Category: ଭୁବନେଶ୍ବର

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରେକର୍ଡ

ମୁଖ୍ୟମନ୍ତ୍ରୀ ନବୀନ ଦେଶର ୨ୟ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହିବାର ଗୌରବ ଅର୍ଜନ କରିଛନ୍ତି । ଦେଶର ପ୍ରଥମ ଭାବେ ସିକ୍କିମର ପୂ. CM ପୱନ ଚାମଲିଙ୍ଗ ଲଗାତାର ୨୪ ବର୍ଷ ୧୬୬ ଦିନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ।…

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ବିଷୟରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ବିଷୟରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର (୧୮.୦୭.୨୦୨୩) କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ…

ନିଖିଳ ଉତ୍କଳ ସଂକୀର୍ତନ ମହାସଙ୍ଘର ସାମ୍ବାଦିକ ସମ୍ମିଳନୀ

ନିଖିଳ ଉତ୍କଳ ସଂକୀର୍ତନ ମହାସଙ୍ଘର ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ୱର, ଆଜି ସ୍ଥାନୀୟ ବୁଲନଭାଇ ସେବା ସଭାଗୃହରେ ନିଖିଳ ଉତ୍କଳ ସଂକୀର୍ତନ ମହାସଂଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି. ମହାସଙ୍ଘର ରାଜ୍ୟ ସଭାପତି ଶ୍ରୀ ବିଷ୍ଣୁ ଚରଣ ମହାନ୍ତିଙ୍କ ସଭାପତିତ୍ୱରେ…

ପବିତ୍ର ମୋହନ ପ୍ରଧାନ ସ୍ମୃତି ପୀଠର ବିକାଶ କରାଯିବା ସହିତ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ଭୁବନେଶ୍ଵର ଠାରେ କରାଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା

ଓଡିଶା ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଗଣ୍ୟ ସାରଥି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମହାନ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ସ୍ୱାଧିନତା ତଥା ସ୍ୱାଧିନତା ପରବର୍ତ୍ତୀ ସମୟରେ ଓଡିଶାର ରାଜନୈତିକ ସାମାଜିକ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲ। ସେହି ମହାନ ସଂଗ୍ରାମୀଙ୍କ ସ୍ମୃତିକୁ ସମ୍ମାନ…

ଆଇପିଏସ୍‌ ସ୍ତରରେ ଅଦଳବଦଳ

ଭୂବନେଶ୍ବର : ଆଇପିଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଆଇପିଏସ ଅଫିସର ସଫିନ ଅହମ୍ମଦ କେ.ଙ୍କୁ କ୍ରାଇମବ୍ରାଞ୍ଚ ଆଇଜି ଭାବେ ଦାୟିତ୍ୱ ଦେଇଛନ୍ତି ସରକାର । ସେହିଭଳି ସାର୍ଥକ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ ଦାୟିତ୍ୱ…

ଭୁବନେଶ୍ୱରେ ମହାରାଷ୍ଟ୍ର STF ଓ NIA ଟିମ୍‌

ଭୂବନେଶ୍ୱର : ପାକିସ୍ତାନୀ ଗୁଇନ୍ଦା ସଂସ୍ଥାକୁ ଓଟିପି ସେୟାରିଂ ଘଟଣା । ଅଭିଯୁକ୍ତ ସଂଜୟ ଜମ୍ବୁରେକୁ ୪ ଦିନିଆ ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚ STF ।ସେପଟେ ଭୁବନେଶ୍ବରରେ ପହଁଚିଲେ ମହାରଷ୍ଟ୍ର STF ଓ NIA ଟିମ୍। ସଂଜୟ ଜମ୍ବୁରେର ପାକିସ୍ତାନ ଲିଙ୍କ…

ନବୀନଙ୍କ ଘୋଷଣା: ବଢିଲା କଳାକାରଙ୍କ ପାରିଶ୍ରମିକ

ଭୁବନେଶ୍ୱର: କଳାକାର ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ବାରା ଆୟୋଜିତ ସଚେତନତା କାର୍ୟ୍ୟକ୍ରମ ଗୁଡିକରେ କଳାକାରମାନଙ୍କ ପ୍ରଦର୍ଶନ ପାଇଁ ପାରିଶ୍ରମିକରେ ବୃଦ୍ଧି ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।ବିଭିନ୍ନ ଲୋକକଳା ଯଥା…

୬ଜିଲ୍ଲାର ନୂଆ ବିଜେଡି ସଭାପତି ନିଯୁକ୍ତ

ଭୁବନେଶ୍ବର: ୬ଜିଲ୍ଲାର ନୂଆ ବିଜେଡି ସଭାପତି ନିଯୁକ୍ତ କରାଯାଇଛି। ଢେଙ୍କାନାଳ ଜିଲ୍ଲାର ବିଜେଡି ସଭାପତି ନୃସିଂହ ଚରଣ ସାହୁ ହୋଇଥିବା ବେଳେ ଦେବୀ ପ୍ରସାଦ ଭୁତିଆଙ୍କୁ ଢେଙ୍କାନାଳ ଜିଲ୍ଲାର କାର୍ୟ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି। ଅଶ୍ବିନୀ କୁମାର ପାତ୍ର ବାଲେଶ୍ବର…

ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ‘ଗୋଲଡ଼େନ୍ ହିରୋ’ ସମ୍ମାନ

ଭୂବନେଶ୍ୱର : ଶୁଶ୍ରୁତ ହସ୍ପିଟାଲ ଆଣ୍ଡ୍ ଟ୍ରମା କେୟାର ପ୍ରା.ଲିଃ ପକ୍ଷରୁ ଡ଼ାକ୍ତର ଦିବସ ଭୁବନେଶ୍ୱର କ୍ଲବ୍‌ରେ ପାଳିତ ହୋଇଯାଇଛି । ହସ୍ପିଟାଲ ପରିଚାଳନା ନିର୍ଦ୍ଦେଶକ ଡାକ୍ତର ଅକ୍ଷୟ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା…

୩ ମେଡିକାଲ ପାଇଁ ୪୫ ଆଗ୍ନିକ ପଦବୀକୁ ମଞ୍ଜୁରୀ

୩ ମେଡିକାଲ ପାଇଁ ୪୫ ଆଗ୍ନିକ ପଦବୀକୁ ମଞ୍ଜୁରୀ ଅଗ୍ନିଶମ ବିଭାଗର ୪୫ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଞ୍ଜୁରୀ। ୩ ମେଡିକାଲ କଲେଜର ଅଗ୍ନି ନିରାପତ୍ତା ପାଇଁ ମଞ୍ଜୁରୀ। SCB, ବ୍ରହ୍ମପୁର MKCG, ବୁର୍ଲା VSS ମେଡିକାଲ କଲେଜ। Post…