Category: Cricket

‘ଯେଉଁମାନେ ଭାରତ-ପାକିସ୍ତାନ ମ୍ୟାଚ ଦେଖିଛନ୍ତି ସେମାନେ ଦେଶଦ୍ରୋହୀ’ -ଉଦ୍ଧବ ଠାକରେ

ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏକ ବଡ଼ ବୟାନ ଦେଇଛନ୍ତି । ଦୁବାଇରେ ଅନୁଷ୍ଠିତ ହୋଇଥିବା ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚକୁ ନେଇ ସେ ଏହି ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଯେଉଁମାନେ ଏହି ମ୍ୟାଚ୍ ଦେଖିଛନ୍ତି ସେମାନେ ଦେଶଦ୍ରୋହୀ।…

ୱେଷ୍ଟଇଣ୍ଡିଜ୍ ଦଳ ୧୬୨ ରନରେ ଅଲଆଉଟ୍

ଭାରତ ବନାମ ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ସିରିଜର ପ୍ରଥମ ଟେଷ୍ଟ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି । ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜ୍ ଦଳକୁ ୧୬୨ ରନରେ ଅଲଆଉଟ୍ କରିବା ପରେ, ଟିମ୍ ଇଣ୍ଡିଆ ଏବେ…

ଘୋଷଣା ହେଲା ଓଡ଼ିଶା ରଣଜୀ ଟିମ୍‌; ଶୁଭ୍ରାଂଶୁ ସେନାପତି ଅଧିନାୟକ

ଭୁବନେଶ୍ବର: ଓଡିଶା ରଣଜୀ ଦଳ ହେଲା ଘୋଷଣା । ୨୦୨୫-୨୬ ରଣଜୀ ସିଜିନର ପ୍ରଥମ ୩ ମ୍ୟାଚ ପାଇଁ ୧୫ ଜଣିଆ ଟିମ୍‌ ଘୋଷଣା କଲା ଓଡିଶା କ୍ରିକେଟ ସଂଘ । ଶୁଭ୍ରାଂଶୁ ସେନାପତି ଦଳର ଅଧିନାୟକ ଚୟନ ହୋଇଛନ୍ତି। ଘୋଷଣା…

ଏସିଆ କପ୍ କ୍ରିକେଟରେ ବିଜୟ ମୁକୁଟ ପିନ୍ଧିଲା ଭାରତ

ଶେଷରେ ଏସିଆ କପ୍ କ୍ରିକେଟରେ ବିଜୟ ମୁକୁଟ ପିନ୍ଧିଲା ଭାରତ । ଏସିଆ କପ୍ ଟି-୨୦ରେ ଅପରାଜୟ ଥିବା ଭାରତ ଶେଷରେ ସେହି ପାରମ୍ପରିକ ପ୍ରତିଦ୍ବନ୍ଦି ପାକିସ୍ତାନକୁ ପ୍ରଥମ ଥର ପାଇଁ ପରାସ୍ତ କରିଛି । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା…

ବିସିସିଆଇ ନୂଆ ଅଧ୍ୟକ୍ଷ ହେଲେ ମିଥୁନ ମନହାସ

ଆଜି ଭାରତୀୟ କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ଭାରତୀୟ କ୍ରିକେଟ ବୋର୍ଡ ବା ବସିସିଆଇର ନୂଆ ଅଧ୍ୟକ୍ଷ ଭାବେ ମିଥୁନ ମନହାସ ଦାୟିତ୍ୱ ନେଇଛନ୍ତି । ଆଜି ତାଙ୍କୁ ଏହି ଦାୟିତ୍ୱ ବିସିସିଆଇର ବାର୍ଷିକ ବୈଠକରେ…

