Spread the love

ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ମିଳିତ ବଜାର ପୂଜା କମିଟି ସଭାପତି ଙ୍କ ବାର୍ତ୍ତା

ମିଳିତ ବଜାର ଲକ୍ଷ୍ମୀ ପୂଜା କମିଟି ସଭାପତି ଜ୍ଞାନେନ୍ଦ୍ର ବେହେରା କହିଛନ୍ତି ଯେ ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ମହା ଆଡ଼ମ୍ବରରେ ହେବା ପାଇଁ ସ୍ଥିର କରାଯାଇଛି। ଚଳିତ ବର୍ଷ ପାଗ ଅନୁକୂଳ ଥିବା ରୁ ଯାତ୍ରା ପ୍ରବଳ ମାତ୍ରାରେ ଭିଡ଼ ହେବ ସମ୍ଭାବନା ଅଛି । ତେଣୁ ସେଥିପାଇଁ ଟ୍ରାଫିକ ନିୟନ୍ତ୍ରଣ ଓ ଲୋକଙ୍କ ଗାଡ଼ି ପାର୍କିଂ ପାଇଁ ବ୍ୟବସ୍ଥା । ଜିଲ୍ଲା ପ୍ରଶାସନ ଓ ପୂଜା କମିଟି ଙ୍କ ମଧ୍ୟରେ ସଭା ସଫଳ ହୋଇଛି ।ଜିଲ୍ଲା ପ୍ରଶାସନ ସବୁ କ୍ଷେତ୍ରରେ ଆମକୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏ ବର୍ଷ ଯେହେତୁ ଗ୍ରହଣ ପଡୁଛି ପୂଜା ଯୋଉ ସନ୍ଧ୍ୟାରେ ହୁଏ ଏ ବର୍ଷ ସକାଳୁ ହେବ ପ୍ରତେକ ପୂଜା କମିଟି ନିଷ୍ପତି ନେଇଛନ୍ତି । ନଭେମ୍ବର ୮ ତାରିଖରେ ବିସର୍ଜନ ମହା ଆଡମ୍ୱର ରେ ହେବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *