Category: Crime

ବହୁଚର୍ଚ୍ଚିତ ବିଜେଡି ନେତାଙ୍କ ହତ୍ୟା ମାମଲା: ୪ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ବ୍ରାହ୍ନପୁର: ଗଞ୍ଜାମ ଜିଲ୍ଲାର ବହୁ ଚର୍ଚ୍ଚିତ ଦିଗପହଣ୍ଡି ଡବଲ ମର୍ଡର ମାମଲାରେ ୪ ଜଣଙ୍କୁ ଆଜୀବନ ଦଣ୍ଡାଦେଶ । ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପାଳଝାଢ଼ି ଗ୍ରାମର ବିଜେଡି ନେତା ସୁଦର୍ଶନ ସୁଆର ଓ ସୁଧୀର ପାତ୍ର ହତ୍ୟା ମାମଲାର ଚୂଡାନ୍ତ ରାୟ…

୫୩ ଲକ୍ଷ ଟଙ୍କା ହଡ଼ପ କରି ଗିରଫ ହେଲେ ଦୁର୍ନୀତିଗ୍ରସ୍ତ ପୂର୍ବତନ ପିଇଓ

ଭୂବନେଶ୍ୱର: ସରକାରୀ ଟଙ୍କା ଆତ୍ମସାତ କଲେ ଦୁର୍ନୀତିଗ୍ରସ୍ତ ପୂର୍ବତନ ପିଇଓ। ୫୩ ଲକ୍ଷ ଟଙ୍କା ହଡ଼ପ କରି ଗିରଫ ହେଲେ ପିଇଓ। କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ସରମୁଳି ପଞ୍ଚାୟତ ପୂର୍ବତନ ପିଇଓ ଅକ୍ରୁର ମାଝୀଙ୍କୁ ବାନ୍ଧିଲା ଭିଜିଲାନ୍ସ। ପଞ୍ଚାୟତର କାମ ନକରି…

ଚୋରୀ ଅଭିଯୋଗରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ବଡ଼ବିଲ ପୋଲିସ୍କେ

ଚୋରୀ ଅଭିଯୋଗରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ବଡ଼ବିଲ ପୋଲିସ୍କେ ନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ବିଦେଶୀ ମଦ ଦୋକାନରୁ ଚୋରୀ ଅଭିଯୋଗରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି…

କଟକ ମାର୍କେଟ କମ୍ପ୍ଲେକ୍ସରୁ ମୃତଦେହ ଉଦ୍ଧାର

*କଟକ ମାର୍କେଟ କମ୍ପ୍ଲେକ୍ସରୁ ମୃତଦେହ ଉଦ୍ଧାର* କଟକ ବକ୍ସି ବଜାର ଅଞ୍ଚଳର ଏକ ମାର୍କେଟ କମ୍ପ୍ଲେକ୍ସ ନିକଟରୁ ମୃତଦେହ ଉଦ୍ଧାର। ପୋଲିସ ପହଞ୍ଚିବା ସହ ଉଦ୍ଧାର କଲା ମୃତଦେହ। ହତ୍ୟାକାଣ୍ଡ ନେଇ ପୋଲିସର ସନ୍ଦେହ। ବେକ କାଟି କେହି ହତ୍ୟା କରିଥିବା…

ଭୁବନେଶ୍ବରରେ ବିଷାକ୍ତ ମଦ ପିଇ 2 ମୃତ, ବିଦେଶୀ ମଦ ଦୋକାନକୁ ସିଲ୍‌ କଲା ଅବକାରୀ ବିଭାଗ

ଭୂବନେଶ୍ବରରେ ବିଷାକ୍ତ ମଦ ପିଇ 2 ଜଣଙ୍କ ମୃତ୍ୟୁ । ଲକ୍ଷ୍ମୀସାଗର ଅଞ୍ଚଳରେ ଅପମିଶ୍ରିତ ମଦ ପିଇ 2 ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । 4 ଦିନ ତଳେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ…

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍

ଵହୁଚର୍ଚ୍ଚିତ ଗୋପାଳପୁର ଗଣଦୁଷ୍କର୍ମ ମାମଲାର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଏହି ମାମଲାକୁ ରେଡ୍‌ ଫ୍ଲାଗ ଶ୍ରେଣୀଭୁକ୍ତ କରାଯାଇଥିବା ନେଇ ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କ୍ରାଇମବ୍ରାଞ୍ଚର ମହିଳା…

ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ନେଇ ଅଭିଯୋଗ; ୧୦ ଅଭିଯୁକ୍ତ ଗିରଫ

ଗୋପାଳପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା । ସମସ୍ତ ୧୦ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗତକାଲି ୭ ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିଲା । ଆଜି ୩ ଜଣଙ୍କୁ ଧରିଲା ଗୋପାଳପୁର ପୋଲିସ । ଅଭିଯୁକ୍ତମାନେ ବାହାର ରାଜ୍ୟକୁ…

ରାଜଧାନୀରେ ଘରର ଝରକା ଭାଙ୍ଗି ସୁନା ଗହଣା ଲୁଟ୍

ଭୂବନେଶ୍ବର:ରଜରେ ରାଜଧାନୀ ଭୁବନେଶ୍ୱର ନୀଳାଦ୍ରିବାହାର ଅଞ୍ଚଳର ଏକ ପରିବାର ପୁରୀ ବୁଲିବାକୁ ଯାଇଥିବା ବେଳେ ଘରେ କଳାକନା ବୁଲାଇଦେଲେ ଲୁଟେରା । ଦୁର୍ବୃତ୍ତମାନେ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା, ରୁପା ଅଳଙ୍କାର ଏବଂ ନଗଦ ଲୁଟି ନେଇଥିବା ଅଭିଯୋଗ ହୋଇଛି।…

ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଜଣେ ମହିଳା ସମେତ ଆଠଜଣ ଗିରଫ

ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଜଣେ ମହିଳା ସମେତ ଆଠଜଣ ଗିରଫ କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ବଡ଼ବିଲ ରେଞ୍ଜ ଅଧୀନରେ ଥିବା କେନ୍ଦୁଢି ଗ୍ରାମରେ ଗତ 13ତାରିଖ ଦିନ ଗୋଠ ଛଡ଼ା ଦନ୍ତାହାତୀ ଆକ୍ରମଣର ଶିକାର ହୋଇଥିବା ଲୋକଙ୍କ…

ସୁନ୍ଦରଗଡରୁ ବିସ୍ଫୋରକ ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ସୁନ୍ଦରଗଡ: ଗତ ମାସରେ ସୁନ୍ଦରଗଡର କେ ବଳଙ୍ଗ ଥାନା ଅନ୍ତର୍ଗତ ବାଙ୍କୋରେ ବିସ୍ଫୋରକ ଭର୍ତି ଏକ ଟ୍ରକ୍ କୁ ପଥର ଖଣି ନିକଟରୁ ଲୁଟ କରିବାକୁ ଚେଷ୍ଟା କରାଯାଉଥିଲା। ସେହି ଘଟଣାରେ ପୋଲିସ ଜର୍ଜ ମୁଣ୍ଡା ନାମକ ଜଣେ ବ୍ୟକ୍ତିକୁ ଗିରଫ…