ରାଇରଙ୍ଗପୁରରେ ଡାକ ଭବନ ଓ ପାସପୋର୍ଟ ସେବା କେନ୍ଦ୍ର ନିର୍ମାଣ ପାଇଁ ମାଗଣାରେ ଜମି ଯୋଗାଇଦେବେ ରାଜ୍ୟ ସରକାର; କ୍ୟାବିନେଟ୍ ମଞ୍ଜୁରୀ
ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ତହସିଲ ଅନ୍ତର୍ଗତ ମହୁଲଡିହା ମୌଜାରେ ଭାରତ ସରକାରଙ୍କ ଡାକ ବିଭାଗ ସପକ୍ଷରେ ରାଇରଙ୍ଗପୁର ଡିଭିଜନର ଡାକ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଗୃହ ନିର୍ମାଣ ସହିତ ଏକ ଆଧାର କେନ୍ଦ୍ର ଏବଂ ରାଇରଙ୍ଗପୁର ପୌରାଞ୍ଚଳରେ ଏକ ପୋଷ୍ଟ ଅଫିସ୍ ପାସପୋର୍ଟ…
