୫୯ତମ ଅଷ୍ଟପ୍ରହର ନାମଯଜ୍ଞ ଉଦ୍ଯାପିତ
୫୯ତମ ଅଷ୍ଟପ୍ରହର ନାମଯଜ୍ଞ ଉଦ୍ଯାପିତ ଢେଙ୍କାନାଳ, ୭/୪: ଢେଙ୍କାନାଳ ସହରସ୍ଥିତ ମାଣ୍ଡବାସାହି ଠାରେ ଅବସ୍ଥିତ ଶ୍ରୀଶ୍ରୀ ଚୈତନ୍ୟ ଜୀଉଙ୍କ ମନ୍ଦିରପ୍ରାଙ୍ଗଣରେ ଗତ ୫ ତାରିଖରୁ ଅନୁଷ୍ଠିତ ହୋଇଥିବା ଅଷ୍ଟପ୍ରହର ନାମଯଜ୍ଞ ଉଦ୍ଯାପିତ ହୋଇଯାଇଅଛି । ଏହି ନାମଯଜ୍ଞରେ ଢେଙ୍କାନାଳ ଜିଲ୍ଲାର ୧୩ଟି…
