ଓଡିଶାରେ ଆକର୍ଷଣୀୟ ଇକୋ-ପାର୍କ ଓ କୋଇଲା ସଂଗ୍ରହାଳୟ ନିର୍ମାଣ କଲା ମହାନଦୀ କୋଲ ଫିଲ୍ଡସ
କୋଇଲା ମନ୍ତ୍ରଣାଳୟଙ୍କ ଅନ୍ତର୍ଗତ ପ୍ରମୁଖ ସିପିଏସଇ, ମହାନଦୀ କୋଲ ଫିଲ୍ଡସ ଲିମିଟେଡ (ଏମସିଏଲ) ପରିବେଶ ଅନୁକୂଳ ଏବଂ ସ୍ଥାୟୀ ଖନନ ପ୍ରଥା ମାଧ୍ୟମରେ କୋଇଲା ଉତ୍ପାଦନରେ ଲଗାତର ନୂତନ ସଫଳତା ହାସଲ କରିଚାଲିଛି । ଏହି କ୍ଷେତ୍ରରେ ଏମସିଏଲର ନୂଆ ଉପଲବ୍ଧି…
