Category: ଅନୁଗୋଳ

ନାଲକୋକୁ କୋଇଲା ଓ ପାଣି ବନ୍ଦ ନେଇ କ୍ଷତିଗ୍ରସ୍ତ ପ୍ରଜାଙ୍କ ପ୍ରସ୍ତୁତି ବୈଠକ ।

ତାଳଚେର (୨୬.୦୩.୨୦୨୩) କୁରୁଡୋଲ ହନୁମାନ ମନ୍ଦିର ପ୍ରାଙ୍ଗଣରେ ନାଲକୋ ସ୍ପୋନ୍ସଡ଼ ଆଇ.ଟି.ଆଈ (ଏଲ.ଏ.ପି) ୧୯୮ କ୍ଷତିଗ୍ରସ୍ତ ପ୍ରଜା ସଙ୍ଘ ଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଗତ ଦିନରେ କ୍ଷତିଗ୍ରସ୍ଥ ପ୍ରଜାଙ୍କୁ ପ୍ରତାରଣା କରି…

ଅନୁଗୋଳ ରେ ବାର୍ ଆସୋସିଏସନ୍ ନିର୍ବାଚନ ଶେଷ

ଅନୁଗୋଳ ରେ ବାର୍ ଆସୋସିଏସନ୍ ନିର୍ବାଚନ ଶେଷ ଅନୁଗୋଳ ଜିଲ୍ଲା ଅନୁଗୋଳ କୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ନିର୍ବାଚନ ଶେଷ ହୋଇଯାଇଛି। ଏଥରେ ବାର୍ ଆସୋସିଏସନ୍ ର ସମସ୍ତ ସଦସ୍ୟ ଓ ସଦସ୍ୟା ଭାଗ ନେଇଥିଲେ। ସଭାପତି ଭାବେ ଦିଲ୍ଲୀପ କୁମାର…

ବଅଁରପାଳ ଡିଗ୍ରୀ ମହାବିଦ୍ୟାଳୟ ରେ ଆଲୋଚନା ଚକ୍ର

ବଅଁରପାଳ ଡିଗ୍ରୀ ମହାବିଦ୍ୟାଳୟ ରେ ଆଲୋଚନା ଚକ୍ର ବଅଁରପାଳ :ଅନୁଗୁଳ ଜିଲ୍ଲା ବଅଁରପାଳ ସ୍ଥିତ ପି ଏସ୍ ଏସ୍ ଜେ ଡିଗ୍ରୀ ମହାବିଦ୍ୟାଳୟ ର ଓଡ଼ିଆ ବିଭାଗ ତରଫରୁ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି। ଆଲୋଚନା ର ବିଷୟ ବସ୍ତୁ…

କଂଗ୍ରେସ ଦଳର ଗ୍ୟାସ୍ ଦର ବୃଦ୍ଧି ଓ ଇଲେକ୍ଟ୍ରି ବିଲ୍ ବୃଦ୍ଧି ବିରୋଧ ରେ ଅଭିନବ ପ୍ରତିବାଦ

କଂଗ୍ରେସ ଦଳର ଗ୍ୟାସ୍ ଦର ବୃଦ୍ଧି ଓ ଇଲେକ୍ଟ୍ରି ବିଲ୍ ବୃଦ୍ଧି ବିରୋଧ ରେ ଅଭିନବ ପ୍ରତିବାଦ ଅନୁଗୋଳ ଆଜି ସନ୍ଧ୍ୟା ୭ ଘଣ୍ଟିକା ସମୟ ରେ ସହର ନିକଟସ୍ଥ ଆଙ୍କୁଲା ଗ୍ରାମରେ ଗ୍ରାମ ବାସୀ ବୃନ୍ଦ ଓବିସି ସେଲ୍ ଜିଲ୍ଲା…

ଜମିବାଡି ଭାଗବଣ୍ଟା ନେଇ ସାନ ଭାଇ ଆକ୍ରମଣ ରେ ବଡ ଭାଇ ଗୁରୁତ୍ତର

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡସନ୍ତ୍ରୀ ଗ୍ରାମ ପଞ୍ଚାୟତ ରେ ଜମି ଭାଗବଣ୍ଟା କୁ ନେଇ ସାନଭାଇ ଆକ୍ରମଣରେ ବଡଭାଇ ଗୁରୁତ୍ତର। ସାନଭାଇ କୁ ବଅଁରପାଳ ପୋଲିସ ଗିରଫ କରି କୋର୍ଟଚାଲାଣ। ଥାନା ପକ୍ଷରୁ ସୂଚନା ମୁତାବକ ଗଡସନ୍ତ୍ରୀ ଗ୍ରାମର…

