ପ୍ରବଳ ବର୍ଷାରେ ଭୁଶୁଡ଼ିଲା ଶତାବ୍ଦୀ ପୁରୁଣା ଘର, ଏକେ ପରିବାରର ୬ ଜଣଙ୍କ ମୃତ୍ୟୁ
ପ୍ରବଳ ବର୍ଷାରେ ଭୁଶୁଡ଼ିଲା ଶତାବ୍ଦୀ ପୁରୁଣା ଘର, ଏକେ ପରିବାରର ୬ ଜଣଙ୍କ ମୃତ୍ୟୁ ନୂଆଦିଲ୍ଲୀ/ପ୍ରତାପଗଡ଼: ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଏକ ପରିବାର ପାଇଁ କାଳ ସାବ୍ୟସ୍ତ ହୋଇଛି। ଲଗାଣ ବର୍ଷା ଯୋଗୁଁ ଏକ ଜରାଜୀର୍ଣ୍ଣ ଓ ଶତାବ୍ଦୀ…
