Category: ନୂଆପଡା

ନୂଆପଡାରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୁଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍‌ଣରେ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ କୋମନାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିଛନ୍ତି। ଏହି ଅବସରରେ ସେ ଏକ ରୋଡ୍‌ ସୋ’ କରିଛନ୍ତି। ଏହି ସମୟରେ…

ଆସନ୍ତା ୭ ତାରିଖରେ ପୁଣି ନୂଆପଡ଼ା ପ୍ରଚାର ପାଇଁ ଯିବେ ନବୀନ

ଭୁବନେଶ୍ବର: ଧନ୍ୟବାଦ ଜଣାଇଲେ, ୭ରେ ଗସ୍ତ ଘୋଷଣା କଲେ ନବୀନ । ଆସନ୍ତା ୭ ତାରିଖରେ ପୁଣି ନୂଆପଡ଼ା ପ୍ରଚାର ପାଇଁ ଯିବେ ନବୀନ । ନୂଆପଡ଼ା ଓ ଖରିଆରରୋଡରେ ପ୍ରଚାର କରିବେ । ଏନେଇ ଏକ ଭିଡିଓ ବାର୍ତ୍ତା ଜାରି…

ନୂଆପଡ଼ା ଉପନିର୍ବାଚନ: ଆଜି ପ୍ରଚାର ମୈଦାନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ମୈଦାନକୁ ଓହ୍ଲାଇବେ ଷ୍ଟାର କ୍ୟାମ୍ପେନର। ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାଢେ ୧୧ଟାରେ ପ୍ରଥମେ କୋମନାରେ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ରୋଡ ସୋ କରିବେ। ପରେ ନିର୍ବାଚନୀ ସଭାରେ ଯୋଗ ଦେବେ…

ନୂଆପଡ଼ା ଉପନିର୍ବାଚନ: କାଲି ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମ

ନୂଆପଡ଼ା ଉପନିର୍ବାଚନ: କାଲି ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମ ନୁଆପଡ଼ା ଉପନିର୍ବାଚନ କାଲି ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମ। କୋମନାରେ ରୋଡ୍‌ ସୋ’ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ ପ୍ରଚାରରେ ସାମିଲ ହେବେ। ପଞ୍ଚମପୁରରେ ସାଧାରଣ ସଭା…

ନବୀନ ପଟ୍ଟନାୟକଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଟାର୍ଗେଟ୍‌, କହିଲେ ବିଶ୍ୱାସଘାତକତା କ’ଣ ଏବେ ବୋଧେ ଛାମୁଙ୍କୁ ଲାଗିଲା

ଆଜି ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିବା ସହ କଡ଼ା ଜବାବ୍ ଦେଇଛନ୍ତି। ସେ କହିଛନ୍ତି, ମିଛ ପ୍ରତିଶ୍ରୁତି ନୁହେଁ ୫୦୦ ଦିନର ସରକାର ଉପରେ ଭରସା…

ନିର୍ବାଚନୀ ସଭାରେ ଯୋଗଦେଲେ ବିଜେଡି ସଭାପତି ନବୀନ

ନୂଆପଡ଼ା: ନୂଆପଡ଼ା କୋମନା ତରବୋଡ଼ା ନିର୍ବାଚନୀ ସଭାରେ ଯୋଗଦେଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ କଲେ ପ୍ରଚାର। ସଭାକୁ ସମ୍ବୋଧନ ଦେଇ ନବୀନ କହିଲେ ଯେ ବିଜେଡି ସରକାର ବେଳେ ନୂଆପଡ଼ା ବିକାଶ ସହ…

ନୂଆପଡ଼ାରେ ବିଜେପି ପକ୍ଷରୁ କ୍ରୀଡାବିତ ସମାବେଶ

ନୁଆପଡା / ଭୁବନେଶ୍ୱର: ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ବିଜେପି ପକ୍ଷରୁ ନିର୍ବାଚନୀ ପ୍ରଚାର ଜୋର ଧରିଛି । ସମାଜ ର ସବୁ ବର୍ଗ ର ଭୋଟର୍ସ ଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରିବା ପାଇଁ ବିଜେପି ନେତା ମନ୍ତ୍ରୀ ସାଂସଦ ବିଧାୟକ…

ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇଙ୍କ ଘରେ ପୁଲିସ ଚଢାଉ

ନୂଆପଡା: ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇଙ୍କ ଘରେ ଚଢାଉ ହୋଇଛି । ନୂଆପଡା ଖରିଆର୍‌ ରୋଡରେ ଥିବା ତାଙ୍କ ବାସଭବନରେ ପୁଲିସ ଚଢାଉ କରିଥିବା ସୂଚନା ମିଳିଛି । ନୂଆପଡା ଉପନିର୍ବାଚନ ପାଇଁ ପ୍ରଚାର ଦାୟିତ୍ୱରେ ଅଛନ୍ତି ପ୍ରୀତିରଞ୍ଜନ । ଏହି…

ନୂଆପଡ଼ା ଉପ ନିର୍ବାଚନ: ଆଜିଠୁ ଜମିବ ପ୍ରଚାର

ଭୁବନେଶ୍ୱର, ୨୧/୧୦ : ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇବେ ୩ ଦଳର ହେଭିୱେଟ୍ । ନୂଆପଡା ବିଧାନସଭା ଉପ ନିର୍ବାଚନ ପାଇଁ ସୋମବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା । ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର…

ନୂଆପଡ଼ା ଉପନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ୧୯ ପ୍ରାର୍ଥୀ

ନୁଆପଡା: ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ଶେଷ ହେଲା ନାମାଙ୍କନ ପତ୍ର ଦାଖଲ । ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେମାନେ ହେଲେ ଭାରତୀୟ ଜନତା ପାର୍ଟି (ବିଜେପି)ର ଜୟ ଢୋଲକିଆ, ବିଜୁ ଜନତା…