ସୁପର ଓଭରରେ ଜିତିଲା ଭାରତ

ମୁମ୍ବାଇ: ଏସିଆ କପ୍ ୨୦୨୫ରେ ଟିମ୍ ଇଣ୍ଡିଆର ବିଜୟ ଯାତ୍ରା ଜାରି ରହିଛି। ସୁପର-୪ର ଶେଷ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ସୁପର ଓଭରରେ ପରାସ୍ତ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଓ୍ଵିକେଟ ହରାଇ ୨୦୨ ରନ୍…

ଓଡିଶା ପ୍ରୋ ଟି୨୦ ଲିଗ: ଫାଇନାଲରେ ସମ୍ବଲପୁର ୱାରିୟର୍ସ

କଟକ: ଚଳିତ ଓଡିଶା ପ୍ରୋ ଟି୨୦ ଲିଗ କ୍ରିକେଟ ଟୁର୍ଣ୍ଣାମେଂଟର ଫାଇନାଲରେ ସମ୍ବଲପୁର ୱାରିୟର୍ସ ପ୍ରବେଶ କରିଛି । ସମ୍ବଲପୁର ଫାଇନାଲରେ ପୁରୀ ଟାଇଟାନ୍ସ ଓ କଟକ ପାନ୍ଥର୍ସ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାକୁ ଭେଟିବ । ଶୁକ୍ରବାର…

ଏସିଆ କପ୍ 2025: ଏସିଆ କପ୍‌ ଫାଇନାଲରେ ଭାରତ; ଏପଟେ ଛକା ମାରି ଅଭିଷେକ ରଚିଲେ ଇତିହାସ

ନୁଆଦିଲ୍ଲୀ: ଏସିଆ କପ୍-୨୦୨୫ ସୁପର-୪ ମ୍ୟାଚ୍‌ରେ ବାଂଲାଦେଶକୁ ୪୧ ରନ୍‌ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଏହି ବିଜୟ ସହିତ ଭାରତୀୟ ଦଳ ଏସିଆ କପ୍ ୨୦୨୫ର ଫାଇନାଲରେ ପ୍ରବେଶ କରିଛି। ଏଥିସହ ଅଭିଷେକ ଶର୍ମା ଏବେ ଗୋଟିଏ ଏସିଆ…

ଭାରତ ପୁଣି ପାକିସ୍ତାନକୁ ହରାଇଲା: ଅଭିଷେକ ଓ ଶୁଭମନଙ୍କ ଦମଦାର ବ୍ୟାଟିଂ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ର ସୁପର ଫୋର ମ୍ୟାଚରେ ଭାରତ ପାକିସ୍ତାନକୁ ଧୂଳି ଚଟାଇଲା। ଏହି ବିଜୟ ସହିତ ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ପାକିସ୍ତାନ ବିରୋଧରେ ଲଗାତାର ଦ୍ଵିତୀୟ ବିଜୟ। ଅଭିଷେକ ଶର୍ମା ଅର୍ଦ୍ଧଶତକ ମାରିଥିବା ବେଳେ ଶୁଭମନ ଗିଲ ୪୭…

ଓଡ଼ିଶା ପ୍ରୋ ଟି-୨୦ ଲିଗ୍ : ପ୍ରଥମ ମ୍ୟାଚରେ ଭୁବନେଶ୍ୱରକୁ ହରାଇଲା କଟକ

ଭୁବନେଶ୍ୱର, ୧୮/୦୯ : ବୁଧବାର ଠାରୁ ଆରମ୍ଭ ହୋଇଛି ଓଡ଼ିଶା ପ୍ରୋ ଟି-୨୦ ଲିଗ୍ । ଏହି ମ୍ୟାଚରେ ଭୁବନେଶ୍ୱର ଟାଇଗର୍ସଙ୍କୁ ୩ ଓ୍ୱିକେଟରେ ପରାସ୍ତ କରିଛି କଟକ ପାନ୍ଥର୍ସ । ଦଳ ପକ୍ଷରୁ ସ୍ୱସ୍ତିକ ସାମଲ ଅର୍ଦ୍ଧଶତକ ହାସଲ କରିଥିଲେ…

You missed