Category: ଢେଙ୍କାନାଳ

ଗ୍ରହଣ ଥିବାରୁ ବିଶେଷ ପୂଜା ଅର୍ଚ୍ଚନା

ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ଆସନ୍ତା କାଲି ୨୮.୧୦.୨୦୨୩ ଚନ୍ଦ୍ର ଗ୍ରହଣ ଥିବାରୁ ବିଶେଷ ପୂଜା ଅର୍ଚ୍ଚନା କରାଯିବ। ସକାଳ ନୀତି ପରେ ପରେ ମଧ୍ୟାହ୍ନ ଅର୍ନ ନୀତି ପରେ ପହଡ଼…

ଥାଲା ସେମିଆ ସିଙ୍କଲ ସେଲ ସଚେତନ ଶିବିର

ଶ୍ରୀ ସତ୍ୟ ସାଇ ସେବା ସଂଗଠନ ଆନୁକୁଲ୍ୟରେ ଥାଲା ସେମିଆ ସିଙ୍କଲ ସେଲ ସଚେତନ ଶିବିର ସ୍ଥାନୀୟ ସତ୍ୟ ସାଇ ସେବା ସମିତି ପୀ.ଡବ୍ଲୁ.ଡି କଲୋନୀ , ଢେଙ୍କାନାଳ ଠାରେ ତା ୨୭.୧୦.୨୦୨୩ ରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଛି। ଉକ୍ତ…

ଜିଲ୍ଲାର ୭ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୯୫ କୋଟି ଟଙ୍କା

ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ୭ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୯୫ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା: ଜୟଦେବ, ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା…

ମନୋରଞ୍ଜନ ମଲ୍ଲିକ ଢ଼େଙ୍କାନାଳର ନୂତନ ଜିଲ୍ଲାପାଳ

ମନୋରଞ୍ଜନ ମଲ୍ଲିକ ଢ଼େଙ୍କାନାଳର ନୂତନ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ନିଯୁକ୍ତ ହୋଇଛନ୍ତି। ଶ୍ରୀ ମଲ୍ଲିକ ଜଣେ OAS (SS) ଅଫିସର ହୋଇଥିବା ବେଳେ ନୂତନ ଭାବେ ଜିଲ୍ଲାପାଳ ଢ଼େଙ୍କାନାଳ ର ଦାୟିତ୍ବ ଗ୍ରହଣ କରିଛନ୍ତି। ଗତ କାଲି ୨୬/୧୦/୨୦୨୩…

ଢେଙ୍କାନାଳ ଡାକ ମଣ୍ଡଳ ତରଫରୁ ଫିଟ୍ ଇଣ୍ଡିଆ ସ୍ବଚ୍ଛତା ଫ୍ରିଡମ ରନ ୪.୦ କାର୍ଯ୍ୟକ୍ରମ

ଢେଙ୍କାନାଳ ଡାକ ମଣ୍ଡଳ ତରଫରୁ ଫିଟ୍ ଇଣ୍ଡିଆ ସ୍ବଚ୍ଛତା ଫ୍ରିଡମ ରନ ୪.୦ କାର୍ଯ୍ୟକ୍ରମ ଆଜି ତା ୨୬.୧୦.୨୦୨୩ ରିଖ ଗୁରୁବାର ଦିନ ଆୟୋଜିତ କରାଯାଇଅଛି।ଏହି ଅବସରରେ ଢେଙ୍କାନାଳ ମୁଖ୍ୟ ଡାକ ଘର ଏବଂ ଡାକ ଅଧିକ୍ଷକଙ୍କ କାର୍ଯ୍ୟାଳୟର ର ସମସ୍ତ…

ଆୟୁଷ ଅଳଙ୍କାର ଉଦଘାଟିତ

ଆୟୁଷ ଅଳଙ୍କାର ଉଦଘାଟିତ ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ଜବାହାରଚୈକି ଆରକେ ଏଜେନ୍ସି ସମ୍ମୁଖ ରେ ନୂତନ ଭାବେ ଏକ ଆୟୁଷ ଅଳଙ୍କାର ଉଦଘାଟିତ ହୋଇଯାଇଛି। ଏଠାରେ ବିଭିନ୍ନ ପ୍ରକାରର ସୁନା ରୂପା ଅଳଙ୍କାର ଭିନ୍ନ ଭିନ୍ନ ଡିଜାଇନର ହୋଲ୍…

ଢେଙ୍କାନାଳ ଜିଲ୍ଲା ଓଷ୍ଟା ସଂଘର ବୈଠକ 

ଢେଙ୍କାନାଳ ଜିଲ୍ଲା ଓଷ୍ଟା ସଂଘର ବୈଠକ ଆଦ୍ୟ ତା ୨୫.୧୦.୨୦୨୩- ଜିଲ୍ଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଏକ ସଭା ଶିକ୍ଷକ ସଂଘ ଭବନରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଂଘର କାର୍ଯ୍ୟକାରୀ ସଭାପତି ପିତାମ୍ବର ଦାଶ ସଭାପତିତ୍ବ କରିଥିଲେ ।…

ନିଉ ମଧୁସୂଦନ ପାତ୍ର ଆଣ୍ଡ ସନ୍ନ ନୂଆ କିସମ ଜୋତା ଗ୍ରହାକ ଙ୍କ ପାଇଁ

ନିଉ ମଧୁସୂଦନ ପାତ୍ର ଆଣ୍ଡ ସନ୍ନ ନୂଆ କିସମ ଜୋତା ଗ୍ରହାକ ଙ୍କ ପାଇଁ ଲକ୍ଷ୍ମୀ ବଜାର ଠାରେ ଲକ୍ଷ୍ମୀ ପୂଜା ପାଇଁ ନୂଆ ନୂଆ କିସମ ଜୋତା ଗ୍ରହାକ ଙ୍କ ପାଇ ଆଣିଛନ୍ତି । ତେବେ ପୂଜା ଋତୁରେ ପରିବାର…

୩୧ତମ ଶାରଦୀୟ ଦୁର୍ଗାପୂଜା

ଢେଙ୍କାନାଳ ଜିଲ୍ଲା ସଦର ନିର୍ବାଚନ ମଦଳୀ ଗଁଦିଆ ବ୍ଲଲ ଅନ୍ତର୍ଗତ ଯୋରନ୍ଦା ଅଂଚଳର ଜୟ ମା ଦୁର୍ଗା ପୂଜା ପ୍ରତିଷ୍ଠାନ, କଙ୍କା ଆନୁକୂଲ୍ୟରେ ଚଳିତ ବର୍ଷର ୩୧ତମ ଶାରଦୀୟ ଦୁର୍ଗାପୂଜା କଙ୍କା ଗ୍ରାମ ପୂଜା ମଣ୍ଡପରେ ମହା ଆନନ୍ଦ ଉଲ୍ଲାସର ସହିତ…

ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ମିଳିତ ବଜାର ପୂଜା କମିଟି ସଭାପତି ଙ୍କ ବାର୍ତ୍ତା 

ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ମିଳିତ ବଜାର ପୂଜା କମିଟି ସଭାପତି ଙ୍କ ବାର୍ତ୍ତା ମିଳିତ ବଜାର ଲକ୍ଷ୍ମୀ ପୂଜା କମିଟି ସଭାପତି ଜ୍ଞାନେନ୍ଦ୍ର ବେହେରା କହିଛନ୍ତି ଯେ ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ମହା ଆଡ଼ମ୍ବରରେ ହେବା ପାଇଁ…