Category: ସମ୍ବଲପୁର

ସମ୍ବଲପୁର ଜିଲ୍ଲା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ୯ମ ରାଷ୍ଟ୍ରୀୟ ପୋଷଣ ଆଙ୍ଗନ କା ଉତ୍ସବ ୨୦୨୬ ପାଳିତ

ସମ୍ବଲପୁର ଜିଲ୍ଲା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ୯ମ ରାଷ୍ଟ୍ରୀୟ ପୋଷଣ ଆଙ୍ଗନ କା ଉତ୍ସବ ୨୦୨୬ ପାଳିତ ହୋଇଯାଇଛି। ସମ୍ବଲପୁର ଜିଲ୍ଳା ର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ତିନିଦିନ ଧରି ପାଳିତ ହୋଇଯାଇଥିବା ବେଳେ ଠିକ୍ ସେହି ପରି ସମ୍ବଲପୁର ଜିଲ୍ଲା,…

ଭିଜିଲାନ୍ସ ଚଢ଼ାଉରେ ଉମାକାନ୍ତ ସାମନ୍ତରାୟଙ୍କ ସମ୍ପତ୍ତିର ଲମ୍ବା ତାଲିକା; ୪ଟି ବହୁତଳ କୋଠା, ୩-ବିଏଚ୍‌କେ ଫ୍ଲାଟ୍‌ ଓ ୨୪ଟି ମୂଲ୍ୟବାନ ପ୍ଲଟ୍‌ ଠାବ

ଭିଜିଲାନ୍ସ ଚଢ଼ାଉରେ ଉମାକାନ୍ତ ସାମନ୍ତରାୟଙ୍କ ସମ୍ପତ୍ତିର ଲମ୍ବା ତାଲିକା ୪ଟି ବହୁତଳ କୋଠା, ୩-ବିଏଚ୍‌କେ ଫ୍ଲାଟ୍‌ ଓ ୨୪ଟି ମୂଲ୍ୟବାନ ପ୍ଲଟ୍‌ ଠାବ ସମ୍ବଲପୁର/ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ସମ୍ବଲପୁରର ଆସିଷ୍ଟାଣ୍ଟ ଡାଇରେକ୍ଟର ଅଫ୍ ଫ୍ୟାକ୍ଟରିଜ୍ ଆଣ୍ଡ ବଏଲର୍ସ ଉମାକାନ୍ତ ସାମନ୍ତରାୟଙ୍କ…

ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗ: ସହକାରୀ ନିର୍ଦ୍ଦେଶକଙ୍କ ୭ ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ

ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗ: ସହକାରୀ ନିର୍ଦ୍ଦେଶକଙ୍କ ୭ ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ସମ୍ବଲପୁର/ଭୁବନେଶ୍ୱର, ୨୯/୦୯/୨୦୨୬: ଆୟ ଅନୁପାତରେ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ସମ୍ବଲପୁରର ସହକାରୀ କାରଖାନା ଓ ବଏଲର ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ସମ୍ପତ୍ତି ଉପରେ ଓଡ଼ିଶା…

ନୂତନ ଦାୟିତ୍ୱ ପାଇଥିବା ଲୋକ ଜନଶକ୍ତି ପାର୍ଟିର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ନୂତନ ଦାୟିତ୍ୱ ପାଇଥିବା ଲୋକ ଜନଶକ୍ତି ପାର୍ଟିର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଜମନକିରା, ସମ୍ବଲପୁର, ୨୭/୯: ଲୋକ ଜନଶକ୍ତି ପାର୍ଟି (ରାମବିଳାସ), ଓଡ଼ିଶାର ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା କର୍ମକର୍ତ୍ତାଙ୍କୁ ଜମନକିରାରେ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଜମନକିରା ଥାନାର ଆଇଆଇସି…

ପଲ୍ଲୀ ଭାରତୀ ପକ୍ଷରୁ ମହଦାରେ ବିନା ମୂଲ୍ୟରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ପଲ୍ଲୀ ଭାରତୀ ପକ୍ଷରୁ ମହଦାରେ ବିନା ମୂଲ୍ୟରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ସମ୍ବଲପୁର ( ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି ନରେନ୍ଦ୍ର ସାହୁ )୨୭/୯: ସମ୍ବଲପୁର କଲା ଜମନକିରା ବ୍ଲକର ମହଡା ଠାରେ ପଲ୍ଲୀ ଭାରତୀ ୟୁଥ୍ କ୍ଲବ୍, ପକ୍ଷରୁ ମହଦା…

