ଜିଲ୍ଲା କଂଗ୍ରେସ କମିଟି ତରଫରୁ ଢେଙ୍କାନାଳ ଜିଲ୍ଲାପାଳ ଙ୍କ ନିକଟରେ ଇନ୍ଧନ ଗ୍ୟାସ୍ ଅଚଳାବସ୍ଥା ସୁଧାରିବା ନେଉ ସ୍ମାରକ ପତ୍ର ପ୍ରଦାନ
ଅଦ୍ୟ ତା ୧୩.୩.୨୬ ରିଖ ଶୁକ୍ରବାର ଦିନ ୧୨ ଘଣ୍ଟା ସମୟରେ ପିସିସି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଢେଙ୍କାନାଳ ଜିଲ୍ଲାପାଳ ଙ୍କ ନିକଟରେ ବର୍ତ୍ତମାନ ସମୟରେ ଉପୁଜିବା ଇନ୍ଧନ ଗ୍ୟାସ୍ ର ଯେଉଁ ଅଚଳାବସ୍ଥା…
