ଲଗାତାର ୧୦ ଦିନ LOCରେ ଅସ୍ତ୍ରବିରତି ଉଲ୍ଲଘଂନ; ୧୦ ଦିନରେ ୩୩ଥର ଅସ୍ତ୍ରବିରତି ଉଲ୍ଲଘଂନ, ଜବାବ ଦେଉଛି ଭାରତ
ଲଗାତାର ୧୦ ଦିନ ହେଲାଣି LOCରେ ଅସ୍ତ୍ରବିରତି ଉଲ୍ଲଘଂନ। ୧୦ ଦିନରେ ୩୩ଥର ଅସ୍ତ୍ରବିରତି ଉଲ୍ଲଘଂନ କଲାଣି ପାକିସ୍ତାନ। । କୁପୱାରା, ବାରମୂଳା, ପୁଞ୍ଚ, ରଜୌରୀ, ନୌସେରାରେ ଅସ୍ତ୍ରବିରତି ଉଲ୍ଲଘଂନ। ଉଲ୍ଲଘଂନକାରୀ ପାକ୍ ସେନାକୁ କଡ଼ା ଜବାବ ଦେଉଛି ଭାରତ ।…
