ଭାରତ-ସ୍ଲୋଭାକ୍ ବ୍ୟବସାୟିକ ଫୋରମ୍କୁ ବ୍ରାଟିସ୍ଲାଭାଠାରେ ଉଦ୍ଘାଟନ କଲେ ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବ୍ରାଟିସ୍ଲାଭା ଠାରେ ସ୍ଲୋଭାକ୍- ଭାରତ ବ୍ୟାବସାୟିକ ଫୋରମ୍କୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀମତୀ ମୁର୍ମୁ ଭାରତ-ସ୍ଲୋଭାକିଆ ବନ୍ଧୁତ୍ୱକୁ ସଶକ୍ତ କରିବା ଦିଗରେ ନିଜର ପ୍ରତିଶ୍ରୁତିବଦ୍ଧତା ଲାଗି ତାଙ୍କର ସ୍ଲୋଭାକିଆ ପ୍ରତିପକ୍ଷ…
