Category: Crime

ହାତ ତିଆରି ବନ୍ଧୁକ ସହ କାଟ୍ରିଜ୍ ଜବତ କଲା ବନ ବିଭାଗ

ଅନୁଗୋଳ – ନଭେମ୍ୱର ୦୩, ୨୦୨୫ ରେ, ପ୍ରାୟ ରାତି ୯:୪୫ ସମୟରେ, ବନ୍ତଳା ରେଞ୍ଜର ରେଞ୍ଜ ଅଫିସର ଏବଂ କଞ୍ଜା ସେକ୍ସନ କର୍ମଚାରୀଙ୍କ ଦ୍ୱାରା ରାତ୍ରି ପାଟ୍ରୋଲିଂ ସମୟରେ, ଦଳ କଞ୍ଜା ସେକ୍ସନ ଏବଂ ନୂଆଖେତା ସେକ୍ସନ ମଧ୍ୟରେ ସୀମା…

ହାତୀଦାନ୍ତ ବିକ୍ରି ଉଦ୍ୟମ ବେଳେ ମାଡିବସିଲା ବନବିଭାଗ, ତିନି ଗିରଫ ଦୁଇ ହାତୀଦାନ୍ତ ଜବତ

ହାତୀଦାନ୍ତ ବିକ୍ରି ଉଦ୍ୟମ ବେଳେ ମାଡିବସିଲା ବନବିଭାଗ, ତିନି ଗିରଫ ଦୁଇ ହାତୀଦାନ୍ତ ଜବତ କେନ୍ଦୁଝର ଜିଲ୍ଲା ବନ ବିଭାଗ କୁ ମିଳିଛି ବଡ଼ ସଫଳତା।ହାତୀଦାନ୍ତ ବିକ୍ରି ଯେlଜନା ବେଳେ ବନ ବିଭାଗର ଚଢାଉ, ଦୁଇଟି ହାତୀଦାନ୍ତ ସହ ତିନି ମୋଟର…

ଠିକାଦାରଙ୍କ ମଧ୍ୟରେ ଟଙ୍କା ନେଣଦେଣକୁ ନେଇ ଗୁଳିକାଣ୍ଡ, ଛଅ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ୍

ଠିକାଦାରଙ୍କ ମଧ୍ୟରେ ଟଙ୍କା ନେଣଦେଣକୁ ନେଇ ଗୁଳିକାଣ୍ଡ, ଛଅ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ୍ କେନ୍ଦୁଝର ଜିଲ୍ଲା ବଲାଣିଥାନା ଅନ୍ତର୍ଗତ ରାଷ୍ଟ୍ରାୟତ ଉଦ୍ୟୋଗ ସେଲ୍ ଖଣି ଅନ୍ତର୍ଗତ ସେଣ୍ଟ୍ରାଲ ମାଇନିଂ ଆଣ୍ଡ ଲୋଜିଷ୍ଟିକ ଅର୍ଗାନାଇଜେସନ(ସିଏମେଲଓ) ଅଧୀନସ୍ଥ ବଲାଣି ଖଣି ଟାଉନସିପ୍…

ରାଜପଥ ଲୁଟେରାଙ୍କ ଆତଙ୍କ ରାଜ୍, ଚାଳକକୁ ଆକ୍ରମଣ କରି ଲୁଟିଲେ ଟଙ୍କା ଓ ମୋବାଇଲ

ରାଜପଥ ଲୁଟେରାଙ୍କ ଆତଙ୍କ ରାଜ୍, ଚାଳକକୁ ଆକ୍ରମଣ କରି ଲୁଟିଲେ ଟଙ୍କା ଓ ମୋବାଇଲ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ରେ ରାଜପଥ ଲୁଟେରାଙ୍କ ଆତଙ୍କ ରାଜ୍ ଚାଳକକୁ ଆକ୍ରମଣ କରି ଲୁଟିଲେ ଟଙ୍କା ପର୍ସ ଓ…

