Category: ଢେଙ୍କାନାଳ

ରଜ ପର୍ବ ପାଇଁ ସ୍ପେଶଲ୍ ପାନ ଷ୍ଟଲ – ଢ଼େଙ୍କାନାଳ

ଆଜି ଢେଙ୍କାନାଳ ଗଣେଷ ବଜାର ଠାରେ ରଥଗଡା ର ଲକ୍ଷ୍ମୀପ୍ରିୟା ସାହୁ ରଜ ପର୍ବ ପାଇଁ ସ୍ପେସିଆଲ ପାନ ଷ୍ଟଲ ଏକ ରଜପର୍ବର ଏକ ନିଆରା ଦୃଶ୍ୟ।ପ୍ରଥମ କରି ଢେଙ୍କାନାଳ ର ଝିଅ ଢେଙ୍କାନାଳ ରେ ଅନ୍ୟ ଝିଅ ବୋହୁମାନଙ୍କ ମନକୁ…

ସାପ ନାଁ ଶୁଣିଲେ ସୃଷ୍ଟି ହୁଏ ଭୟ , କିନ୍ତୁ ଢେଙ୍କାନାଳ ଜିଲ୍ଲା ରମେଶ୍ୱରପୁରୁ ର ସୂର୍ଯ୍ୟକାନ୍ତ ବେହେରା ( ଲିପୁ) ଙ୍କ ପାଖରେ ରହିଛି ଏହି ଭୟ ର ଆଣ୍ଟିବାୟୋଟିକ୍

ସାପ ନାଁ ଶୁଣିଲେ ସୃଷ୍ଟି ହୁଏ ଭୟ , କିନ୍ତୁ ଢେଙ୍କାନାଳ ଜିଲ୍ଲା ରମେଶ୍ୱରପୁରୁ ର ସୂର୍ଯ୍ୟକାନ୍ତ ବେହେରା ( ଲିପୁ) ଙ୍କ ପାଖରେ ରହିଛି ଏହି ଭୟ ର ଆଣ୍ଟିବାୟୋଟିକ୍। ସୂର୍ଯ୍ୟକାନ୍ତ ବେହେରା ମାତ୍ର (୨୪) ବର୍ଷ ବୟସ ର।…

୩୫ ଗ୍ରାମର ବ୍ରାଉନ ସୁଗାର ଜବତ

ଢେଙ୍କାନାଳ ସୈାଦାମିନି ସ୍କୁଲ ନିକଟରୁ ସକାଳ ୫.୪୦ ଘଟିକା ସମୟରେ ୩୫ ଗ୍ରାମର ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ୩୫୦୦୦୦/- ଜବତ କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ସନ୍ତୋଷ କୁମାର ରାଉତ ୫୪ ବର୍ଷ ପିତା ଭୋଳେଶ୍ବର ରାଉତ ବାଜିଚୈକ , ଢେଙ୍କାନାଳ…

ଢେଙ୍କାନାଳ 108 ଆମ୍ବୁଲାନ୍ସ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲ୍ଲାପାଳଙ୍କ ଜରିଆରେ ୬ ଦଫା ଦାବିପତ୍ର ପ୍ରଦାନ

ଢେଙ୍କାନାଳ 108 ଆମ୍ବୁଲାନ୍ସ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲ୍ଲାପାଳଙ୍କ ଜରିଆରେ ୬ ଦଫା ଦାବିପତ୍ର ପ୍ରଦାନ। ଢେଙ୍କାନାଳ (୧୩/୦୬): ଢେଙ୍କାନାଳ ଜିଲ୍ଲା ୧୦୮ ଆମ୍ବୁଲାନ୍ସ କାର୍ଯ୍ୟରତ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲ୍ଲାପାଳଙ୍କ ଜରିଆରେ ୬ ଦଫା…

ଢେଙ୍କାନାଳ ପୈାରପାଳିକା ନୂତନ ପୈାରନିର୍ବାହୀ ଅଧିକାରୀ ଯୋଗଦାନ

ଢେଙ୍କାନାଳ ପୈାରପାଳିକା ନୂତନ ପୈାରନିର୍ବାହୀ ଅଧିକାରୀ ଯୋଗଦାନ ଢେଙ୍କାନାଳ ପୌରପାଳିକାରେ ନୂତନ ପୈାରନିର୍ବାହୀ ଅଧିକାରୀ ଭାବେ ଯୋଗଦେଲେ ଦେବି ପ୍ରସାଦ ରାଉତ । ସେ ଆଗରୁ ଭଦ୍ରକ ପୈାରପାଳିକା ରେ କାର୍ଯ୍ୟ କରୁଥିବାବେଳେ ଢେଙ୍କାନାଳ ପୈାରପାଳିକାରେ ନୂତନ ଭାବେ କାର୍ଯ୍ୟ ଆରମ୍ଭ…

