Category: ଢେଙ୍କାନାଳ

ମନରେଗା ଯୋଜନାରେ ଶ୍ରମିକ ଶାଜୁଛି ମେସିନ

ମନରେଗା ଯୋଜନାରେ ଶ୍ରମିକ ଶାଜୁଛି ମେସିନ……….. କଙ୍କଡ଼ାହାଡ଼ ବ୍ଲକ ଉପାନ୍ତ ଅଞ୍ଚଳ ମହାବିରୋଡ଼ ପଂଚାୟତରେ ଦିନରେ ମନରେଗା ଯୋଜନାରେ ମେସିନ ଲଗେଇ କାର୍ଯ୍ୟ କରାଯାଉଛି!ବିଧାୟକ ବିଭୂତି ଭୂଷଣ ପ୍ରଧାନଙ୍କ ଜୋନ ହେଇଥିବାରୁ ଭୟ ନ କରି କାମ ଖୋଲୁମଖୋଲା ମେସିନ ଲଗାଯାଉଛି!ଗରିବ…

୩୮ତମ କୁରାଳ ପଞ୍ଚମୀ ର ପୂର୍ଣ୍ଣାହୁତି ଓ ଭସାଣୀ ଉତ୍ସବ

୩୮ତମ କୁରାଳ ପଞ୍ଚମୀ ର ପୂର୍ଣ୍ଣାହୁତି ଓ ଭସାଣୀ ଉତ୍ସବ ଢେଙ୍କାନାଳ, ୦୧/୧୨: ଢେଙ୍କାନାଳ ସ‌ହର ମୀନାବଜାର କୁମ୍ଭାରସାହିରେ ୩୮ତମ କୁରାଳ ପଞ୍ଚମୀ ର ଆଜି ପୂଣ୍ଡାହୁତି ସହିତ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜା, ଗୋ-ପୂଜା,…

ଗ୍ରାମରେ ଶ୍ରୀରାଧା କୃଷ୍ଣଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବର ଚତୁର୍ଥ ଦିବସ ତଥା ଶେଷ ଦିନରେ ପୂର୍ଣ୍ଣାହୂତି

ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀର ଗଁଦିଆ ବ୍ଲକ ଅନ୍ତର୍ଗତ କଙ୍କା ଗ୍ରାମରେ ଶ୍ରୀରାଧା କୃଷ୍ଣଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବର ଚତୁର୍ଥ ଦିବସ ତଥା ଶେଷ ଦିନରେ ପୂର୍ଣ୍ଣାହୂତି ଅବସରରେ ଆଜି ସକାଳ ସମୟରେ ସୂର୍ଯ୍ୟପୂଜା ସକାଳ ଆଳତୀ ମଧ୍ୟାହ୍ନ ଧୂପ…

କବି କବୟତ୍ରୀଙ୍କର କବିତା ଆସର

କବି କବୟତ୍ରୀଙ୍କର କବିତା ଆସର ଢେଙ୍କାନାଳ, ୦୧/୧୨: ସପ୍ତଶଯ୍ୟା ସାହିତ୍ୟ ସଂସଦ କାମଧେନୁକୋଟ, ଢେଙ୍କାନାଳର ପ୍ରଥମ ବାର୍ଷିକ ଉତ୍ସବ କାମଧେନୁ କୋଟ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ କୌଶିକ ନାୟକ ଯୋଗଦାନ କରିଥିଲେ…

ଉନ୍ନତିମୂଳକ କାର୍ଯ୍ୟକୁ ନିମ୍ନମାନର କହିବାରୁ ସମିତିସଭ୍ୟାଙ୍କ ଜିଲ୍ଲାପାଳଙ୍କୁ ଅଭିଯୋଗ

ଉନ୍ନତିମୂଳକ କାର୍ଯ୍ୟକୁ ନିମ୍ନମାନର କହିବାରୁ ସମିତିସଭ୍ୟାଙ୍କ ଜିଲ୍ଲାପାଳଙ୍କୁ ଅଭିଯୋଗ ଢେଙ୍କାନାଳ, ୦୧/୧୨: କଙ୍କଡାହାଡ ପଞ୍ଚାୟତ ର ସମିତିସଭ୍ୟାଙ୍କ ଉନ୍ନତିମୂଳକ କାର୍ଯ୍ୟକୁ ନିମ୍ନ ମାନର କହିବାରୁ ସମିତସଭ୍ୟା ରାଧା ବେହେରା ଜିଲ୍ଲାପାଳଙ୍କୁ ଅଦ୍ୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଜନଶୁଣାଣି କାର୍ଯ୍ୟକ୍ରମରେ ଅଭିଯୋଗ…

କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ମାର୍ଗଶିର ମାସର ମୋକ୍ଷଦା ଏକାଦଶୀ ନୀତି ପାଳନ

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ମାର୍ଗଶିର ମାସର ମୋକ୍ଷଦା ଏକାଦଶୀ ନୀତି ପାଳନ କରାଯାଇଛି। ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ,ବସ୍ତ୍ର, ତୁଳସୀ ହାର ଓ ଫୁଲହାର, ବଲ୍ଲଭ ଭୋଗ ଲାଗି କରାଯାଇଥିଲା,…

କଙ୍କା ଗ୍ରାମରେ ଶ୍ରୀରାଧା କୃଷ୍ଣଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ୧୦୮ କଳସ ଯାତ୍ରା

ଆଜି ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀର ଗଁଦିଆ ବ୍ଲକ ଅନ୍ତର୍ଗତ କଙ୍କା ଗ୍ରାମରେ ଶ୍ରୀରାଧା କୃଷ୍ଣଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଆଜି ପୂର୍ବାହ୍ନରେ ଗ୍ରାମ ସନ୍ନିକଟରେ ପ୍ରବାହିତ ପବିତ୍ର ବ୍ରାହ୍ମଣୀ ନଦୀ ଭୈରବୀ ଘାଟ ନିକଟରୁ ପାରମ୍ପରିକ ବୈଦିକ…

ମଠକରଗୋଳା ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ମଠକରଗୋଳା ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କାମାକ୍ଷାନଗର,ତା ୨୮.୧୧.୨୦୨୫_________________________କାମାକ୍ଷାନଗର ଉପଖଣ୍ଡ ମଠକରଗୋଳା ମହାବିଦ୍ୟାଳୟରେ “ଶୂନ୍ୟ ମୃତାହତ ପକ୍ଷ” ପାଳନ ଅବସରରେ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ, ଢେଙ୍କାନାଳ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର…

ମାର୍ଗଶିର ମାସର ଓଢ଼ଣ ପାର୍ବଣ ଷଷ୍ଠୀ ରେ ବଳରାମ, ସୁଭଦ୍ରା, କୃଷ୍ଣ, ରୁଙ୍କୁଣୀ, ମଦନ ମୋହନ ଓ ସମସ୍ତ ଠାକୁରଙ୍କ ଘୋଡ଼ ଲାଗି କରାଯାଇଥିଲା

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ମାର୍ଗଶିର ମାସର ଓଢ଼ଣ ପାର୍ବଣ ଷଷ୍ଠୀ ରେ ବଳରାମ, ସୁଭଦ୍ରା, କୃଷ୍ଣ, ରୁଙ୍କୁଣୀ, ମଦନ ମୋହନ ଓ ସମସ୍ତ ଠାକୁରଙ୍କ ଘୋଡ଼ ଲାଗି କରାଯାଇଥିଲା। ସନ୍ଧ୍ୟା ବେଳେ ଆଳତୀ ରାତ୍ର…

ନୂଆକୋଟ ଗ୍ରାମରେ ହିନ୍ଦୋଳ ପୋଲିସ ସମିତି ଦ୍ୱାରା ସଚେତନ ବାର୍ତ୍ତା

ନୂଆକୋଟ ଗ୍ରାମରେ ହିନ୍ଦୋଳ ପୋଲିସ ସମିତି ଦ୍ୱାରା ସଚେତନ ବାର୍ତ୍ତା। ହିନ୍ଦୋଳ :26/11/2025ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବାଉଁଶ ପୋଖରୀ ପଞ୍ଚାୟତ ନୂଆକୋଟ ଗ୍ରାମରେ ଆଜି ହିନ୍ଦୋଳ ପୋଲିସ ସମିତି ଦ୍ୱାରା ଏକ ଆଇନ ସମ୍ବନ୍ଧିୟ ସଚେତନ ଶିବିର ଓ ସମ୍ବିଧାନ ଦିବସ…