Category: ପୁରୀ

ଶ୍ରୀମନ୍ଦିର ନିକଟରେ ଅଗ୍ନିକାଣ୍ଡ

ପୁରୀ: ପୁରୀ ଶ୍ରୀମନ୍ଦିର ନିକଟ ବଡ଼ଦାଣ୍ଡରେ ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ୍ ଟ୍ରାନ୍ସଫର୍ମରରେ ଲାଗିଥିଲା ନିଆଁ। ଟ୍ରାନ୍ସଫର୍ମର ଟି ଶ୍ରୀମନ୍ଦିରର ମାତ୍ର ୧୦୦ ମିଟର ଦୂରରେ ଲାଗିଥିବା ସୂଚନା। ପ୍ରାୟ ଏକ ଘଣ୍ଟାର କସରତ ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ଟିମ୍।…

ବୋର୍‌ୱେଲ୍‌ରେ ପଡ଼ି ଶିଶୁକନ୍ୟା ମୃତ

ପୁରୀ: ସଦର ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ବୋର୍‌ୱେଲ୍‌ରେ ପଡ଼ି ଜଣେ ଶିଶୁକନ୍ୟାର ମୃତ୍ୟୁ ହୋଇଛି। ମୃତ ଶିଶୁ ଜଣକ ସ୍ଥାନୀୟ ନରେନ୍ଦ୍ର କୋଣ ମଙ୍ଗଳାସାହି ଅଞ୍ଚଳର ଅଜୟ ନାୟକଙ୍କ ଦେଢ଼ ବର୍ଷ ବୟସର ଶିଶୁକନ୍ୟା ସମାୟିରା…

ପାଞ୍ଚଟି ପଞ୍ଜିକାକୁ ଶ୍ରୀମନ୍ଦିର ପ୍ରଶାସନ ଦେଲା ପ୍ରକାଶନ ଅନୁମତି

ଭୁବନେଶ୍ବର: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୦୨୬-୨୭ ବର୍ଷର ଚୂଡାନ୍ତ ପାଞ୍ଜି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ, ଶ୍ରୀମନ୍ଦିର ଜ୍ୟୋତିଷ, ପୂଜାପଣ୍ଡା ନିଯୋଗ, ମୁକ୍ତିମଣ୍ଡପ ପଣ୍ଡିତ…

କିନ୍ନର ହତ୍ୟାକାଣ୍ଡ ଅଭିଯୁକ୍ତକୁ ପିପିଲି ପୋଲିସ କଲା ଏନକାଉଣ୍ଟର

ପିପିଲି : କିନ୍ନର ହତ୍ୟାକାଣ୍ଡ ଅଭିଯୁକ୍ତକୁ ପିପିଲି ପୋଲିସ ଏନକାଉଣ୍ଟର କରିଥିବା ସୂଚନା ମିଳିଛି। ଗତ ୧ ତାରିଖରେ ସିଫା ନିକଟରେ ଜଣେ କିନ୍ନରଙ୍କୁ ହତ୍ୟା କରାଯାଇଥିଲା । ତେବେ ବୁଧବାର ରାତିରେ ଓଭରବ୍ରିଜ ନିକଟ ନାଇରା ପେଟ୍ରୋଲ ପମ୍ପ ନିକଟରେ…

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଭୋରୁ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ଭିତରେ ପ୍ରାୟ ୧୫ରୁ ୨୦…

ଶ୍ବେତଗଙ୍ଗାରେ ପିଣ୍ଡଦାନ ପରେ ଶ୍ରୀଜିଉଙ୍କ ଦର୍ଶନ କଲେ ରାଷ୍ଟ୍ରପତି

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କଲେ ରାଷ୍ଟ୍ରପତି । ଶ୍ବେତଗଙ୍ଗାରେ ପିଣ୍ଡଦାନ ପରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି। ଗୋପାଳବଲ୍ଲଭ ଭୋଗ ଶେଷ ହେବା ପର୍ଯ୍ୟନ୍ତ ଅର୍ଥାତ୍ ସକାଳ ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ…

ଶ୍ରୀକ୍ଷେତ୍ରର ଅନାଲୋଚିତ ଇତିହାସ: କେମିତି ନିର୍ମିତ ହେଲା ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିର?

​୧. ନିର୍ମାଣର ଐତିହାସିକ ପୃଷ୍ଠଭୂମି ​ଶ୍ରୀମନ୍ଦିରର ନିର୍ମାଣ କୌଣସି ଜଣେ ଶାସକଙ୍କ ଦ୍ୱାରା ଶେଷ ହୋଇନଥିଲା। ଏହା ବିଭିନ୍ନ ସମୟରେ ପରିବର୍ଦ୍ଧିତ ହୋଇଛି: ​୨. ସ୍ଥାପତ୍ୟ କଳାର ବିସ୍ମୟ (ପଞ୍ଚରଥ ଶୈଳୀ) ​ଶ୍ରୀମନ୍ଦିର କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ। ଏଥିରେ ଚାରିଗୋଟି…

ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

ଆଜି ପବିତ୍ର ମାଘ ସପ୍ତମୀ ଅବସରରେ ଭୋରୁ ଭୋରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଛନ୍ତି । ଚନ୍ଦ୍ରଭାଗାରେ ମାଘ ସପ୍ତମୀ ବୁଡ଼ ପକାଇବା ପାଇଁ ଗତକାଲି ଅପରାହ୍ନରୁ ମେଳା ପଡ଼ିଆରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା…

ଅନୁକୂଳ ହେଲା ଘୋଷଯାତ୍ରା ପାଇଁ ପ୍ରଥମ ରଥକାଠ

ଚଳିତ ବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଅନୁକୂଳ ହେଲା ପ୍ରଥମ କାଠ । ଶ୍ରୀକ୍ଷେତ୍ରରେ ରଥକାଠ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସେବାୟତଙ୍କ ଉପସ୍ଥିତିରେ କରାଗଲା ଅନୁକୂଳ । ଆଜି ପବିତ୍ର ଶ୍ରୀ ପଞ୍ଚମୀ ଉପଲକ୍ଷେ ଶ୍ରୀମନ୍ଦିରରେ ଚଳିତ…

ବୋମା ଧମକ ପରେ ପୁରୀରେ ସ୍ପେଶାଲ କମାଣ୍ଡୋ ମୁତୟନ

ପୁରୀରେ ସ୍ପେଶାଲ ଫୋର୍ସ କମାଣ୍ଡୋ। ବୋମା ଧମକ ପରେ ପୁରୀରେ ସ୍ପେଶାଲ କମାଣ୍ଡୋ ମୁତୟନ କରାଯାଇଛି । ବଡ଼ଦାଣ୍ଡ ଏବଂ ସମ୍ବେଦନଶୀଳ ସ୍ଥାନମାନଙ୍କରେ କମାଣ୍ଡୋ ପକ୍ଷରୁ ପଇଁତରା ମରାଯାଉଛି । ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିରକୁ ବୋମା ପକାଇ ଉଡ଼ାଇ ଦେବୁ। ଶ୍ରୀମନ୍ଦିର…