Category: ଚଳଚ୍ଚିତ୍ର

ଓଡ଼ିଶାରେ ବଲିଉଡ୍ ସୁନ୍ଦରୀ ଶିଳ୍ପା ସେଟ୍ଟୀ

ଓଡ଼ିଶାରେ ବଲିଉଡ୍ ସୁନ୍ଦରୀ ଶିଳ୍ପା ସେଟ୍ଟୀ । ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଶିଳ୍ପା ସେଟ୍ଟୀ । ଅଭିନେତ୍ରୀଙ୍କ ସହ ମା ସୁନନ୍ଦା ସେଟ୍ଟୀ, ଭଉଣୀ ସମିତା ସେଟ୍ଟୀ ମଧ୍ୟ ପୁରୀ ଗସ୍ତରେ ଆସିଛନ୍ତି। ଗୁରୁବାର ଦିନ ବଲିଉଡ୍…

୯୮ତମ ଏକାଡେମୀ ଆୱାର୍ଡସର ତିନୋଟି ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା କରୁଛି ଓଡ଼ିଆ ପ୍ରଯୋଜକ, ଅକ୍ଷୟ କୁମାର ପରିଜାଙ୍କ ଚଳଚ୍ଚିତ୍ର ‘ପାପା ବୁକା’

ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଚଳଚ୍ଚିତ୍ର ‘ପାପା ବୁକା’ ୯୮ତମ ଏକାଡେମୀ ଆୱାର୍ଡସ୍ (ଓସ୍କାର)ର ତିନୋଟି ବିଭାଗରେ ସ୍ଥାନ ପାଇ ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ଏକ ଗୌରବମୟ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଚଳଚ୍ଚିତ୍ରଟି ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଚିତ୍ରନାଟ୍ୟ ଏବଂ…

ନୂଆ ଓଡିଆ ଚଳଚ୍ଚିତ୍ର “କୁଣ୍ଡଳୀ” ର ଶୁଭ ମହୁରତ*

ବେଶ କିଛି ବର୍ଷ ହେଲା ମୌଳିକ କାହାଣୀକୁ ନେଇ ଓଡିଆ ଚଳଚ୍ଚିତ୍ର ନିର୍ମାଣର ଧାରା ବଦଳି ଥିବାରୁ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଢେର ଲୋକପ୍ରିୟତା ବଢିଛି l ସେହି ଲୋକପ୍ରିୟତା ହାସଲ ଆଶାରେ “କୁଣ୍ଡଳୀ” ନାମକ ଏକ ନୂତନ ଓଡ଼ିଆ ଚଳଚ୍ଚିତ୍ରର…

CBI ସ୍କାନରରେ TVK ମୁଖ୍ୟ ଓ ଏକ୍ଟର ବିଜୟ

ଭୁବନେଶ୍ୱର, ୧୩/୧୨ : ତାମିଲନାଡୁର କରୁର ଜିଲ୍ଲାରେ ଘଟିଥିବା ଭୟଙ୍କର ଷ୍ଟାମ୍ପିଡ୍ ମାମଲାର ତଦନ୍ତ ପ୍ରସଙ୍ଗରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ଏବେ ତାମିଲଗା ଭେଟ୍ରି କାଜଗମ୍ (TVK) ମୁଖ୍ୟ ତଥା ଅଭିନେତା-ରାଜନେତା ବିଜୟଙ୍କୁ ପଚରାଉଚରା କରିବାକୁ ଯୋଜନା କରୁଛି |…

📰 ଓଲିଉଡ୍ ନାୟିକାଙ୍କ ପରଦା ପଛର ପାଠପଢ଼ା: କିଏ କେତେ ଉଚ୍ଚ ଶିକ୍ଷିତ?