ଚୋରୀ କରିବାକୁ ଆସି ଫସିଗଲା ଚୋର, କର୍ମଚାରୀଙ୍କ ହାବୁଡ଼ରେ ପଡ଼ି ଗଲା ଜେଲ୍

ଚୋରୀ କରିବାକୁ ଆସି ଫସିଗଲା ଚୋର, କର୍ମଚାରୀଙ୍କ ହାବୁଡ଼ରେ ପଡ଼ି ଗଲା ଜେଲ୍ ଚୋରୀ କରିବାକୁ ଯାଇ ସେଠାରେ ଫସିଗଲା ଚୋର, କର୍ମଚାରୀଙ୍କ ହାବୁଡ଼ରେ ପଡ଼ି ଗଲା ଥାନାକୁ।ଚେlରୀ ବେଳେ ଚେlରକୁ କାବୁ କରି ପୁଲିସ ର ଜିମା ଦେଲେ କର୍ମଚାରୀ…

ଅନୁଗୁଳ ବନ ବିଭାଗର ଅପରାଧ ଡାଏରୀ – ବେଆଇନ ହୁକିଂ କାର୍ଯ୍ୟକଳାପ ଚିହ୍ନଟ

ଅନୁଗୁଳ ବନ ବିଭାଗର ଅପରାଧ ଡାଏରୀ – ବେଆଇନ ହୁକିଂ କାର୍ଯ୍ୟକଳାପ ଚିହ୍ନଟ ୨୭ ନଭେମ୍ବର ୨୦୨୫ ରେ, ନିୟମିତ ରାତ୍ରି ପାଟ୍ରୋଲିଂ ସମୟରେ, ଛେଣ୍ଡିପଦା ରେଞ୍ଜ ଅନ୍ତର୍ଗତ ଛେଣ୍ଡିପଦା-II ସେକ୍ସନର କର୍ମଚାରୀମାନେ କଣଲୋଇ ବିଟର ନୂଆତୈଲା କାଜୁ କ୍ଷେତରେ ବେଆଇନ…

ଛୁରାମାଡ଼ରେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ

ଛୁରାମାଡ଼ରେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ବଅଁରପାଳ,୨୭ା୧୧:ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଫୁଲପଡ଼ା ପଞ୍ଚାୟତରେ ପୂର୍ବତନ ସରପଞ୍ଚ ବିରେନ୍ ଦାସଙ୍କୁ ହତ୍ୟା କରାଯାଇଛି । ବିରେନ୍ଙ୍କୁ ତାଙ୍କ ବଡ଼ ଭାଇର ଜ୍ୱାଇଁ ପ୍ରବୀର ବେହେରା ହତ୍ୟା କରିଛି । ସୁଚନା ମୁତାବକ…

ଜଗତସିଂହପୁରରେ ବେଆଇନ ବାଲି ଚାଲାଣ ପାଇଁ ଚଢ଼ାଉ; ୪୦ରୁ ଊର୍ଦ୍ଧ୍ବ ହାଇୱା ଓ ଟ୍ରାକ୍ଟର ଜବତ

ଜଗତସିଂହପୁରରେ ବେଆଇନ ବାଲି ଚାଲାଣ ପାଇଁ ଚଢ଼ାଉ; ୪୦ରୁ ଊର୍ଦ୍ଧ୍ବ ହାଇୱା ଓ ଟ୍ରାକ୍ଟର ଜବତ ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କିଲିପାଳ ଘାଟରୁ ବେଆଇନ ବାଲି ଚାଲାଣ ରୋକିବାକୁ ଚଢ଼ାଉ କରାଯାଇଛି। ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଡିଆଇଜି ଓ ଏସ୍‌ପିଙ୍କ ତତ୍ତ୍ବାବଧାନରେ ଚଢ଼ାଉ…

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲାରେ ଗିରଫଙ୍କୁ ଝାରପଡ଼ା ଜେଲ୍‌କୁ ସ୍ଥାନାନ୍ତର

ବ୍ରହ୍ମପୁର: ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ୧୨ ଅଭିଯୁକ୍ତ ଭୁବନେଶ୍ବରସ୍ଥିତ ଝାରପଡ଼ା ଜେଲ୍‌କୁ ସ୍ଥାନାନ୍ତର ହୋଇଛନ୍ତି ା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ମାମଲା ହସ୍ତାନ୍ତର…

୧୨ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଏଆରଆଇ

ଭିଜିଲାନ୍ସ ଜାଲରେ ଏଆରଆଇ । ୧୨ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ । କେନ୍ଦ୍ରାପଡା ଜିଲ୍ଲା ଡେରାବିସ ତହସିଲ ନିକିରେଇ ଏଆରଆଇ ଅଭିମନ୍ୟୁ ବେହେରା ଘର ବାରିପଟ୍ଟା କରାଇଦେବା ନାଁରେ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।…