ମୃତିକା ସଂରକ୍ଷଣ ଅବସରପ୍ରାପ୍ତ କର୍ମଚାରୀଙ୍କ ଦଶମ ବାର୍ଷିକ ସମ୍ମିଳନୀ
ମୃତିକା ସଂରକ୍ଷଣ ଅବସରପ୍ରାପ୍ତ କର୍ମଚାରୀଙ୍କ ଦଶମ ବାର୍ଷିକ ସମ୍ମିଳନୀ ଢେଙ୍କାନାଳ , ୧୧।୧ : ଅଦ୍ୟ ମୃତିକା ସଂରକ୍ଷଣ ଅବସରପ୍ରାପ୍ତ କର୍ମଚାରୀ ସଂଘ , ଢେଙ୍କାନାଳର ଦଶମ ବାର୍ଷିକ ସମ୍ମିଳନୀ , ସଂଘ କାର୍ଯ୍ୟାଳୟ ଗୁଡିଆନାଳୀ ଠାରେ ଅନୁଷ୍ଠିତ ହୋଇଯାଇଛି ।…
