ସାବିତ୍ରୀ ଓଷା ପାଇଁ ଫଳବଜାର ଓ ପୂଜାସାମଗ୍ରୀ ଦୋକାନରେ ଖୋଚାଖୋଚ୍ ଭିଡ଼
ସାବିତ୍ରୀ ଓଷା ପାଇଁ ଫଳବଜାର ଓ ପୂଜାସାମଗ୍ରୀ ଦୋକାନରେ ଖୋଚାଖୋଚ୍ ଭିଡ଼ତାଳଚେର, ୧୫/୦୫ ରାତି ପାହିଲେ ସବିତ୍ରୀ ଅମାବାସ୍ୟା । ଏହି ଦିନରେ ସ୍ତ୍ରୀମାନେ ସ୍ୱାମୀଙ୍କ ଦୀର୍ଘାୟୁ ଓ ମଙ୍ଗଳକାମନା ପାଇଁ ଉପବାସ ରହି ସାବିତ୍ରୀଙ୍କ ଉପବାସ କରିବେ । ବିଭିନ୍ନ…
