କରିପାରନ୍ତି। ସୂଚନାନୁସାରେ, ଯେଉଁମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ସାମ୍ନାସାମ୍ନି ଆଲୋଚନା କରିବେ ସେମାନଙ୍କ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଫ୍ରାନ୍ସର ରାଷ୍ଟ୍ରପତି…

ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀକୁ ସଫଳତାର ସହ ଆୟୋଜନ ନିମନ୍ତେ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ

ଭୁବନେଶ୍ୱରରେ ନଭେମ୍ବର ୯ ଓ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀକୁ ସଫଳତାର ସହ ଆୟୋଜନ ନିମନ୍ତେ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ…

ହସ୍ତଶିଳ୍ପ କାରିଗର ଓ ବୁଣାକାର ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଜୀବନ ବୀମା ଯୋଜନା ପ୍ରଣୟନ ନେଇ ମନ୍ତ୍ରୀଙ୍କ ବୈଠକ

ରାଜ୍ୟର ହସ୍ତଶିଳ୍ପ କାରିଗର ଓ ବୁଣାକାର ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଜୀବନ ବୀମା ଯୋଜନା ପ୍ରଣୟନ କରାଯିବ। ଓଡ଼ିଶାର ସମସ୍ତ ହସ୍ତଶିଳ୍ପ ଗ୍ରାମକୁ ସଂଯୋଗ କରୁଥିବା ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ପ୍ରମୁଖ ଜିଲ୍ଲା ରାସ୍ତାଗୁଡ଼ିକରେ ସ୍ବତନ୍ତ୍ର ସାଇନବୋର୍ଡ…

ଆଜି ୧୮୧ ଗୋଟି ନୂତନ ପ୍ରାଣୀ ସେବା ଯାନର ଲୋକାର୍ପଣ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଯୋଜନାରେ ୧୮୧ ଗୋଟି ନୂତନ ପ୍ରାଣୀ ସେବା ଯାନର ଲୋକାର୍ପଣ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ପ୍ରାଣୀ ଚିକିତ୍ସାଳୟ ଠାରୁ ଦୂରରେ ଅବସ୍ଥିତ ଗାଁ ମାନଙ୍କରେ ଚିକିତ୍ସା ସୁବିଧା ପ୍ରଦାନ ନିମନ୍ତେ…

ତୁମୁରା ଧାନ ମଣ୍ଡି ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

ତୁମୁରା ଧାନ ମଣ୍ଡି ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ଗୋଳାମୁଣ୍ଡା କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ତୁମୁରା ଧାନ ମଣ୍ଡି ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି…

ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟକ ସଙ୍ଘର ବିକ୍ଷୋଭ ପ୍ରଦର୍ଶନ

ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟକ ସଙ୍ଘର ବିକ୍ଷୋଭ ପ୍ରଦର୍ଶନ କେନ୍ଦୁଝର ଜିଲାର ବିଭିନ୍ନ ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ କରୁଥିବା, ପାଚିକା ମାନେ ଆଜି କେନ୍ଦୁଝର ସଦର ବ୍ଲକ ଶିକ୍ଷା ଅଧିକାରୀଙ୍କ ଜରିଆରେ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା…