Category: ଢେଙ୍କାନାଳ

୬୦,୦୦୦ ଟଙ୍କା ଲାଞ୍ଚ ନେଇ ଫସିଲେ ଆରଆଇ

ଭୂବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ବୁଧବାର ଦିନ ଢେଙ୍କାନାଳର ହିନ୍ଦୋଳ ତହସିଲର ଗଣ୍ଡାନାଳୀ ରାଜସ୍ୱ ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) ଶଶି ଭୂଷଣ ବେହେରାଙ୍କୁ ୬୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଅଟକ ରଖିଛନ୍ତି। ଭିଜିଲାନ୍ସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସେ…

ପୌରାଞ୍ଚଳ ୱାର୍ଡ ନଂ ୧୩ରେ ଯନ୍ତ୍ରୀ ନିର୍ମିତ ବନ୍ୟା, କଇଁଥ ପୋଲିଆ ସହିତ ଆଖପାଖ ଅଂଚଳବାସିନ୍ଦା ଜଳ ବନ୍ଦି

ପୌରାଞ୍ଚଳ ୱାର୍ଡ ନଂ ୧୩ରେ ଯନ୍ତ୍ରୀ ନିର୍ମିତ ବନ୍ୟା, କଇଁଥ ପୋଲିଆ ସହିତ ଆଖପାଖ ଅଂଚଳବାସିନ୍ଦା ଜଳ ବନ୍ଦି ଢେଙ୍କାନାଳ : ପୌରାଞ୍ଚଳ ୱାର୍ଡ ନଂ ୧୩ରେ ପ୍ରତ୍ୟେକ ବର୍ଷ ବନ୍ୟା ହୁଏ l ସ୍ଥାନୀୟ ବାସିନ୍ଦାମାନେ ଏପଟେ ନହେଲେ ସେପଟେ…

ସାବିତ୍ରୀ ବ୍ରତ ଥିବାରୁ ବିଶେଷ ପୂଜା ଅର୍ଚ୍ଚନା

ଢେ଼ଙ୍କାନାଳ ଭାଗିରଥି ସାଗର କୂଳରେ ଥିବା ବାବା ଆଖଣ୍ଡଳ ମଣି ଙ୍କ ପୀଠରେ ଆଜି ସାବିତ୍ରୀ ବ୍ରତ ଥିବାରୁ ବିଶେଷ ପୂଜା ଅର୍ଚ୍ଚନା କରାଯାଇ ଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି ମହା ସ୍ନାନ,ବେଲ ପତ୍ର ବିଭିନ୍ନ ପ୍ରକାରର ପୁଷ୍ପ ଓ…

ଆଇ ପି ଏଲ ର my ଇଲେଭେନcircle ଖେଳିପୁରସ୍କାର ପାଇଲେ ସୁଜିତ କୁମାର…

ଆଇ ପି ଏଲ ର my ଇଲେଭେନcircle ଖେଳିପୁରସ୍କାର ପାଇଲେ ସୁଜିତ କୁମାର… ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଦୁଦୁର କୋଟ ପଂଚାୟତ ବେଲ ଗାଡିଆ ର ସୁଜିତ କୁମାର ସାମଲipl ର my ଇଲେଭେନ ସାର୍କଲ ଚଏସ କରି ପୁରସ୍କାର…

ଓରମାସ ପକ୍ଷ ରୁ ଗାଁ ଆମ୍ବ ପସରା ମେଳା ଓ ଆଚାର ବିକ୍ରୀ

ଢ଼େଙ୍କାନାଳ ମୁଖ୍ୟ ଷ୍ଟାଡିୟମ୍ ଠାରେ ଓରମାସ ପକ୍ଷ ରୁ ଗାଁ ଆମ୍ବ ପସରା ମେଳା ଓ ଆଚାର ବିକ୍ରୀ ଆଦି ୨୫ ତାରିଖ ଠାରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମେଳା। ବିଭିନ୍ନ ପ୍ରକାରର ଆମ୍ବ ପ୍ରଦର୍ଶନୀ…

ସାବିତ୍ରୀ ବ୍ରତ ପାଇଁ ଖୋଲିଛି ପସରା

ଢେଙ୍କାନାଳ ଆନନ୍ଦ ବଜାର ଠାରେ ସାବିତ୍ରୀ ବ୍ରତ ପାଳନ ପାଇଁ ଚୁଡ଼ି, ବ୍ରତ, ସାଲୁ କନା, କଉଡ଼ି, କାଠ ପିଢ଼ା, କାଠ ପାନିଆ, କାଠ କଣ୍ଢେଇ,ସିନ୍ଦୂର ଆଦି ପସରା ମେଲିଛି। ମାଲିକ ଜିତୁ ପାତ୍ର କହିଛନ୍ତି ୧୨ ବର୍ଷ ହେବ ଏହି…

ସାବିତ୍ରୀ ବ୍ରତ ପାଳନ ପାଇଁ ଫଳ ଦର ଆକାଶ ଛୁଆଁ

ସାବିତ୍ରୀ ବ୍ରତ ପାଳନ ପାଇଁ ଫଳ ଦର ଆକାଶ ଛୁଆଁ ।ଢେଙ୍କାନାଳ ଗଣେଶ ବଜାର ର ଫଳ ବଜାର ରେ ସପୁରୀ ୫୦, ସେଓ ୩୦୦, କମଳା ୧୫୦, ପିଜୁଳି ୧୦୦, ଲୀଚୁ ୨୦୦, ପଣସ ୧ ଟା ୧୦୦, ଟଙ୍କା…

ଶିକାରୀ ଗୁଳିରେ ହିନ୍ଦୋଳ କାର୍ଯ୍ୟରତ ଫରେଷ୍ଟର ଙ୍କ ମୃତ୍ୟୁ

ଶିକାରୀ ଗୁଳିରେ ହିନ୍ଦୋଳ କାର୍ଯ୍ୟରତ ଫରେଷ୍ଟର ଙ୍କ ମୃତ୍ୟୁ ହିନ୍ଦୋଳ :24/05/2025ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନଖଣ୍ଡର ଫରେଷ୍ଟର ପ୍ରହଲ୍ଲାଦ ପ୍ରଧାନ ବିଳମ୍ବିତ ରାତିରେ ଶିକାରୀ ଙ୍କୁ କାବୁ କରିବାପାଇଁ ରାଜମୋହନପୁର ସ୍ଥିତ କୁଇଓ ଜଙ୍ଗଲକୁ ଯାଇଥିବାବେଳେ ସେଠାରେ ଶିକାରୀଙ୍କ ଗୁଳିର ଶିକାର…

କୃତଜ୍ଞତା ସଭା ଅନୁଷ୍ଠିତ

*କୃତଜ୍ଞତା ସଭା* ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଢେଙ୍କାନାଳର ବରିଷ୍ଠ ଶିକ୍ଷକ ଶ୍ରୀସନ୍ତୋଷ କୁମାର ପଣ୍ଡା (ବାବୁଭାଇ) ଗତ ତା ୧୮/୦୫/୨୫ ରିଖ ସନ୍ଧ୍ୟା ୭ ଘଟିକା ସମୟରେ ଶରୀର ତ୍ୟାଗ କରିଛନ୍ତି।ଉକ୍ତ ଉପଲକ୍ଷେ ତା ୨୩/୦୫/୨୫ ରିଖରେ ଏକ କୃତଜ୍ଞତା ସଭା…

ଜେଷ୍ଠ ମାସର ଜଳ କ୍ରୀଡ଼ା ଏକାଦଶୀ ନୀତି ପାଳନ

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ଜେଷ୍ଠ ମାସର ଜଳ କ୍ରୀଡ଼ା ଏକାଦଶୀ ନୀତି ପାଳନ କରାଯାଇଛି।ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ,ବସ୍ତ୍ର, ତୁଳସୀ ହାର ଓ ଫୁଲହାର, ବଲ୍ଲଭ ଭୋଗ ଲାଗି କରାଯାଇଥିଲା,…

You missed