Category: ପୁରୀ

ପୁରୀଠାରେ ବାଚସ୍ପତି କମିଟି ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର: ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ବିଧାନସଭା ଅଧ୍ୟକ୍ଷଙ୍କ କ୍ଷମତା ଓ ଦାୟିତ୍ୱର ସମୀକ୍ଷା ପାଇଁ ପୁରୀଠାରେ “ବାଚସ୍ପତି କମିଟି ସମ୍ମିଳନୀ” ଅନୁଷ୍ଠିତ ହୋଇଯାଇଛି । ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଶ୍ରୀ ରାହୁଲ ସୁରେଶ ନରୱେକରଙ୍କ ଅଧ୍ୟକ୍ଷତାରେ ଏବଂ ଓଡ଼ିଶାର…

ରଥଖଳାକୁ ଆସିଲା ଆଜ୍ଞାମାଳ: ଅନୁକୂଳ ହେଲା ରଥ ନିର୍ମାଣ

ପୁରୀ: ଅନୁକୂଳ ହେଲା ରଥ ନିର୍ମାଣ । ଆଜି ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହୋଇଛି । ଏହା ଭିତରେ ୩୨୬ ଖଣ୍ଡ କାଠ ରଥଖଳାରେ ରହିଛି । ରଥ ନିର୍ମାଣକାରୀଙ୍କ ଦ୍ଵାରା ରଥ ନିର୍ମାଣ କରାଯିବ…

ପୁରୀରେ ଆୟୋଜିତ ହେବ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ

ଭୁବନେଶ୍ୱର: ଆଗାମୀ ୨୧ ତାରିଖ ଦିନ ପୁରୀଠାରେ ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ବାଚସ୍ପତିଙ୍କ ଭୂମିକା ସମ୍ପର୍କିତ କମିଟି ସମ୍ମିଳନୀ ଅନୁଷ୍ଠିତ ହେବ । ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଶ୍ରୀ ରାହୁଲ ସୁରେଶ ନରେୱକରଙ୍କ ଅଧ୍ୟକ୍ଷତା ଓ ଓଡ଼ିଶା ବିଧାନସଭାର…

ପୁରୀରେ ପ୍ରତିଷ୍ଠା ହେବ ଖାଦ୍ୟ ପରୀକ୍ଷାଗାର

ଭୁବନେଶ୍ବର: ଆଗାମୀ ୬ମାସ ମଧ୍ୟରେ ପୁରୀରେ ଖାଦ୍ୟ ପରୀକ୍ଷାଗାର (ଫୁଡ୍ ଟେଷ୍ଟିଂ ଲ୍ୟାବ୍) ପ୍ରତିଷ୍ଠା ହେବ। ଏଥିପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଦେଶର ୧୧ଟି ତୀର୍ଥ ସ୍ଥାନରେ ଫୁଡ଼ ଲ୍ୟାବ୍ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି…

ପୁରୀରେ ଦେଖିବାକୁ ମିଳିଲା ପଶ୍ଚିମବଙ୍ଗ ନିର୍ବାଚନର ପୋଷ୍ଟର

ପୁରୀ ସହରରେ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ଦେଖିବାକୁ ମିଳିଛି । ସହର ସାରା ବଙ୍ଗୀୟ ଭାଷାରେ ପୋଷ୍ଟର ଛାଇ ଯାଇଛି । ସମୁଦ୍ରକୂଳ, ବସଷ୍ଟାଣ୍ଡ, ସମୁଦ୍ରକୂଳ ବଡଦାଣ୍ଡରେ ବିଜେପିର ପୋଷ୍ଟର ଲଗାଯାଇଛି । ଶ୍ରୀ ଜଗନ୍ନାଥ ଧାମ ଆପଣଙ୍କୁ ସ୍ୱାଗତ କରୁଛି…

ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି

ଭୁବନେଶ୍ବର: ପୁରୀ ଜଗନ୍ନାଥ ବିମାନ ବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି। ପୁରୀ ଠାରେ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ କେନ୍ଦ୍ର ସରକାରଙ୍କ ଷ୍ଟେଜ୍ -୧ ଅନୁମୋଦନ। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ପୁରୀ…

ଆଜି ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆଜି ପବିତ୍ର ଶ୍ରୀରାମ ନବମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ପାଳିତ ହେବ। ଏଥିପାଇଁ ମଧ୍ୟାହ୍ନ ଭୋଗ ନୀତି ଉଠିବା ପରଠାରୁ ଶ୍ରୀରାମ ଜନ୍ମ ନୀତି ଶେଷ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୫ଟାରୁ ରାତି…

ପୁରୀ ସମୁଦ୍ରରେ ଭାସିଯାଉଥିବା ପର୍ଯ୍ୟଟକ ଉଦ୍ଧାର

ପୁରୀ: ପୁରୀ ସମୁଦ୍ରର ସେକ୍ଟର ୧୪ରେ ଗାଧୋଇବା ବେଳେ ଭାସିଯାଉଥିଲେ ପର୍ଯ୍ୟଟକ। ପଶ୍ଚିମବଙ୍ଗର ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଲାଇଫ ଗାର୍ଡ । ଉଦ୍ଧାର ହୋଇଥିବା ବ୍ୟକ୍ତି ଜଣକ ପଶ୍ଚିମବଙ୍ଗର ଦିଲ୍ଲୀପ ସିଂ। Post Views: 13

ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମାଆ ମଙ୍ଗଳା

ପୁରୀ: ଆଜି ଚୈତ୍ର ମାସ ଦ୍ୱିତୀୟ ମଙ୍ଗଳବାର । କାକଟପୁରବାସିନୀ ମାଆ ମଙ୍ଗଳାଙ୍କ ଦ୍ୱିତୀୟ ପାଳି ଯାତ୍ରା । ଆଜି ମାଆ ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମାଆଙ୍କୁ ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ଭକ୍ତମାନେ ଆସି…

‘ଦୁଇଟିି ଟିମରେ ହେବ ରତ୍ନଭଣ୍ଡାର ଗଣତି ମଣତି’

ରତ୍ନଭଣ୍ଡାର ଗଣତି ମଣତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇ କହିଛନ୍ତି, ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ଆମର ହସ୍ତଗତ ହୋଇଛି । ୧୪ ପୃଷ୍ଠାର ଏକ ବିସ୍ତୃତ ଏସଓପି ଆମର ହସ୍ତଗତ ହୋଇଛି । ଗଣତି…