ଜଗତସିଂହପୁର ସାଂସ୍କୃତିକ ପାରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
( ଜଗତସିଂହପୁର ସାଂସ୍କୃତିକ ପାରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ) ଜଗତସିଂହପୁର ତା=୧୪/୦୧/ ଜଗତସିଂହପୁର ସାଂସ୍କୃତିକ ପରିଷଦ ପକ୍ଷରୁ ଜାନୁଆରୀ ୧୫ ରୁ ୨୧ ତାରିଖ ପର୍ଯ୍ୟନ୍ତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେଉଛି ୨୪ତମ ଜଗତସିଂହପୁର ପୁସ୍ତକ ମେଳା-୨୦୨୩…
