Category: ମୟୂରଭଞ୍ଜ

ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତାଙ୍କର ୬୮ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ଦେଶ ସାରାରୁ ଶୁଭେଚ୍ଛା ବାର୍ତ୍ତା ମିଳିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ପ୍ରମୁଖ ନେତା ରାଷ୍ଟ୍ରପତି ମୁର୍ମୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ…

ଆପଣଙ୍କର ଐତିହାସିକ ଜୀବନ-ଯାତ୍ରା ଭାରତୀୟ ଗଣତନ୍ତ୍ରର ଶକ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମାଟିର ଅନନ୍ୟ ଗୌରବ, ସମଗ୍ର ରାଷ୍ଟ୍ରର ପ୍ରେରଣା ଓ ଅଦମ୍ୟ ସଂକଳ୍ପର ପ୍ରତୀକ, ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,ଆପଣଙ୍କର…

ମୟୁରଭଞ୍ଜ ପାହାଡପୁରରେ ପହଞ୍ଚିଲେ ମୋଦି

ମୟୁରଭଞ୍ଜ: ମୟୁରଭଞ୍ଜ ପାହାଡପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ପାହାଡପୁର ହେଲିପ୍ୟାଡରେ ଓହ୍ଲାଇଲେ ପ୍ରଧାନମନ୍ତ୍ରୀ । ଏମ-୧୭ ହେଲିକପ୍ଟର ଯୋଗେ ପାହାଡପୁରରେ ପହଞ୍ଚିଲେ ।ପୂର୍ବରୁ ପାହାଡପୁରରେ ପହଞ୍ଚି ସାରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜ୍ୟପାଳ ଡଃ ହରିବାବୁ କମ୍ଭମ ପାଟି,…

ପାହାଡପୁରରେ ପହଁଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମୟୁରଭଞ୍ଜ:ପାହାଡପୁରରେପହଁଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହୁଲଡିହା ଘରୁ ସ୍ୱତନ୍ତ୍ରହେଲିକେପ୍ଟରଯୋଗେବାହାରି ପାହାଡପୁରରେପହଁଚିଲେ । ରାଷ୍ଟ୍ରପତିଙ୍କୁ ଦେଖିବାକୁ ରାସ୍ତାରେ ପ୍ରବଳ ଭିଡ ଦେଖାଦେଇଛି । ଏଥିସହ ପିଲାମାନଙ୍କୁ ଚକୋଲେଟ ବାଣ୍ଟିଛନ୍ତି । କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାଷ୍ଟ୍ରପତିଙ୍କ ଗାଁ…

ମେଡିକାଲ୍ ଛାତ୍ରୀ ମୃତ୍ୟୁ ଘଟଣା : ପୁରୁଷ ବନ୍ଧୁ ଗିରଫ

ମୟୂରଭଞ୍ଜ: କାଠଯୋଡ଼ି ନଦୀରୁ ମେଡିକାଲ୍ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ମିଳିବା ଘଟଣାରେ ପୁଲିସ ତାଙ୍କ ପୁରୁଷ ବନ୍ଧୁ ଭୀମସେନ ଟୁଡୁଙ୍କୁ ମୟୂରଭଞ୍ଜରୁ ଗିରଫ କରିଛି। ପ୍ରାଥମିକ ତଦନ୍ତରୁ ତ୍ରିକୋଣୀୟ ପ୍ରେମ ସମ୍ପର୍କ ଯୋଗୁଁ ଚନ୍ଦ୍ରିକା ମାନସିକ ଚାପରେ ଥିବା ଏବଂ…

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

ଚଳିତ ମାସ ୧୯ ଓ ୨୦ ତାରିଖରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଏବଂ ନିର୍ବିଘ୍ନ ଭାବେ ସମ୍ପନ୍ନ କରିବା ନିମନ୍ତେ ଆଜି କଟକସ୍ଥିତ ରାଜ୍ୟ ପୋଲିସ…

ଶିମିଳିପାଳରେ ନୂଆ ଅତିଥି ମହାବଳ ବାଘ

ଶିମିଳିପାଳ: ଶିମିଳିପାଳରେ ନୂଆ ଅତିଥି ମହାବଳ ବାଘ। ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ଭିତରେ ଶିମିଳିପାଳ ପ୍ରୋଟେକ୍ସନ ଫୋର୍ସ ପାଟ୍ରୋଲିଂ କରୁଥିବା ବେଳେ ଏହି ଅଣ୍ଡିରା ମହାବଳ ବାଘକୁ ଦେଖିବାକୁ ପାଇଥିଲେ। ତେବେ ବାଘଟି ଶିମିଳିପାଳର ନୁହେଁ ବରଂ ଏହା ବାହାର…

ବାରିପଦାରୁ ଭୁବନେଶ୍ୱରକୁ ଏୟାର ଟ୍ୟାକ୍ସି ସେବା ଆରମ୍ଭ

ଭୁବନେଶ୍ୱର: ବାରିପଦାରୁ ଭୁବନେଶ୍ୱରକୁ ଏୟାର ଟ୍ୟାକ୍ସି ସେବା ଆରମ୍ଭ ହେବ। ମାର୍ଚ୍ଚ ପ୍ରଥମ ସପ୍ତାହରୁ ଏୟାର ଟ୍ୟାକ୍ସି ସେବା ଆରମ୍ଭ ହେବାକୁ ଯାଉଛି।ଆଜି ଏହି ସମ୍ପର୍କରେ ପବନ ହଂସ କମ୍ପାନୀ ଦ୍ୱାରା ଏକ ପରୀକ୍ଷାମୂଳକ ଯାତ୍ରା କରାଯାଇଥିଲା। ପରୀକ୍ଷାମୂଳକ ଅବତରଣ ପରେ,…

ଶିମିଳିପାଳରେ ଆତ୍ମସମର୍ପଣ କଲେ ୩୯ ଶିକାରୀ, ୯ ବନ୍ଧୁକ ଜବତ

ବାରିପଦା: ଶିମିଳିପାଳରେ ଆତ୍ମସମର୍ପଣ କଲେ ୩୯ ଶିକାରୀ। ଏହାସହ ୯ଟି ବନ୍ଧୁକ ଜବତ ହୋଇଛି। AI କ୍ୟାମେରାରେ ଧରାପଡ଼ିଲେ ୩୯ ଶିକାରୀ। ଶିକାରରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କଲା ବନ ବିଭାଗ। ଏହାସହ ବିପୁଳ ପରିମାଣର ବନ୍ଧୁକ ପାଉଡର ଏବଂ ୨୦…

ମୟୂରଭଞ୍ଜ ଶିମିଳିପାଳରେ ହେବ ହେଲିପ୍ୟାଡ୍‌

ମୟୂରଭଞ୍ଜ ଜିଲା ଶିମିଳିପାଳରେ ହେଲିପ୍ୟାଡ୍‌ ହେବ। ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆବଶ୍ୟକୀୟ ଜମି ନିରୂପଣ ପାଇଁ ଜିଲା ପ୍ରଶାସନକୁ ଅନୁରୋଧ କରାଯାଇଛି। ଭୁବନେଶ୍ୱର-ଗୋପାଳପୁର, ଭୁବନେଶ୍ୱର-ଶିମିଳିପାଳକୁ ହେଲିଟ୍ୟାକ୍ସି ସେବା ଜାରି ରହିବ।…