ଆଜି ରଥର ନାହାକା ଉଠିଲା

ଆଜି ରଥର ନାହାକା ଉଠିଲା ଆଜି ଢେଙ୍କାନାଳ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଗଡା ସ୍ଥିତ ରଥଖଳାଠାରେ ଆଜି ଅଷ୍ଟମୀ ତିଥି ଥିବା ରୁ ନାହାକା କୁ ପୂଜାର୍ଚ୍ଚନା କରାଯାଇ ରଥରେ ସଂଯୋଗ କରାଯାଇ ଥିଲା। ବିଶ୍ଵକର୍ମା ଅଶୋକ ମହାପାତ୍ର ଓ ଦେବତର…

*ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ପରିଚାଳକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା*

*ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ପରିଚାଳକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା* ଢେଙ୍କାନାଳ : ଭାରତୀୟ ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ପରିଚାଳକ ଶ୍ରୀ ସୁକାନ୍ତ କୁମାର ସାହୁ ପଦୋନ୍ନତି ହୋଇ RBO ପାରାଦ୍ୱୀପ କାର୍ଯାଳୟକୁ ବଦଳି ହୋଇଛନ୍ତି । ଏଥିପାଇଁ ଶାଖାର ସମସ୍ତ…

ଢେଙ୍କାନାଳ ଜିଲ୍ଲା ମିନି ଷ୍ଟାଡିୟମ ଠାରେ ଏକମାସ ବ୍ୟାପୀ ଶିଶୁ ଶ୍ରମିକ ନିରାକାରଣ ସମାରୋହ ୨୦୨୩ ପାଳନ

ଢେଙ୍କାନାଳ (୦୯/୦୬):ଆଜି ଢେଙ୍କାନାଳ ଜିଲ୍ଲା ମିନି ଷ୍ଟାଡିୟମ ଠାରେ ଏକମାସ ବ୍ୟାପୀ ଶିଶୁ ଶ୍ରମିକ ନିରାକାରଣ ସମାରୋହ ୨୦୨୩ ପାଳନ ଅବସର ରେ Unicof Action Aid Association , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ଶ୍ରମ ବିଭାଗ…

ଢେଙ୍କାନାଳ ଷଷ୍ଠ ଜିଲ୍ଲା ପରିଷଦର ପଞ୍ଚମ ସାଧାରଣ ବୈଠକ ଅନୁଷ୍ଠିତ

ଢେଙ୍କାନାଳ ଷଷ୍ଠ ଜିଲ୍ଲା ପରିଷଦର ପଞ୍ଚମ ସାଧାରଣ ବୈଠକ ଅନୁଷ୍ଠିତ ଢେଙ୍କାନାଳ, ଡା, ୦୯.୦୬.୨୦୨୩ – ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣଙ୍କ ସଭାପତିତ୍ଵରେ ଢେଙ୍କାନାଳ ଷଷ୍ଠ ଜିଲ୍ଲା ପରିଷଦର…

ଭିନ୍ନକ୍ଷମ ବିଦ୍ୟାଳୟରେ ନନ୍ଦିନୀ ଦେବୀଙ୍କ ପୂର୍ଣ୍ଣାବୟବ ପ୍ରତିକୃତି ଉନ୍ମୋଚିତ

ଭିନ୍ନକ୍ଷମ ବିଦ୍ୟାଳୟରେ ନନ୍ଦିନୀ ଦେବୀଙ୍କ ପୂର୍ଣ୍ଣାବୟବ ପ୍ରତିକୃତି ଉନ୍ମୋଚିତ ଢେଙ୍କାନାଳ,୯ା୬ା୨୩-ଢେଙ୍କାନାଳ ସହର କୁଟୁଣିଆ ପାହାଡର ପାଦ ଦେଶରେ ଅବସ୍ଥିତ “ନନ୍ଦିନୀ ଦେବୀ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ” ପରିସରରେ ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରରେ ପ୍ରଥମ ଓଡିଆ ସୂଚନା…