ଉତ୍କଳ ଦିବସ ଉପଲକ୍ଷେ ବରପୁତ୍ରଙ୍କୁ ପୁଷ୍ପମାଲ୍ୟ ଅର୍ପଣ
ଉତ୍କଳ ଦିବସ ଉପଲକ୍ଷେ ବରପୁତ୍ରଙ୍କୁ ପୁଷ୍ପମାଲ୍ୟ ଅର୍ପଣ ଆଜି ଜିଲ୍ଲା ପୌରପାଳିକା ପକ୍ଷରୁ ଉତ୍କଳ ଦିବସ ଅବସରରେ ଢେଙ୍କାନାଳ ର ବୀର ପୁତ୍ର ମାନଙ୍କୁ ବସଷ୍ଟାଣ୍ଡ ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ଓ ଗୋପବନ୍ଧୁଙ୍କ ମୂର୍ତ୍ତୀ ବଲରାମ ମନ୍ଦିର ସ୍ଥିତ ସାରଙ୍ଗ ଧର…