ଗଣ୍ଠିଗାଡ଼ିଆ ଗ୍ରାମରେ ୫ ଘଣ୍ଟା ହାତୀର ତାଣ୍ଡବ

ଗଣ୍ଠିଗାଡ଼ିଆ ଗ୍ରାମରେ ୫ ଘଣ୍ଟା ହାତୀର ତାଣ୍ଡବ ଗ୍ରାମବାସୀଙ୍କ ଅଭିଯୋଗ ବନବିଭାଗ ପଚାରୁଛନ୍ତି ହାତୀ ଗଲେ କୁଆଡେ ଅନୁଗୋଳ ଜିଲ୍ଲା ବଅଁରପାଳ ତହସିଲ ଅନ୍ତର୍ଗତ ନୂଆହତା ଗ୍ରାମ ପଞ୍ଚାୟତ ର ଗଣ୍ଠିଗାଡ଼ିଆ ଗ୍ରାମରେ ୫ ଘଣ୍ଟା ହାତୀ ତାଣ୍ଡବ କରିବା ସହ…

ଅଧିକ ମୂଲ୍ୟ ରେ ବିଦେଶୀ ମଦ ବିକ୍ରି ନେଇ ଜୋରିମାନା ଆଦାୟ କଲେ ତହସିଲଦାର

ଅଧିକ ମୂଲ୍ୟ ରେ ବିଦେଶୀ ମଦ ବିକ୍ରି ନେଇ ଜୋରିମାନା ଆଦାୟ କଲେ ତହସିଲଦାର ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଆଜି ପୂର୍ବାହ୍ନରେ ନାଲକୋ ଥାନା ନିକଟବର୍ତ୍ତୀ ଗିରାଙ୍ଗ ବଜାରରେ ଥିବା ବିହାରୀ ବିଦେଶୀ ମଦ କାଉଣ୍ଟର ( ରାମ ଜି…

ଅନୁଗୋଳ ପୌରପୋଳିକାରେ କର୍ମଜୀବୀ ମହିଳା ମାନଙ୍କୁ ସାଇକେଲ ବଣ୍ଟନ

ଅନୁଗୋଳ ଜିଲ୍ଲା ପୌରପୋଳିକା ଠାରେ କର୍ମଜୀବୀ ମହିଳା ମାନଙ୍କୁ ସାଇକେଲ ବଣ୍ଟନ କରାଯାଇଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରକମଳରେ ଜଳସାଥୀ, ଆହାରକର୍ମୀ, ସ୍ୱଚ୍ଛକର୍ମୀ, ସ୍ୱଚ୍ଛସାଥୀ ଓ ସ୍ୱଚ୍ଛ ସୁପରଭାଇଜରଙ୍କୁ ସାଇକେଲ ବଣ୍ଟନ ଶୁଭ ଆରମ୍ବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ…

ମିଶନ ଶକ୍ତି କମ୍ୟୁନିଟି ପାର୍ଟନର ପାଇଲେ ୮ ହଜାର ସାଇକେଲ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନଭେନସନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା 8 ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀ ମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି । ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ, ଆହାର…

ବନ୍ଦାରେ ନୂତନ ମହିମା ମନ୍ଦିର ପ୍ରତିଷ୍ଠା ଓ ବାର୍ଷିକ ବାଲ୍ୟା ଲୀଳା ଉତ୍ସବ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବନ୍ଦା ଗ୍ରାମରେ ଆଜି ନୂତନ ମହିମା ମନ୍ଦିର ପ୍ରତିଷ୍ଠା ଓ ବାର୍ଷିକ ବାଲ୍ୟା ଲୀଳା ଉତ୍ସବ ପାଳିତ ହୋଇଯାଇଛି। ଆଜି ସକାଳ ୩ ଘଟିକା ପଣା ଅମୁଁଣିଆ, ପ୍ରଭାତ ଅବକାଶ ଭଜନ ଜଣାଣ, ବ୍ରହ୍ମଧୂନି ଲାଗିବା…