ଭୁବନେଶ୍ୱର – ଓଡ଼ିଆ ସିନେମା ଜଗତର ଅଭିନେତ୍ରୀମାନେ କେବଳ ନିଜ ଅଭିନୟ ଏବଂ ଗ୍ଲାମର ପାଇଁ ନୁହେଁ, ବରଂ ସେମାନଙ୍କର ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ପାଇଁ ମଧ୍ୟ ବେଶ୍ ଆଦୃତ। ଓଲିଉଡର ଅନେକ ଲୋକପ୍ରିୟ ଚେହେରା ପାଖରେ ରହିଛି ପ୍ରଭାବଶାଳୀ ଡିଗ୍ରୀ,…

ପଞ୍ଚଭୂତରେ ବିଲୀନ ହେଲେ ଧର୍ମେନ୍ଦ୍ର: ବଡ଼ପୁଅ ଦେଲେ ମୁଖାଗ୍ନି

ଵଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଦେହାନ୍ତ ହୋଇଛି। ସେ ୮୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଧର୍ମେନ୍ଦ୍ର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ପରେ ତାଙ୍କୁ ଡିସଚାର୍ଜ କରାଯାଇ…

ଓଲିଉଡର ଲୋକପ୍ରିୟ ସିଙ୍ଗର୍ ହ୍ୟୁମାନ ସାଗର ଅସୁସ୍ଥ

ଭୁବନେଶ୍ବର: ଓଲିଉଡ୍ ଇଣ୍ଡଷ୍ଟ୍ରିର ଖ୍ୟାତନାମା ସିଙ୍ଗର୍ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି। କିଡନି ଓ ଲିଭର୍ ଜନିତ ସମସ୍ୟା ଯୋଗୁଁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। କିଛି ଦିନ ହେବ ସେ ଘରୋଇ ହସ୍ପିଟାଲରେ ଚିକିତ୍ସୀତ…

ମୋ ବାପାଙ୍କ ମୃତ୍ୟୁ ଖବର ମିଥ୍ୟା: ଧର୍ମେନ୍ଦ୍ରଙ୍କୁ ନେଇ ଈଶା ଦେଓଲଙ୍କ ପ୍ରଥମ ପ୍ରତିକ୍ରିୟା

ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ମଧ୍ୟରେ ଅଭିନେତାଙ୍କ ଝିଅ ଈଶା ଦେଓଲଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଏଶା କହିଛନ୍ତି ଯେ, ତାଙ୍କ ବାପାଙ୍କ ଅବସ୍ଥା ସ୍ଥିର ଅଛି। ଗଣମାଧ୍ୟମରେ ମିଥ୍ୟା ଖବର…

ବର୍ଷୀୟାନ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ

ମୁମ୍ବଇ: ଅସୁସ୍ଥ ଥିବା ବଲିଉଡର ବର୍ଷୀୟାନ ଅଭିନେତା ଧର୍ମେନ୍ଦ୍ର ଧର୍ମେନ୍ଦ୍ରଙ୍କ ପରଲୋକ ହୋଇଛି । ପ୍ରାୟ ଏକ ସପ୍ତାହ ହେବ ମୁମ୍ବଇସ୍ଥିତ ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୮୯ବର୍ଷ ବୟସରେ ପରଲୋକ ହୋଇଛି । ତେବେ ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାପରେ…

ଅଭିନେତା ଅଶ୍ରୁମୋଚନଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ, ନିୟନ୍ତ୍ରଣ ହରାଇ କେନାଲକୁ ଖସିଲା କାର୍‌

ଓଲିଉଡ୍ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ସୁଟିଂ ସାରି ଫେରୁଥିବାବେଳେ କେନାଲକୁ ଖସିଲା କାର । ସାମ୍ନାକୁ କୁକୁର ପଳାଇ ଆସିବାରୁ ନିୟନ୍ତ୍ରଣ ହରାଇ କେନାଲକୁ ଖସିଲା କାର୍‌ । କଳାଝରି ନିକଟ ଦୟା ୱେଷ୍ଟ ନାଳ ଭିତରକୁ…