Category: ଢେଙ୍କାନାଳ

ଛାତ୍ର ଛାତ୍ରୀଙ୍କ ଦ୍ବାରା ସଡକ ସୁରକ୍ଷା ସପ୍ତାହ ପାଳିତ

ଛାତ୍ର ଛାତ୍ରୀଙ୍କ ଦ୍ବାରା ସଡକ ସୁରକ୍ଷା ସପ୍ତାହ ପାଳିତ। ରବିଶଙ୍କର ପ୍ରାଥମିକ ସ୍କୁଲରେ ଛାତ୍ର ଛାତ୍ରୀଙ୍କ ଦ୍ବାରା ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ଗୋଷ୍ଠି ଉନ୍ନୟନ ଅଧିକାରି ଉପସ୍ଥିତ ଥିଲେ। ସ୍କୁଲର…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ | ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପଂଚାୟତ ସମିତି କାର୍ଯ୍ୟଳୟ ଠାରେ ଜିଲ୍ଲାପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି|ଏହି ମିଳିତ ଅଭିଯୋଗ ଶୁଣାଣି ରେ ବିଭିନ୍ନ ବିଭାଗର…

୨୬ତମ ଜାତୀୟ ଯୁବ ମହୋତ୍ସବର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି ଶ୍ରୀ ଅନୁରାଗ ଠାକୁର

ଜାତୀୟ ଯୁବ ମହୋତ୍ସବ ଏକତା ଏବଂ ଅଖଣ୍ଡତାର ପ୍ରତୀକ ଅଟେ କାରଣ ଏହା ଭାରତର ଏକ ପ୍ରତିବିମ୍ବ ସୃଷ୍ଟି କରେ: ଶ୍ରୀ ଅନୁରାଗ ଠାକୁର କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ତଥା ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ…

ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଆଇକନିକ ସପ୍ତାହ ପାଳନ କରିବ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବା ଏବଂ ଭାରତର ନାଗରିକ, ସଂସ୍କୃତି ଓ ସଫଳତାର ସମୃଦ୍ଧଶାଳୀ ଇତିହାସର ସ୍ମୃତିଚାରଣ କରିବା ଲାଗି ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି…

ମୋନେଟ୍ କମ୍ପାନୀ ସମ୍ମୁଖରେ ଜମିହରା କର୍ମଚାରୀ ମାନଙ୍କ ଧାରଣା

ମୋନେଟ୍ କମ୍ପାନୀ ସମ୍ମୁଖରେ ଜମିହରା କର୍ମଚାରୀ ମାନଙ୍କ ଧାରଣା ଅନୁଗୋଳ ଜିଲ୍ଲା ନିଶା ଇଣ୍ଡଷ୍ଟିଆଲ୍ ଥାନା ଅନ୍ତର୍ଗତ ମୋନେଟ୍ କମ୍ପାନୀ କିଛି ବର୍ଷ ତଳେ ମାଳିବ୍ରାହ୍ମଣୀ ଗ୍ରାମକୁ ବିସ୍ଥାପିତ କରିଥିବା ବେଳେ କିଛି ବର୍ଷ କମ୍ପାନୀ ଚାଲିଥିଲା। କମ୍ପାନୀ ବନ୍ଦ ହୋଇଯାଇଥିବା…

ସଦର ବ୍ଲକ୍ କୃଷକ ସାଥ୍‌ମାନଙ୍କ ବୈଠକ

ସଦର ବ୍ଲକ୍ କୃଷକ ସାଥ୍‌ମାନଙ୍କ ବୈଠକ ଢେଙ୍କାନାଳ , ତା.୧୬.୦୧.୨୦୨୩- ଅଦ୍ୟ ଢେଙ୍କାନାଳ ସହରସ୍ଥିତ ଶ୍ରୀ ଶ୍ରୀ ବଳରାମ ମନ୍ଦିର ପ୍ରାଙ୍ଗଣରେ ସଦର ବ୍ଲକ କୃଷକ ସାଥୀମାନଙ୍କର ଏକ ବୈଠକ ସଭାପତି ସନାତନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାରେ ପ୍ରସ୍ତୁତ ହସ୍ତତନ୍ତ ଶାଢୀ ବିକ୍ରିର ଶୁଭାରମ୍ଭ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାରେ ପ୍ରସ୍ତୁତ ହସ୍ତତନ୍ତ ଶାଢୀ ବିକ୍ରିର ଶୁଭାରମ୍ଭ ଢେଙ୍କାନାଳ , ତା , ୧୬ , ୦୧.୨୦୨୩ ଢେଙ୍କାନାଳ ଜିଲ୍ଲାର ସରାଗ ପାଟଣା , ଚନ୍ଦ୍ରଶେଖର ପ୍ରସାଦ , ରଥପଦା , ଗିରିଗୋବର୍ଦ୍ଧନ ( ଖାଲପାଳ )…

ଟ୍ରକ୍ ଚଢି ଗଲା ବାଇକ ଉପରେ

ଅଳ୍ପକେ ବର୍ତ୍ତିଲେ ବାଇକ ଆରୋହୀ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ ସିପିପି ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକ ଉପରେ ଚଢ଼ିଗଲା କୋଇଲା ବୁଝେଇ ଟ୍ରକ। ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାଇକ ଆରୋହୀ। ସୂଚନା ଅନୁଯାୟୀ ବାଇକି…

ଅନୁଗୋଳ ଏନଏଚ୍ -୫୩ର ସମ୍ପ୍ରସାରଣ ୧୭୪ କୋଟି ମଞ୍ଜୁର – ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଅନୁଗୋଳ ଜିଲ୍ଲା ଜାତୀୟ ରାଜପଥ -୫୩କୁ ସମ୍ପ୍ରସାରଣ କରିବା ସହ ଏହାକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି କେନ୍ଦ୍ର…

ରୟାଲ କ୍ରିକେଟ୍ ଟୁର୍ଣ୍ଣାମେଟ୍ ଉଦ୍‌ଯାପିତ

ରୟାଲ କ୍ରିକେଟ୍ ଟୁର୍ଣ୍ଣାମେଟ୍ ଉଦ୍‌ଯାପିତ ଫାଇନାଲ୍ ମ୍ୟାଚ୍‌ରେ ଜିତି ସିଲ୍‌ଭର୍ ଷ୍ଟାର୍ ଚମ୍ପିୟନ୍ ହୋଇଛି ଢେଙ୍କାନାଳ , ୧୫ / ୦୧ : ରୟାଲ କ୍ରିକେଟ୍ କ୍ଲବ୍ ଦ୍ୱାରା ଆୟୋଜିତ କ୍ରିକେଟ୍ ଟୁର୍ଣ୍ଣାମେଂଟ ଅଦ୍ୟ ଉଦ୍‌ଯାପିତ ହୋଇଯାଇଅଛି । ଟୁର୍ଣ୍ଣାମେଂଟ୍‌ଟି ଗତ…