Category: ଚଳଚ୍ଚିତ୍ର

ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଦେଓଲ ଅସୁସ୍ଥ

ନୂଆଦିଲ୍ଲୀ: ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଦେଓଲ ଅସୁସ୍ଥ ହୋଇପଡିଛନ୍ତି। ଗତ ରାତିରେ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁସାରେ ଧର୍ମେନ୍ଦ୍ରଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବାରୁ ଆଇସିୟୁରେ ଭର୍ତ୍ତି…

୨୧ ନଭେମ୍ବରରେ ରିଲିଜ ହେବ ‘ଦ ଫ୍ୟାମିଲି ମ୍ୟାନ୍ ୩’

ୱେବ ସିରିଜ୍ ‘ଦ ଫ୍ୟାମିଲି ମ୍ୟାନ୍ ୩’ର ଟିଜର ମୁକ୍ତିଲାଭ କରିଛି। ସିରିଜ ୨୧ ନଭେମ୍ବରରେ ରିଲିଜ ହେବ। ଏଥିରେ ମନୋଜ ବାଜପେୟୀଙ୍କ ସହିତ ଶ୍ରେୟା, ହର୍ଷଲ, ଆଶ୍ଲେଷା ଠାକୁର, ବେଦାନ୍ତ ସିହ୍ନା, ସୁଦୀପ କିଶନ, ଦର୍ଶନ କୁମାର, ସୀମା ବିଶ୍ବାସ,…

ଆରପାରିରେ ବଲିଉଡର ଲୋକପ୍ରିୟ ଅଭିନେତା ସତୀଶ ଶାହ

ବିଶିଷ୍ଟ ବଲିଉଡ ଅଭିନେତା ସତୀଶ ଶାହଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୭୪ ବର୍ଷ ହୋଇଥିଲା। ସେ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଶନିବାର ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟରେ ମୁମ୍ବଇର ହିନ୍ଦୁଜା ହସ୍ପିଟାଲରେ ସେ ଶେଷ…

ଲୋକପ୍ରିୟ ହାସ୍ୟ ଅଭିନେତା ଅସରାନି ଆଖି ବୁଜିଲେ

ବଲିଉଡର ପ୍ରବୀଣ ହାସ୍ୟ ଅଭିନେତା ଅସରାନି ଆଉ ନାହାନ୍ତି। ଦୀର୍ଘ ଅସୁସ୍ଥତା ପରେ ଆଜି ଅପରାହ୍ନ ୩ ଟାରେ ଏହି ଅଭିନେତାଙ୍କ ଦେହାନ୍ତ ହୋଇଛି। ୮୪ ବର୍ଷ ବୟସରେ ମୁମ୍ବାଇର ଆରୋଗ୍ୟ ନିଧି ହସ୍ପିଟାଲରେ ଅସରାନି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।…

ଲୋକପ୍ରିୟ ଅଭିନେତା ବା ମହାଭାରତର କର୍ଣ୍ଣ ପଙ୍କଜ ଧୀରଙ୍କ ପରଲୋକ

ଵଲିଉଡ ଅଭିନେତା ତଥା ମହାଭାରତର ପ୍ରସିଦ୍ଧ କର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ପଙ୍କଜ ଧୀରଙ୍କ ଆଜି ପରଲୋକ ହୋଇଛି । ବି.ଆର ଚୋପ୍ରାଙ୍କ ମହାଭାରତରେ କର୍ଣ୍ଣଙ୍କ ସ୍ମରଣୀୟ ଚରିତ୍ର ପାଇଁ ଘରେ ଘରେ ପରିଚିତ ହୋଇଥିଲେ ପଙ୍କଜ । ମିଳିଥିବା ସୂଚନା…

ନୂଆ ଓଡ଼ିଆ ଚଳଚ୍ଚିତ୍ର “ବାସ୍ତବ” ର ମୁକ୍ତିଲାଭ ତାରିଖ ଘୋଷଣାକୁ ନେଇ ସାମ୍ବାଦିକ ସମ୍ମିଳନୀ, ୧୮ ଅକ୍ଟୋବରରେ ମୁକ୍ତିଲାଭ

