Category: କଟକ

ହାଇକୋର୍ଟ ଆଗରେ ଜଳିଗଲା ଏକାଧିକ ଗାଡି, ଧରାପଡିଲେ ନିଆଁ ଲଗାଇଥିବା ମହିଳା

କଟକ: ଆଜି ଓଡିଶା ହାଇକୋର୍ଟ ଆଗରେ ଏକାଧିକ ଗାଡିରେ ନିଆଁ ଲାଗିଯାଇଛି। ହୁତହୁତ୍ ହୋଇ ଜଳିଯାଇଛି ଗୋଟିଏ ସ୍କର୍ପିଓ , ଦୁଇଟି ସ୍କୁଟର ଏବଂ ଇଭି ଗାଡି। ହାଇକୋର୍ଟ ସାମ୍ନାରେ ଏଭଳି ବଡଧରଣର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ…

ଭିଜିଲାନ୍ସ ପଞ୍ଝାରେ ମଙ୍ଗରାଜପୁର ଆର୍‌ଆଇ, ୩୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ଚୌଦ୍ଵାର: ଭିଜିଲାନ୍ସ ଜାଲରେ ମଙ୍ଗରାଜପୁର ଆର୍‌ଆଇ ରାଜାରାମ ବାନ୍ଦ୍ରା । ଏକ ମ୍ୟୁଟେସନ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। କଟକ ଜିଲ୍ଲା-ଟାଙ୍ଗୀ-ଚୌଦ୍ୱାର ତହସିଲ ଅନ୍ତର୍ଗତ ମଙ୍ଗରାଜପୁରର ଆରଆଇ ହେଉଛନ୍ତି ଶ୍ରୀ…

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା

ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ, ଯାହା ଦେଶବ୍ୟାପୀ ୧୭ଟି ସହରରେ ଆୟୋଜିତ ହେବ। ଏହି ସମୟ ମଧ୍ୟରେ ମୋଟ ଚାରୋଟି…

ସ୍କୁଲରେ ପାଣି ସମସ୍ୟା, ପୁରୁଣା ସ୍କୁଲ ଗୃହକୁ ଦେଇଦେଲେ ବେସରକାରୀ ସଂସ୍ଥାକୁ

ସ୍କୁଲରେ ପାଣି ସମସ୍ୟା, ପୁରୁଣା ସ୍କୁଲ ଗୃହକୁ ଦେଇଦେଲେ ବେସରକାରୀ ସଂସ୍ଥାକୁ ମୁଣ୍ଡ ଉପରେ ଖରାର ପ୍ରକୋପ.. ହେଲେ ବିଦ୍ୟାଳୟରେ ମିଳୁନି ପାଣି ଟୋପେ.. ଆଉ ଅନ୍ୟପକ୍ଷରେ ପାଣି ପାଇଁ ତତଲା ଖରାରେ ଧାରଣାରେ ବସିଲେ ଶିକ୍ଷୟତ୍ରୀ। ଦେଖିବା ରିପୋର୍ଟ.. ଜଳ…

SCB ପ୍ରଶାସନରେ ବଡ଼ ଅଦଳବଦଳ: ପ୍ରତିଭା ପଣ୍ଡା ହେଲେ ନୂଆ ଡିନ୍, ଜ୍ୟୋତିଷ ଚନ୍ଦ୍ରଙ୍କୁ ମିଳିଲା ଅଧୀକ୍ଷକ ଦାୟିତ୍ୱ

କଟକ (ଆମ ପ୍ରତିନିଧି): ରାଜ୍ୟର ସର୍ବବୃହତ ସରକାରୀ ଚିକିତ୍ସାଳୟ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସସିବି) ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ସ୍ତରରେ ରବିବାର ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ପୁଣି ଏସସିବି ମେଡିକାଲ ଅଳିଆ ଗଦାରେ ଲାଗିଲା ନିଆଁ

କଟକ – ପୁଣି ଏସସିବି ମେଡିକାଲ ରେ ନିଆଁ। ଅଳିଆ ଗଦାରେ ଲାଗିଲା ନିଆଁ। ଇଏନଟି ଆଉଟଡୋର ପଛପଟ ଅଳିଆଗଦାରେ ନିଆଁ ଲାଗିଥିବା ଦେଖି ଦମକଳ ବାହିନୀକୁ ଖବର ଦିଆଯାଇଥିଲା।ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଚାରିଆଡେ…

କଟକ ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମ ରେ ମୂଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା ଆରମ୍ଭ

କଟକ – କଟକ ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମ ରେ ଓଡିଶା ସରକାରଙ୍କ ତରଫରୁ ମୂଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା ଆରମ୍ଭ ହେଲା, ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ଯୋଗଦେଇ କାର୍ଯ୍ୟରେ ଶୁଭଆରମ୍ଭ କରିଥିଲେ, ଅନ୍ୟ ଅତିଥି…

ନିଲମ୍ବିତ ବିଧାୟକମାନଙ୍କୁ ମୋକିମଙ୍କ ଆହ୍ୱାନ

ଭୁବନେଶ୍ୱର: ନିଲମ୍ବିତ ବିଧାୟକମାନଙ୍କୁ ମହମ୍ମଦ ମୋକିମ ବଡ ଆହ୍ୱାନ ଦେଇଛନ୍ତି । ଗୋଟିଏ ପ୍ଲାଟଫର୍ମରେ ସାମିଲ ହେବାକୁ ଆହ୍ୱାନ ଦେଲେ । ଝିଅ ସୋଫିଆ ଫିର୍ଦ୍ଦୋଶ କ୍ରସ ଭୋଟିଂ କରିବା ନେଇ ମଧ୍ୟ ମତ ରଖି କହିଛନ୍ତି, କଂଗ୍ରେସ ଦଳ ଝିଅ…

ଏସସିବି ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି, ବିଧାନସଭାରେ ସ୍ପଷ୍ଟ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ

କଟକ: କଟକ ଏସସିବି ମେଡିକାଲ ଅଗ୍ନିକାଣ୍ଡରେ ମତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ଘଟିଛି । ଗୁରୁତର ରୋଗୀଙ୍କୁ ଅନ୍ୟ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି ବୋଲି ବିଧାନସଭାରେ ଉତ୍ତର ରଖିଲା ବେଳେ ସ୍ପଷ୍ଟ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ । ମେଡିକାଲ କର୍ମଚାରୀ ମାନେ…

କଟକ SCB ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ! ଅଣନିଃଶ୍ୱାସୀ ହୋଇ କିଛି ଗୁରୁତର ରୋଗୀଙ୍କ ମୃତ୍ୟୁ — ପୋଲିସ କମିଶନରଙ୍କ ସୂଚନା ପରେ ସାରା ରାଜ୍ୟରେ ଶୋକର ଛାୟା

କଟକ SCB ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ! ଅଣନିଃଶ୍ୱାସୀ ହୋଇ କିଛି ଗୁରୁତର ରୋଗୀଙ୍କ ମୃତ୍ୟୁ — ପୋଲିସ କମିଶନରଙ୍କ ସୂଚନା ପରେ ସାରା ରାଜ୍ୟରେ ଶୋକର ଛାୟା | ​କଟକ ବଡ଼ ମେଡିକାଲ (SCB) ପରିସରରେ ଆଜି ଏକ ବଡ଼ଧରଣର ଅଗ୍ନିକାଣ୍ଡ…