Category: Crime

ବଡ ଧରଣ ଡକାୟତି ଯୋଜନା ପଣ୍ଡ

ବଡ ଧରଣ ଡକାୟତି ଯୋଜନା ପଣ୍ଡ, ଜଣେ ଅଟକ ବଅଁରପାଳ, ୩/୬ – ବଅଁରପାଳ ଥାନା କଲେଜ ପାଖ ଏକ ସାହି ରେ ୪ ଜଣ ଯୁବକ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ବଅଁରପାଳ ପୋଲିସ କୋଣସି ସୂତ୍ରରୁ ଖବର…

ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ଡକାୟତି ଘଟଣାରେ ଆଉତିନି ଅଭିଯୁକ୍ତ ଗିରଫ, ସମୁଦାୟ ୧୧ଗିରଫ ଆହୁରି ବାକି

ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ଡକାୟତି ଘଟଣାରେ ଆଉତିନି ଅଭିଯୁକ୍ତ ଗିରଫ, ସମୁଦାୟ ୧୧ଗିରଫ ଆହୁରି ବାକି। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ୱାର୍ଡ଼ ନମ୍ବର୍ ପନ୍ଦର ସ୍ଥିତ ବଡ଼ବିଲ କଳିଙ୍ଗ ରୋଡ଼ରେ ଥିବା…

ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ବନ୍ଧାହେଲେ ସମବାୟ ଅଧିକାରୀ

ଅନୁଗୋଳ – ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ସମବାୟ ଅଧିକାରୀ ଗିରଫ । ଏହି ମାମଲାରେ ପତିତପାବନ ମାଝୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ୩୩ ଲକ୍ଷ ୮୦ ହଜାର ଟଙ୍କା ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଭିଜିଲାନ୍ସ ସମବାୟ ଅଧିକାରୀଙ୍କୁ…

ବଡ଼ ଡକାୟତି ଯୋଜନା ପଣ୍ଡ, ୫ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ରାଉରକେଲା: ବଡ଼ ଡକାୟତି ପାଇଁ ଏକାଠି ହୋଇଥିବା ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କାବୁ କରିବାରେ ସଫଳ ହୋଇଛି ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ପୋଲିସ । ଏମାନେ ନୟାବଜାର କଂଗ୍ରେସ ଭବନ ପଛରେ ଏହି ଯୋଜନା କରୁଥିଲେ । ଶୁକ୍ରବାର ବିଳମ୍ବିତ…

ଓଡ଼ିଶାର ଗଞ୍ଜେଇ ଲିଙ୍କ୍ କାଶ୍ମୀର ଯାଏଁ ଲମ୍ବିଛି

ଭୁବନେଶ୍ବର: କାଶ୍ମୀରରୁ ଆସୁଥିଲା ସେଓ, ଓଡ଼ିଶାରୁ ନିଆଯାଉଥିଲା ଗଞ୍ଜେଇ। ଓଡ଼ିଶାର ଗଞ୍ଜେଇ ଲିଙ୍କ୍ ଲମ୍ବିଛି କାଶ୍ମୀର ଯାଏଁ। ଏଭଳି ଏକ ଗ୍ୟାଙ୍ଗକୁ ଜମ୍ମୁରୁ ଗିରଫ କରି ଭୁବନେଶ୍ବର ଆଣିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ-NCB। ଦୁଇ ଜଣ ଆନ୍ତଃ ରାଜ୍ୟ ଗଞ୍ଜେଇ ବେପାରୀ…

ଲୁହାପଥର ବୋଝେଇ ଟ୍ରକ, ଲୋଡର୍ ମେସିନ ଜବତ,କିନ୍ତୁ ଖଣିମାଫିଆ ଫେରାର୍

ଲୁହାପଥର ବୋଝେଇ ଟ୍ରକ, ଲୋଡର୍ ମେସିନ ଜବତ,କିନ୍ତୁ ଖଣିମାଫିଆ ଫେରାର୍। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତରେ ଅହେତୁକ ମାତ୍ରାରେ ବୃଦ୍ଧି ପାଇଥିବା ପରିଲକ୍ଷିତ ହୁଏ। କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅନ୍ତର୍ଗତ ନୟାଗଡ଼ ରେଳ ସାଇଡ଼ିଂ…

ତ୍ୱିଶା ଶର୍ମା ମୃତ୍ୟୁ ମାମଲା: ପୂର୍ବତନ ବିଚାରପତି ଗିରିବାଳା ସିଂହଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଖାରଜ କରିବାର ଗୋଟିଏ ଦିନ ପରେ ସିବିଆଇ ଗୁରୁବାର ପୂର୍ବତନ ବିଚାରପତି ଗିରିବାଲା ସିଂହଙ୍କୁ ତାଙ୍କ ପୁତ୍ରବଧୂ ତ୍ୱିଶା ଶର୍ମାଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର…

ମୋହନ ସରକାରରେ ଲାଞ୍ଚୂଆ ଅଧିକାରୀଙ୍କ ତ୍ରାହିନାହିଁ, ବନ୍ଧାହେଲେ ACSO

ମୋହନ ସରକାରରେ ଲାଞ୍ଚୂଆ ଅଧିକାରୀଙ୍କ ତ୍ରାହିନାହିଁ, ବନ୍ଧାହେଲେ ACSO। ରାଜ୍ୟରେ ବିଜେପି ସରକାର୍ ତଥା ମୋହନ ସରକାର୍ ଆସିବା ପରେ ସତେ ଯେମିତିକି ଲାଞ୍ଚୁଆ ଅଧିକାରୀଙ୍କ ଉପରେ ଶନିଦଶା ଘାରିଛି । ମୋହନ ସରକାରରେ ତ୍ରାହି ନାହିଁ ଲାଞ୍ଚୁଆ ଅଧିକାରୀଙ୍କୁ। ଯିଏ…

ବନ୍ତଳା ରେଞ୍ଜର କଞ୍ଜା ସେକ୍ସନ ଅନ୍ତର୍ଗତ ମହିଧରପୁର ବିଟ୍‌ର ସେରେନାବେଡା ଗ୍ରାମରେ ନିୟମିତ ପାଟ୍ରୋଲିଂ ସମୟରେ ଶାଗୁଆନ କାଠ ଜବତ

ଅନୁଗୋଳ ବନଖଣ୍ଡ’ର ଅପରାଧ ଡାଏରୀ (ବନ ଅପରାଧ ପାଇଁ ଶୂନ୍ୟ ସହନଶୀଳତା): ୨୬ ମଇ ୨୦୨୬ ତାରିଖ ଦିନ ପ୍ରାୟ ୧:୩୦ ସମୟରେ, ବନ୍ତଳା ବନାଞ୍ଚଳ ଅଧିକାରୀ ତାଙ୍କ ଦଳ ସହିତ ବନ୍ତଳା ରେଞ୍ଜର କଞ୍ଜା ସେକ୍ସନ ଅନ୍ତର୍ଗତ ମହିଧରପୁର ବିଟ୍‌ର…

ସୁଧୀର ପାତ୍ର ହତ୍ୟା ମାମଲା: ଦୁଇ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ସୋମବାର ବିଳମ୍ବିତ ରାତିରେ ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ବ୍ରହ୍ମପୁର ପୋଲିସ । ସେମାନେ ହେଲେ ହେଲେ ବଡ଼ଗଡ଼ ଥାନା ନୂଆଗାଁର ରଞ୍ଜନ ମଲ୍ଲିକ(୨୭) ଓ ଗୁଜରାଟ…