ବନସ୍ୱର୍ଣ୍ଣ ଟେଲିଭିଜନ ଦ୍ୱାରା ପ୍ରଯୋଜିତ ତଥା ଏଲଟି ପ୍ରଡ଼କସନ ସହଭାଗିତାରେ ପ୍ରସ୍ତୁତ ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର “ବାସ୍ତବ”ର ସମସ୍ତ ସୁଟିଂ ଶେଷ ହେବା ପରେ ଏହାର ମୁକ୍ତିଲାଭ ତାରିଖ ଘୋଷଣାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l…

ବିଶ୍ବର ସବୁଠୁ ଧନୀ ଆକ୍ଟର ହେଲେ ଶାହାରୁଖ୍ ଖାନ

ଶାହାରୁଖ ଖାନଙ୍କ ଚାର୍ମ ଏବଂ ଷ୍ଟାରଡମ କେବଳ ଭାରତରେ ସୀମିତ ନୁହେଁ; ସେ ଅନେକ ଦେଶରେ ତାଙ୍କ ପର୍ସନାଲିଟିର ଜଲୱା ଦେଖାଇଛନ୍ତି। ଆଜି ମଧ୍ୟ, ବିଶ୍ୱର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଶାହରୁଖ ଖାନଙ୍କ ପ୍ରଶଂସକ ତାଙ୍କୁ ମନେ ରଖିଛନ୍ତି। ତେବେ…

ମୁକ୍ତିଲାଭ କଲା ବଡ଼ ବଜେଟର ଓଡିଆ ଚଳଚ୍ଚିତ୍ର “ଚ୍ୟାଲେଞ୍ଜ”

ମୁକ୍ତିଲାଭ କଲା ବଡ଼ ବଜେଟର ଓଡିଆ ଚଳଚ୍ଚିତ୍ର “ଚ୍ୟାଲେଞ୍ଜ” l ତେବେ ବିଗତ ଦିନରେ କଟକ ଏବଂ ଭୁବନେଶ୍ୱରରେ ପ୍ରିମିଅର ଶୋ’ ହେଉଥିବା ବେଳେ ପ୍ରଥମଥର ବ୍ରହ୍ମପୁର ସହରରେ ଚ୍ୟାଲେଞ୍ଜ ର ପ୍ରିମିଅର ଶୋ’ ହୋଇଛି l ରିଅଲ୍ ଷ୍ଟାର ଅର୍ଦ୍ଧେନ୍ଦୁ…

ରିଲିଜ୍ ହେଲା “ଚ୍ୟାଲେଞ୍ଜ” ର ଅଡିଓ, ୨୬ରେ ସାରା ଓଡିଶାରେ ଶୁଭମୁକ୍ତି*

ମଲ୍ଟି ଷ୍ଟାର୍ସଙ୍କୁ ନେଇ ଓଡ଼ିଆ ଦର୍ଶକଙ୍କୁ ଦଶହରା ଭେଟି ଦେବାକୁ ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନର ଦ୍ୱାରା ନିର୍ମାଣ ହୋଇଥିବା ବଡ଼ ବଜେଟର ଓଡ଼ିଆ ଚଳଚ୍ଚିତ୍ର “ଚ୍ୟାଲେଞ୍ଜ”ର ଅଡିଓ ରିଲିଜ୍ ହୋଇଛି l ଭୁବନେଶ୍ୱର ର ଆଦିଲକ୍ଷ୍ମୀ କନଭେନସନରେ ଏହାର ଅଡିଓ ରିଲିଜ୍…

ହିନ୍ଦୀରେ ପ୍ରସ୍ତୁତ ହେବ ଚର୍ଚ୍ଚିତ ଓଡ଼ିଆ ଫିଲ୍ମ ବୋଉ, ବୁଟୁ ଭୂତ, ଧର୍ମା ପ୍ରଡକ୍ସନ କରିବ ନିର୍ମାଣ

ହିନ୍ଦୀରେ ରିମେକ୍ ହେବ ଓଡ଼ିଆ ଫିଲ୍ମ ‘ବୋଉ ବୁଟୁ ଭୂତ’। ଚଳିତ ବର୍ଷ ରଜରେ ରିଲିଜ୍ ହୋଇଥିବା ବାବୁସାନ ଅଭିନୀତ ବୋଉ ବୁଟୁ ଭୂତ ହିନ୍ଦୀ ଭାଷାରେ ନିର୍ମାଣ ହେବ । ଫିଲ୍ମକୁ ନିର୍ମାଣ କରିବ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ…