ପଇସା ମାଗିବାକୁ ଯାଇ ବୃଦ୍ଧା ମହିଳା ନିଖୋଜ, ଥାନାରେ ଅଭିଯୋଗ
ପଇସା ମାଗିବାକୁ ଯାଇ ବୃଦ୍ଧା ମହିଳା ନିଖୋଜ, ଥାନାରେ ଅଭିଯୋଗ ଧାର ଦେଇଥିବା ଟଙ୍କା ମାଗିବାକୁ ପଡୋଶୀଙ୍କ ଘରକୁ ଯାଇଥିବା ଜଣେ ବୃଦ୍ଧା ନିଖୋଜ ହୋଇଥିବା ଘଟଣା ଅନୁଗୋଳ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣାକୁ ନେଇ ପୋଲିସ ତଦନ୍ତ ଜୋରଦାର…
