Category: ଢେଙ୍କାନାଳ

ଚୋରା ବାଲି ଚାଲାଣ ଅଭିଯୋଗରେ ୨ ମେସିନ୍ ସମେତ ୧୦ ହାଇୱା, ଟିପର ଜବତ

ଚୋରା ବାଲି ଚାଲାଣ ଅଭିଯୋଗରେ ୨ ମେସିନ୍ ସମେତ ୧୦ ହାଇୱା, ଟିପର ଜବତ ଘଟଣାସ୍ଥଳରୁ ସମସ୍ତ ମାଫିଆ ଚାଳକ ଫେରାର ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକରେ ଚୋରା ବାଲି ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଖଣିଜ ବିଭାଗ କୁ…

ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ

ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନାଢେଙ୍କାନାଳ, ୨୧/୧: ଢେଙ୍କାନାଳ ସହରସ୍ଥିତ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ ବିଦାୟକାଳୀନ ସଭାର ଆୟୋଜନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ଦେହୁରୀ ଏହି ସଭାରେ…

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆର୍ଦ୍ରଭୂମି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆର୍ଦ୍ରଭୂମି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଢେଙ୍କାନାଳ, ୨୧/୧: ଢେଙ୍କାନାଳ ସ‌ହରମଧ୍ୟସ୍ଥଳୀରେ ଅବସ୍ଥିତ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଆଜି ଆର୍ଦ୍ରଭୂମି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି…

ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହ ‘‘ଲୋଗୋ’’ ଉନ୍ମୋଚିତ

ଢଙ୍କାନାଳ ଢେଙ୍କାନାଳ, ୨୦୧: ସ୍ଥାନୀୟ ବାଣିଜ୍ୟ ଭବନ ପରିସରରେ ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର କାର୍ଯ୍ୟକାରୀ କମିଟି ବୈଠକ ସଭାପତି ରାଜେନ୍ଦ୍ର ଦାସଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଂପାଦକ ଲୋକନାଥ ମହାପାତ୍ର ଚଳିତ ବର୍ଷ ଢେଙ୍କାନାଳ ବାଣିଜ୍ୟ ଓ…

ଢେଙ୍କାନାଳ : ଭାଗିରଥୀ ସାଗର କୂଳରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ମାଘ ମାସର ପ୍ରଥମ ସୋମବାର ଥିବାରୁ ବିଶେଷ ପୂଜାର୍ଚ୍ଚନା

ଢେଙ୍କାନାଳ : ଭାଗିରଥୀ ସାଗର କୂଳରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ମାଘ ମାସର ପ୍ରଥମ ସୋମବାର ଥିବାରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ସକାଳୁ ମଙ୍ଗଳ ଆଳତୀ,ସ୍ନାନ, ବେଲ ପତ୍ର, ଫୁଲ, ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଥିଲା।ଅନ୍ନ ଧୂପ, ସନ୍ଧ୍ୟା ବେଳେ…

ବି. ବି. ହାଇସ୍କୁଲ 1981 ବ୍ୟାଚ ର ବନ୍ଧୁ ମିଳନ

ବି. ବି. ହାଇସ୍କୁଲ 1981 ବ୍ୟାଚ ର ବନ୍ଧୁ ମିଳନ ଗତ ରବିବାର ତା 19 ରିଖରେ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ 1981 ମେଟ୍ରିକ ବ୍ୟାଚ ର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି l ପ୍ରତି ବର୍ଷ ପରି ଏ…

ଜମି ବିବାଦକୁ ନେଇ ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

ଢେଙ୍କାନାଳ : ଗନ୍ଦିଆ ବ୍ଲକ ର କାଶୀପୁର ଗ୍ରାମର ଦଳିତ ଲୋକ ମାନେ ଚାଷ କରୁଥିବା ସରକାରୀ ଜମି କୁ ଚଞ୍ଚକତା ଉପାୟ ରେ ନବ କାଶୀପୁର ବ୍ରାହ୍ମଣ ମାନେ ନିଜ ନିଜ ପରିବାର ଙ୍କ ନାମରେ ପଟ୍ଟା କରିନେଇଥିବା ସମ୍ବନ୍ଧ…

ଢେଙ୍କାନାଳ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ‘ଆତ୍ମ କୌଶଳ ପ୍ରଶିକ୍ଷଣ ଶିବିର’ଉଦଯାପିତ

ଢେଙ୍କାନାଳ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ‘ଆତ୍ମ କୌଶଳ ପ୍ରଶିକ୍ଷଣ ଶିବିର’ଉଦଯାପିତ ଓଡିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ‘ଆତ୍ମ କୌଶଳ ପ୍ରଶିକ୍ଷଣ’ ଯୋଜନା ଅଧୀନ ରେ ଢେଙ୍କାନାଳ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା…

ସାଇନାଥଙ୍କ ନଅ ଗୁରୁବାର ର ଉଦଯାପନ ଦିବସ

ସାଇନାଥ ଙ୍କ ନଅ ଗୁରୁବାର ର ଉଦଯାପନ ଦିବସ ତା 16/1/25 ଢେଙ୍କାନାଳ – ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବଳଦିଆ ବନ୍ଧ ପଞ୍ଚାୟତ ର କୁରୁମୁ ଟାଙ୍ଗର ଗ୍ରାମ ର ପୂର୍ଣ୍ଣଚନ୍ଦ୍ର ରାଉତ ଙ୍ଗ ତତ୍ତ୍ୱାବଧାନରେ ପୂଜକ ଜ୍ୟୋତିରଞ୍ଜନ ଦାସ୍…

ଢେଙ୍କାନାଳ ସାଇ ସତସଙ୍ଗ ସେବା ଟ୍ରଷ୍ଟ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଜାନୁଆରୀ 15ତାରିଖ ରେ ପାଲିଙ୍କି ଶୋଭାଯାତ୍ରା ମହା ଆଡମ୍ବର ରେ ଅନୁଷ୍ଠିତ

ଢେଙ୍କାନାଳ ସାଇ ସତସଙ୍ଗ ସେବା ଟ୍ରଷ୍ଟ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଜାନୁଆରୀ 15ତାରିଖ ରେ ପାଲିଙ୍କି ଶୋଭାଯାତ୍ରା ମହା ଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି. ଶିରିଡି ର ଖଣ୍ଡବା ମନ୍ଦିର ରେ ଶିରିଡି ସଂସ୍ଥାନ ର ପୂଜାରୀ ଓ…