Category: ଭୁବନେଶ୍ବର

ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି

ଗ୍ରୀଷ୍ମ ପ୍ରବାହ ସମୟରେ ପୂର୍ବାହ୍ଣରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଶ୍ରମିକଙ୍କ ନିୟୋଜନ ଉପରେ କଟକଣା ରହିଛି। ଚଳିତ ବର୍ଷ ମଧ୍ୟ ଶ୍ରମ ବିଭାଗ ଏବଂ ଏସ୍ଆର୍‌ସି ନିର୍ଦେଶ ଜାରି କରି ପୂର୍ବାହ୍ଣ ୧୧ରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଖରାରେ କାମ କରାଇବାକୁ ବାରଣ…

ଓଡ଼ିଶା ପୋଲିସରେ ହେବ ବଡ଼ ନିଯୁକ୍ତି: ୭୬୬୪ ପଦ ଭର୍ତ୍ତି ପ୍ରକ୍ରିୟା OUSSSCକୁ ହସ୍ତାନ୍ତର

ଓଡ଼ିଶା ପୋଲିସରେ ବଡ଼ ନିଯୁକ୍ତି ନେଇ ଘୋଷଣା। କନଷ୍ଟେବଳରୁ ଆରମ୍ଭ କରି ସବଇନ୍ସପେକ୍ଟର ପର୍ଯ୍ୟନ୍ତ ନିଯୁକ୍ତି ହେବ । ୭,୬୬୪ଟି ଖାଲି ପଡ଼ିଥିବା ପଦବୀର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ନୂଆ କରି ଗଠନ ହୋଇଥିବା ଓଡ଼ିଶା ୟୁନିଫର୍ମଡ ସର୍ଭିସେସ…

ଜୁଲାଇ 2ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଜୁଲାଇ 2ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ । ଏନେଇ ଆଜି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷା ଗୋଟିଏ ସିଟିଂରେ ହେବ । ପ୍ରତ୍ୟକ ଦିନ ପରୀକ୍ଷା ସକାଳ…

ଆଜିର ରାଶିଫଳ

ଆଜିର ରାଶିଫଳ – ୨୮ ମେ ୨୦୨୬, ଗୁରୁବାର ଜାଗ୍ରତ ଭାରତ ନ୍ୟୂଜ୍ ପାଠକମାନଙ୍କ ପାଇଁ ଆଜିର ଦିନଟି କିପରି ରହିବ, ଆସନ୍ତୁ ଜାଣିବା: ମେଷ ରାଶି ବୃଷ ରାଶି ମିଥୁନ ରାଶି କର୍କଟ ରାଶି ସିଂହ ରାଶି କନ୍ୟା ରାଶି…

ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଦିଲ୍ଲୀରେ ଚୁଡାନ୍ତ ନିଷ୍ପତ୍ତି

ଗତ କିଛିଦିନ ଧରି ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ଏପରିକି ତାହା ଧିରେଧିରେ ଘନେଇବାରେ ମଧ୍ୟ ଲାଗିଛି। ଏପରି ଚର୍ଚ୍ଚାର ମୁଖ୍ୟ କାରଣ ହେଲା, ବର୍ତ୍ତମାନ ପୁରା ବିଜେପି ଟିମ ନୂଆଦିଲ୍ଲୀରେ ଡେରା ପକାଇଛନ୍ତି। ରାଜ୍ୟ…

କ୍ରୀଡବିତ୍ ଙ୍କ ପାଇଁ ଖୁସି ଖବର,୨୦୨୭ ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିବ ଓଡ଼ିଶା

ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୭’ର ଆୟୋଜନ କରିବ ଓଡ଼ିଶା। ବିଶ୍ୱ କ୍ରୀଡ଼ା ଜଗତରେ ଓଡ଼ିଶାର ସୁନାମ ପୁଣି ଥରେ ଶୀର୍ଷକୁ ଛୁଇଁଛି।ଆସନ୍ତା ୨୦୨୭ ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିବାର ବଡ଼ ସୁଯୋଗ ଓଡ଼ିଶାକୁ ମିଳିଛି । ହଂକଂଠାରେ…

ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ବାଜିଲା ବିଗୁଲ

୧୮ ଜୁନରେ ହେବ ରାଜ୍ୟସଭା ଉପନିର୍ବାଚନ । ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ବାଜିଲା ବିଗୁଲ । ଜୁନ୍ ୧ରେ ପ୍ରକାଶ ପାଇବ ବିଜ୍ଞପ୍ତି । ଜୁନ୍ ୮ ନାମାଙ୍କନ ଦାଖଲର ଶେଷ ତାରିଖ । ୧୮ ଜୁନରେ ମତଦାନ ହେବ…

ପୁରୀରେ ହେବ BRICS ସମ୍ମିଳନୀ

ଯୋଗ ଦେବେ BRICS ରାଷ୍ଟ୍ରସମୂହର ପ୍ରତିନିଧି ଏବଂ ବିଶେଷଜ୍ଞବୃନ୍ଦ – ବିପର୍ଯ୍ୟୟ ପରିଚାଳନାରେ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କରେ ହେବ ଆଲୋଚନା ବନେଶ୍ୱର: ଭାରତର BRICS ଅଧ୍ୟକ୍ଷତା ଅଧୀନରେ ଆୟୋଜିତ ହେବାକୁ ଥିବା “Disaster Risk Reduction Working Group” (DRRWG)ର ବୈଷୟିକ…

ବିଧାନସଭାର ଶ୍ରେଷ୍ଠ ବିଧାୟକଙ୍କ ଚୟନ ପାଇଁ କମିଟି ଗଠନ

ଭୁବନେଶ୍ଵର : ଓଡ଼ିଶା ବିଧାନସଭାର ଶ୍ରେଷ୍ଠ ବିଧାୟକଙ୍କ ଚୟନ ପାଇଁ କମିଟି ଗଠନ। ଓଡ଼ିଶା ଶ୍ରେଷ୍ଠ ବିଧାୟକ ପୁରସ୍କାର-୨୦୦୨ର ନିୟମ ୩ ଅନୁଯାୟୀ, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସଦସ୍ୟମାନଙ୍କୁ ନେଇ ଏକ କମିଟି ଗଠିତ ହୋଇଛି। ଏହି କମିଟି ବିଧାନସଭାର ଶ୍ରେଷ୍ଠ ବିଧାୟକ…

ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର: ସହରାଞ୍ଚଳ ଶାସନରେ ଦକ୍ଷତା,ସ୍ୱଚ୍ଛତା ଏବଂ ଉତ୍ତର ଦାୟିତ୍ଵ ବୃଦ୍ଧି କରିବା ଲକ୍ଷ୍ୟରେ ଏକ ବଡ଼ ଧରଣର ପ୍ରଶାସନିକ ଅଦଳବଦଳ କରାଯାଇଛି। ରାଜ୍ୟର ବିଭିନ୍ନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB)ରେ କାର୍ଯ୍ୟରତ ବିଭିନ୍ନ କ୍ୟାଡରର ୩୬୦ ଜଣ ଅଧିକାରୀଙ୍କୁ ଗୃହ ଓ…