Category: Crime

ହିନ୍ଦୋଳର ଫେରାର ପୂର୍ବ ଟ୍ରେଜେରି ଅଫିସର ଗିରଫ

*ହିନ୍ଦୋଳର ଫେରାର ପୂର୍ବ ଟ୍ରେଜେରି ଅଫିସର ଗିରଫ* ହିନ୍ଦୋଳ -ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ସବ଼ଟ୍ରେଜେରୀ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ମନୋରଞ୍ଜନ ସାହୁ ଭିଜିଲାନ୍ସ ଦ୍ୱାରା ଗିରଫ କୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।…

ବେଆଇନ ବିଦ୍ୟୁତ ହୁକିଂ ଚିହ୍ନଟ ଓ ଜବତ କଲା ବନ ବିଭାଗ

୧୮ ନଭେମ୍ବର, ୨୦୨୫ରେ, ଛେଣ୍ଡିପଦା ରେଞ୍ଜର କୋଶଳା ସେକ୍ସନର କର୍ମଚାରୀ ଏବଂ କୋଶଳାର ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ନେଇ ଗଠିତ ଏକ ମିଳିତ ରାତ୍ରିକାଳୀନ ପାଟ୍ରୋଲିଂ ଦଳ ଛେଣ୍ଡିପଦା ରେଞ୍ଜର କୋଶଳା ସେକ୍ସନର ଅଧିକାର କ୍ଷେତ୍ର ଅନ୍ତର୍ଗତ ବଡ଼ପାଳ ଗ୍ରାମ ନିକଟରେ…

ମରାଣାତ୍ମକ ଆକ୍ରମଣ ମାମଲା : ଦୁଇ ଅଭିଯୁକ୍ତକୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ

ମରାଣାତ୍ମକ ଆକ୍ରମଣ ମାମଲା : ଦୁଇ ଅଭିଯୁକ୍ତକୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ବାଲିଗୁଡା, ତା, ୨୦/୧୧ :(ସୁଶୀଳ କୁମାର ପାଣିଗ୍ରାହୀ): ଗୁରୁବାର ଏକ ମରାଣାତ୍ମକ ଆକ୍ରମଣ ମାମଲାର ବିଚାର କରି ବାଲିଗୁଡା ଅଦାଲତ ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡ…

ଚୋରା ଲୁହାପଥର ବୋଝେଇ ଟ୍ରକ ଜବତ, କିନ୍ତୁ ଖଣିମାଫିଆ ଫେରାର

ଚୋରା ଲୁହାପଥର ବୋଝେଇ ଟ୍ରକଜବତ, କିନ୍ତୁ ଖଣିମାଫିଆ ଫେରାର କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଖଣି ମାଫିଆ ମାନଙ୍କ ଆତଙ୍କ ରାଜ୍। ମନେହୁଏ ଖଣି ମାଫିଆ ମାନଙ୍କ ଆଞ୍ଚଳିକ ପ୍ରଶାସନ ଅଧିକାରୀ ଙ୍କ ମଧୂଚନ୍ଦ୍ରିକା ଯୋଗୁ ଏହିଭଳି ଦୃଶ୍ୟ…

ଭିଜିଲାନ୍ସ ଜାଲରେ ଚମ୍ପୁଆ ଚମ୍ପୁଆ ଅବକାରୀ ବିଭାଗର ଇନ୍ଚାର୍ଯ ବିଜୟ ମହାନ୍ତ

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅବକାରୀ ବିଭାଗର ଅଫିସର ଇନଚାର୍ଜ ବିଜୟ କୁମାର ମହାନ୍ତ 40000 ହଜାର ଟଙ୍କା ଲାଞ୍ଚନେବା ବେଳେ ମାଡିବସିଲା ଭିଜିଲାନ୍ସ l ଆଜି ତାଙ୍କ କାର୍ଯ୍ୟାଳୟରେ ଲାଞ୍ଚ ଟଙ୍କା ନେବା ବେଳେ ମାଡି ବସିଛି କେନ୍ଦୁଝର ଭିଜିଲାନ୍ସ ବିଭାଗ…

ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ୍

ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି। ଭୁବନେଶ୍ଵର ସ୍ପେଶାଲ କୋର୍ଟରେ ଏନ୍‌ଆଇଏ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। ବାଂଲାଦେଶୀ ନାବାଳିକା ମାନଙ୍କୁ ଚାକିରି ଦେବା ନାଁରେ ଆଣି ଅନୈତିକ କାର୍ଯ୍ୟରେ ଲଗାଉଥିବା…

୧୨୦ ଗ୍ରାମ ବ୍ରାଉନ ସୁଗର ଜବତ, ଜଣେ ଗିରଫ

ସମ୍ବଲପୁର : ୧୨୦ ଗ୍ରାମ ବ୍ରାଉନ ସୁଗର ଜବତ, ଜଣେ ଗିରଫ । ସମ୍ବଲପୁର ଟାଉନ ପୋଲିସ ଦ୍ୱାରା ବ୍ରାଉନ ସୁଗର ଜବତ ହୋଇଛି । ଦୁଇ ଗିରଫ ଅଭିଯୁକ୍ତ ହେଲେ ମହମ୍ମଦ ନୁମାଲ ଓ ମହମ୍ମଦ ସହେଲ l ଏହି…

ଚିଲିକାରୁ ୪୪ ମୃତ ବିଦେଶୀ ପକ୍ଷୀ ଜବତ: ଦୁଇ ଶିକାରୀ ଗିରଫ

ଚିଲିକାରେ ଚଳିତ ବର୍ଷର ପ୍ରଥମ ପକ୍ଷୀ ଶିକାର ଘଟଣା ସାମ୍ନାକୁ ଆସିଛି। ଚିଲିକା ବନ୍ୟପ୍ରାଣୀ ବିଭାଗ ୪୪ ଗୋଟି ମୃତ ବିଦେଶୀ ପକ୍ଷୀ ଜବତ କରିବା ସହ ଦୁଇ ପକ୍ଷୀ ଶିକାରୀଙ୍କୁ ଗିରଫ କରିଛି। ଏ ନେଇ ଚିଲିକା ବନ୍ୟପ୍ରାଣୀ ଡ଼ିଏଫଓ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ

ଭୁବନେଶ୍ୱରର ବାଲିଅନ୍ତାରେ ନିୟୋଜିତ ଜଣେ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (ଏଏସଆଇ) ଗୁରୁବାର ଦିନ ଜଣେ ବ୍ୟକ୍ତିଙ୍କ ଠାରୁ ୪,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଦ୍ୱାରା ଗିରଫ ହୋଇଛନ୍ତି।ଅଭିଯୁକ୍ତ ଅଧିକାରୀ ଜଣକ ସୋମନାଥ ପଲେଇ ବୋଲି ଚିହ୍ନଟ ହୋଇଛନ୍ତି। ପାରିବାରିକ…

ବନ୍ୟ ଜନ୍ତୁ ଶିକାର ପାଇଁ ବ୍ୟବହୃତ ବେଆଇନ୍ ଜି ଆଇ ତାର ଓ ହୁକିଂ ସାମଗ୍ରୀ ଜବତ କଲା ବନ ବିଭାଗ

ଅନୁଗୋଳ – ୧୧ ନଭେମ୍ବର, ୨୦୨୫ ଦିନ ସନ୍ଧ୍ୟା ପ୍ରାୟ ୫:୧୦ ସମୟରେ, ଏକ ବିଶ୍ୱସ୍ତ ସୂଚନା ଆଧାରରେ, ଅନୁଗୁଳ ରେଞ୍ଜର ପୁରୁଣାଗଡ଼ ସେକ୍ସନର ଏକ ରାତ୍ରି ପାଟ୍ରୋଲିଂ ଦଳ, ବିଦ୍ୟୁତ ବିଭାଗର କର୍ମଚାରୀମାନଙ୍କ ସହିତ, ପୁରୁଣାଗଡ଼ ସେକ୍ସନର ଅଧିକାର କ୍ଷେତ୍ର…