ଢେଙ୍କାନାଳରେ ରୀତିନୀତିରେ ଦୋଳପୁର୍ଣିମା ପାଳିତ
ଢେଙ୍କାନାଳରେ ରୀତିନୀତିରେ ଦୋଳପୁର୍ଣିମା ପାଳିତ ଜେ ବି ଏନ, ରିପୋର୍ଟ, ସୁଶାନ୍ତ କୁମାର ସାମଲ, ଆଜି(୨୮/୦୩/୨୦୨୧) ଢେଙ୍କାନାଳର ବିଭିନ୍ନ ସ୍ଥାନରେ ଦୋଳପୁର୍ଣିମା ପାଳିତ ହୋଇଯାଇଛି । ଭଗବାନ ରାଧାକୃଷ୍ଣ ଦୋଳ ମେଲଣରେ ବୁଲି ବୁଲି ଭକ୍ତ ମାନଙ୍କୁ ଦର୍ଶନ ଦେବା ସହ…
