ଆଜିଠାରୁ ଏସିଆ କପ୍ : ଉଦ୍ଘାଟନି ମ୍ୟାଚ୍ରେ ଆଫ୍ଗାନିସ୍ତାନ ଓ ହଙ୍ଗ୍କଙ୍ଗ୍ ମଧ୍ୟରେ ମୁକାବିଲା
ନୁଆଦିଲ୍ଲୀ, ୦୯/୦୯ : ଆଜି ଠାରୁ ଆରମ୍ଭ ହେଉଛି ଏସିଆ କପ୍-୨୦୨୫ । ଉଦ୍ଘାଟନି ମ୍ୟାଚ୍ରେ ଆଫ୍ଗାନିସ୍ତାନ ଓ ହଙ୍ଗ୍କଙ୍ଗ୍ ମଧ୍ୟରେ ମୁକାବିଲା କରିବେ। ଭାରତୀୟ ଦଳ ବୁଧବାରରୁ ଦୁବାଇରେ ୟୁଏଇ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ। ସବୁଠାରୁ ବଡ଼…
