Category: ଅନୁଗୋଳ

ଜିଲ୍ଲା କ୍ରୀଡା ସଂସଦ ଅନୁଗୋଳର ନିର୍ବାଚନ ସମ୍ପନ୍ନ

ଜିଲ୍ଲା କ୍ରୀଡା ସଂସଦ ଅନୁଗୋଳର ନିର୍ବାଚନ ସମ୍ପନ୍ନ ……………………………… ଅନୁଗୋଳ ତା 23/05/2023ରିଖ, ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିର୍ଦେଶ କ୍ରମେ ଜିଲ୍ଲା କ୍ରୀଡା ସଂସଦର ନିର୍ବାଚନ ଜିଲ୍ଲାପାଳଙ୍କ କୋର୍ଟରୁମ ଠାରେ ଅନୁଷ୍ଠିତ ହୋଇଯାଇଛି. ଏଥିରେ 4ଗୋଟି…

ନୂଆହତା ଗ୍ରାମରେ ପାଣି ସମସ୍ୟା ନେଇ ରାସ୍ତା ଅବରୋଧ

ନୂଆହତା ଗ୍ରାମରେ ପାଣି ସମସ୍ୟା ନେଇ ରାସ୍ତା ଅବରୋଧ ସରପଞ୍ଚ ଓ ସମିତିସଭ୍ୟ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶୃତି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମ ପଞ୍ଚାୟତ ରେ ପାଣି ସମସ୍ୟା କୁ ନେଇ କିଛି ପରିବାର…

ନାଲକୋ ଠିକା ମଜଦୂର ସଂଘ ର ରୌପ ଜୟନ୍ତୀ ପାଳିତ

ନାଲକୋ ଠିକା ମଜଦୂର ସଂଘ ର ରୌପ ଜୟନ୍ତୀ ପାଳିତ ଶ୍ରମିକ ଦେଶ ଗଠନ ରେ ସବୁଠୁ ଗୁରୁତ୍ୱ ପୂର୍ଣ୍ଣ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାଲକୋ ନଗର ର ଟ୍ରେନିଙ୍ଗ ସେଣ୍ଟର ଅଡିଟରିୟମ ଠାରେ ଭାରତୀୟ ମଜଦୂର ସଂଘ…

ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧଦିବସ ପାଳନ

ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧଦିବସ ପାଳନ। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ଶ୍ରୀଯୁକ୍ତ ରାଜୀବ ଗାନ୍ଧୀ ଙ୍କ ର ଶ୍ରାଦ୍ଧଦିବସ ବଅଁରପାଳ ରାଜୀବ ଗାନ୍ଧୀ ପାର୍କ ବ୍ଳକ କଂଗ୍ରେସ କମିଟିର କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ଉତ୍ସବ ପାଳିତ ହୋଇଯାଇଛି I ଜିଲ୍ଲା ସଭାପତିଙ୍କ…

ଅନୁଗୋଳ ବ୍ଲକରେ ଥ‌ିବା ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟଗୁଡିକରେ ଚାଲୁଥିବା ଯୋଜନାର ସମୀକ୍ଷା ବୈଠକ

ଅନୁଗୋଳ ବ୍ଲକରେ ଥ‌ିବା ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟଗୁଡିକରେ ଚାଲୁଥିବା ଯୋଜନାର ସମୀକ୍ଷା ବୈଠକ ଅନୁଗୋଳ,ତା.୨୦.୦୫: – ଅନୁଗୋଳ ବ୍ଳକର ୩୮ ଗୋଟି ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ସରକାରଙ୍କ ତରଫରୁ ପ୍ରଚଳିତ…

ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବୈଠକ ଅନୁଷ୍ଠିତ

ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବୈଠକ ଅନୁଷ୍ଠିତ ଆସନ୍ତା ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖୁ ବନ୍ୟାର ସଠିକ୍ ମୁକାବିଲା ନିମନ୍ତେ ବିଭାଗୀୟ ଅଧିକାରୀମାନେ ପ୍ରସ୍ତୁତ ରହିବାକୁ ଆଜି ପୂର୍ବାହ୍ନରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବୈଠକ ଅନୁଗୋଳ…

କାଳବୈଇଶାଖି ରେ ଗଛ ପଡି ରାସ୍ତା ଅବରୋଧ

କାଳବୈଇଶାଖି ରେ ଗଛ ପଡି ରାସ୍ତା ଅବରୋଧ ଅନୁଗୋଳ : ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ଛକ ନିକଟରେ ଏକ ବଡ଼ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା । ଦୁଇ ପାର୍ଶ୍ଵରେ ସହ ସହ ଗାଡି ଅଟକି ରହିଥିଲା ,ଖବର…

ତାତିରୁ ମିଳିଲା ତ୍ରାହି ପ୍ରବଳ ଖରା ପରେ ଭିଜିଲା ନାଲକୋ ଅଞ୍ଚଳ

ତାତିରୁ ମିଳିଲା ତ୍ରାହି ପ୍ରବଳ ଖରା ପରେ ଭିଜିଲା ନାଲକୋ ଅଞ୍ଚଳ ତାତିରୁ ମିଳିଲା ତ୍ରାହି ଗରମରେ ସନ୍ତୁଳି ହେଉଥିବା ଅନୁଗୋଳ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବର୍ଷା ଚାରି ପାଞ୍ଚ ଦିନ ହେଲା ପ୍ରବଳ ଖରା ପରେ ଆଜି ବର୍ଷାରେ ଭିଜିଛି…

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାତୀୟ ଡେଙ୍ଗୁ ଦିବସ ପାଳିତ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାତୀୟ ଡେଙ୍ଗୁ ଦିବସ ପାଳିତ. ——_————————-_- ଅନୁଗୋଳ ତା.16/05/2023 . ଆଜି ପୂର୍ବାହ୍ନରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି. ଜିଲ୍ଲା ମୁଖ୍ୟ…

ଚାଉଳ କୁ ନେଇ ହେରଫେର ଅଭିଯୋଗ ପଞ୍ଚାୟତ ଅଫିସ୍ ସମ୍ମୁଖରେ ଧାରଣା ରେ ବସିଲେ ପଞ୍ଚାୟତବାସୀ

ଚାଉଳ କୁ ନେଇ ହେରଫେର ଅଭିଯୋଗ ପଞ୍ଚାୟତ ଅଫିସ୍ ସମ୍ମୁଖରେ ଧାରଣା ରେ ବସିଲେ ପଞ୍ଚାୟତବାସୀ ତାଳଚେର ବ୍ଲକ୍ ବ୍ରଜନାଥପୁର ପଞ୍ଚାୟତ ରେ ୨୭ଟନ୍ ଚାଉଳ ଓ ଗହମ ହେରଫେର ହୋଇଥିବାର ଆସିଲା ସାଙ୍ଘାତିକ ଅଭିଯୋଗ। ହିତାଧିକାରୀ ମାନେ କଲେ ପଞ୍ଚାୟତ…