ମହାନଦୀ ଅବବାହିକାରେ ପ୍ରବଳ ବର୍ଷା ଯୋଗୁଁ ଜଳପ୍ରବାହ ବୃଦ୍ଧି; ହୀରାକୁଦ ଡ୍ୟାମ୍‌ର ୨୮ଟି ଗେଟ୍ ଖୋଲା

ମହାନଦୀ ଅବବାହିକାରେ ପ୍ରବଳ ବର୍ଷା ଯୋଗୁଁ ଜଳପ୍ରବାହ ବୃଦ୍ଧି ଭୁବନେଶ୍ୱର, ୨୭ ସେପ୍ଟେମ୍ବର ୨୦୨୬: ଗଭୀର ଅବପାତ ୨୩ ସେପ୍ଟେମ୍ବର ରାତିରୁ ୨୪ ସେପ୍ଟେମ୍ବର ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରି ଛତିଶଗଡ଼ ଆଡ଼କୁ ଗତି କରିବା ପରେ ଉପର ମହାନଦୀ ଅବବାହିକାରେ…

ହୀରାକୁଦରେ ବଢ଼ିଲା ଜଳ ନିଷ୍କାସନ: ୨୪ ଗେଟ୍ ଦେଇ ବାହାରୁଛି ବନ୍ୟାଜଳ

ହୀରାକୁଦରେ ବଢ଼ିଲା ଜଳ ନିଷ୍କାସନ: ୨୪ ଗେଟ୍ ଦେଇ ବାହାରୁଛି ବନ୍ୟାଜଳ ଭୁବନେଶ୍ୱର, ୨୭/୦୯: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ବଢ଼ିବା ପରେ ପୁଣି ଖୋଲିଛି ଆଉ ୨ଟି ଗେଟ୍। ଏହା ସହିତ ବର୍ତ୍ତମାନ ମୋଟ…

ଭାତପୁରା ହାଇସ୍କୁଲରେ ଗଙ୍ଗାଧର ଜୟନ୍ତୀ ପାଳିତ, ଛାତ୍ରଛାତ୍ରୀଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ

ତା-୨୬-୯-୨୦୨୬,ଭାତପୁରା ହାଇସ୍କୁଲରେ ଗଙ୍ଗାଧର ଜୟନ୍ତୀ।ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଭାତପୁରା ପଞ୍ଚାୟତ ହାଇସ୍କୁଲରେ (ରିପୋର୍ଟ ନରେନ୍ଦ୍ର ସାହୁ) ଶନିବାର ପୂର୍ବାର୍ଣହ ୧୧ ଘଟିକାରେ ଆରମ୍ଭ ହୋଇଯାଇଛି।ପ୍ରଧାନ ଶିକ୍ଷକ ରତନ ଲାଲ ସିଂ ଙ୍କ ସଭାପତିତ୍ବରେ ପାଲିତ ହୋଇଯାଇଅଛି। ମାଟିପୁତ୍ର ସାହିତ୍ୟିକ ତଥା…

ବି.ଟି.ଆଇ. ବୁର୍ଲାରେ ୧୦୨୭ ସିପାହୀଙ୍କ ଦୀକ୍ଷାନ୍ତ, ଜନସାଧାରଣଙ୍କ ପ୍ରତି ବନ୍ଧୁତ୍ୱପୂର୍ଣ୍ଣ ରହିବାକୁ ଡିଜିପିଙ୍କ ପରାମର୍ଶ

ଆଜି ପୂର୍ବାହ୍ନରେ ପ୍ରାଥମିକ ପ୍ରଶିକ୍ଷଣ ଅନୁଷ୍ଠାନ ବି.ଟି.ଆଇ., ବୁର୍ଲା, ସମ୍ବଲପୁରଠାରେ ପଞ୍ଚମ ବ୍ୟାଚ ସିପାହୀ ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡରେ ଅଭିବାଦନ…

ଫାସିମାଲ ଆଞ୍ଚଳିକ ଜୁନିଅର କଲେଜରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ପାଳିତ

ଫାସିମାଲ ଆଞ୍ଚଳିକ ଜୁନିଅର କଲେଜରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ପାଳିତ । ସମ୍ୱଲପୁର ଜିଲ୍ଲା, ଜମନକିରା ବ୍ଲକ୍, ଆଜି ତା. ୨୫.୦୯.୨୦୨୬ ରିଖରେ ଫାସିମାଲ ଆଞ୍ଚଳିକ ଜୁନିଅର କଲେଜ, ଫାସିମାଲଠାରେ ମେରା ୟୁବା ଭାରତ, ସମ୍ବଲପୁର, ଓଡ଼ିଶା ପକ୍ଷରୁ ପଣ୍ଡିତ…